ହ୍ବାଟସଆପରେ ସ୍କ୍ରିନ୍‌ଶଟ ମନା…

ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ ଗୁଡିକର ସ୍କ୍ରିନ୍‌ଶଟ ନିଆଯାଇପାରିବ ନାହିଁ। ଏହି ବୈଶିଷ୍ଟ୍ୟ ପରେ, ବର୍ତ୍ତମାନ ବ୍ୟବହାରକାରୀଙ୍କ ଚାଟ ଅଧିକ ସୁରକ୍ଷିତ ହୋଇପାରିବ।

ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ଗତ ବର୍ଷ ଅଗଷ୍ଟରେ ହ୍ବାଟସଆପ ପକ୍ଷରୁ ଭ୍ୟୁ ଓ୍ବାନସ ମେସେଜ ବୈଶିଷ୍ଟ୍ୟ ସାମିଲ କରିଥିଲା। ଏକ ବର୍ଷ ପରେ, ଅର୍ଥାତ୍‌ ଅଗଷ୍ଟ ୨୦୨୨ରେ, ମେଟାର ସିଇଓ ମାର୍କ ଜୁକରବର୍ଗ ଭ୍ୟୁ ଓ୍ବାନସ ମେସେଜରେ ସ୍କ୍ରିନଶଟ ନେବା ବନ୍ଦ କରିବାକୁ ଘୋଷଣା କରିଥିଲେ।

ମାର୍କ ଜୁକରବର୍ଗ ଅନେକ ସୁରକ୍ଷା ବୈଶିଷ୍ଟ୍ୟ ପ୍ରକାଶ କରିବା ସହିତ କହିଥିଲେ ଯେ ସେ ବର୍ତ୍ତମାନ ହ୍ବାଟସଆପ ସୁରକ୍ଷାକୁ ମଜବୁତ କରିବାକୁ ଯାଉଛୁ।

ହ୍ବାଟସଆପର ଏହି ସ୍କ୍ରିନଶଟ ବ୍ଲକିଂ ବୈଶିଷ୍ଟ୍ୟ ଗୁଗୁଲ-ପେ ଏବଂ ଫୋନ-ପେ ପରି କାମ କରେ, ଯାହା ଉପଭୋକ୍ତାମାନଙ୍କୁ ନିଜ ପ୍ଲାଟଫର୍ମରେ ସ୍କ୍ରିନଶଟ ନେବାକୁ ଅନୁମତି ଦେଇ ନଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବହୁ ଭାଜପା ବିଧାୟକ ଡେଇଁବେ ବାଡ: ଦିଗବିଜୟ ସିଂ…

ଭୋପାଳ,୨୬।୯ : ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ରାଜ୍ୟର ୭୮ଟି ଆସନରେ ଭାଜପା ଏପର୍ଯ୍ୟନ୍ତ...

୧୧ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧...

ହ୍ବାଟ୍ସଆପ୍‌, ଇମେଲ୍‌, ଫାକ୍ସରେ ଜାରି ହେବ ସମନ

ନୂଆଦିଲ୍ଲୀ,୧୧ା୭(ଆଇଏଏନ୍‌ଏସ୍‌): ସମସ୍ତ ଆଇନଗତ ମାମଲାର ସମନ ଓ ନୋଟିସ ହ୍ବାଟ୍ସଆପ୍‌, ଇମେଲ୍‌ ଏବଂ ଫାକ୍ସ ମାଧ୍ୟମରେ ପଠାଯାଇପାରିବ। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଏଥିପାଇଁ...

‘ମୁସଲମାନ ଆତଙ୍କବାଦୀ’ କହିଲେ ବିଧୁରୀ

ନୂଆଦିଲ୍ଲୀ,୨୩ା୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ...

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ହିଜବୁଲ କମାଣ୍ଡର ଶୌକତ ଅହମ୍ମଦ ଆତଙ୍କବାଦୀ ଘୋଷିତ…

ନୂଆଦିଲ୍ଲୀ,୪।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପୁଣି ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କ ବିରୋଧରେ...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା...

ଡିଜିଟାଲ ଇଣ୍ଡିଆ ବାଟରେ ବାଧା :୧୨ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ବ୍ୟବହାର କରି ନାହାନ୍ତି ଇଣ୍ଟରନେଟ

ନୂଆଦିଲ୍ଲୀ,୧୫।୧୨: ସରକାର ଡିଜିଟାଲୀକରଣ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏନେଇ ନକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଦେଶର ୧୨ଟି ରାଜ୍ୟ...

Advertisement
Archives

Model This Week