Posted inଜାତୀୟ

୪ କାର୍‌-ଆମ୍ବୁଲାନ୍ସ ଧକ୍କା, ୫ ମୃତ…

ମୁମ୍ବାଇ,୫।୧୦ : ଦଶହରା ସକାଳେ ମୁମ୍ବାଇରେ ବଡ ଧରଣର ଦୁର୍ଘଟଣା ଘଟିଛି। ବାନ୍ଦ୍ରା ୱର୍ଲି ସି ଲିଙ୍କଠାରେ ଚାରିଟି କାର ଏବଂ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଥିସହିତ ୧୨ ଜଣ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ସୂଚନାନୁସାରେ, ବାନ୍ଦ୍ରା ୱର୍ଲି ସି ଲିଙ୍କରେ ପୂର୍ବରୁ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା। ଆହତମାନଙ୍କୁ ନେବା ପାଇଁ ଆମ୍ବୁଲାନ୍ସ୍‌ ଡକାଯାଇଥିଲା। ତେବେ ଅନ୍ୟ ତିନିଟି ଗାଡି ଆମ୍ବୁଲାନ୍ସକୁ ଧକ୍କାଦେଇଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଆହତମାଦଙ୍କ ଆରୋଗ୍ୟ କାମନା କରିଛନ୍ତି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୭।୧୧: ବିଧାନସଭା ନିର୍ବାଚନ ନେଇ ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏ ନେଇ ଏକ ବିଶେଷ ସୁତ୍ରରୁ...

କରୋନାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ: କହିଲେ, ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ,୨୭।୪: ଗତ ୨ସପ୍ତାହ ଧରି ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂରେ ରାଜ୍ୟର ସମସ୍ତ...

ହିମାଚଳ ପ୍ରଦେଶ ମତଦାନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା, ସିଏପିଏଫର ୬୭ କମ୍ପାନୀ, ୩୦ ହଜାର ଯବାନ ମୁତୟନ, ଏନଡିଆରଏଫ ବି ରଖିଛି ନଜର

ଶିମଲା,୧୨ ।୧୧: ହିମାଚଳ ପ୍ରଦେଶ ବିଧାନସଭାର ସମସ୍ତ ୬୮ ଆସନ ପାଇଁ ଶନିବାର ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ମତଦାନ ପ୍ରକ୍ରିୟାକୁ ସୁଚାରୁ...

ଅମରନାଥ ଯାତ୍ରା ପୂର୍ବରୁ ‘ଷ୍ଟିକି ବୋମା’ ନେଇ ସରକାରଙ୍କ ଚିନ୍ତା ବଢ଼ିଲା…

ଶ୍ରୀନଗର, ୬।୬ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଅମରନାଥ ଯାତ୍ରାର ତାରିଖ ପାଖେଇ ଆସୁଥିବାରୁ ’ଷ୍ଟିକି ବୋମା’ ବିଷୟରେ ଚିନ୍ତିତ ଅଛନ୍ତି। ଏହାକୁ ନେଇ ସରକାରଙ୍କ...

ଗତ ୨୪ଘଣ୍ଟାରେ ରାଜଧାନୀରେ ୧୦୪୨କରୋନା ଆକ୍ରାନ୍ତ ଚିହ୍ନଟ, ୨ମୃତ

ନୂଆଦିଲ୍ଲୀ,୨୨।୪: ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବା ପରେ ଗତ କିଛି ଦିନରୁ ପୁଣି ଥରେ ଦ୍ରୁତ ଗତିରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା...

ମସ୍ତିଷ୍କ ଜ୍ୱରରେ ଗଲାଣି ୧୫୧ ଶିଶୁଙ୍କ ଜୀବନ: ଏବେ ଘାରିଛି ଶିଶୁ ବିକଳାଙ୍ଗ ହେବାର ଡର

ପାଟଣା, ୨୦।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଏହି ରୋଗରେ ଏପର୍ଯ୍ୟନ୍ତ...

ସେନା ପ୍ରତ୍ୟାହାରରେ ସାଲିସ୍‌ ନାହିଁ

ନୂଆଦିଲ୍ଲୀ,୧୯ା୭: ଚାଇନା ସୈନ୍ୟମାନେ ତୁରନ୍ତ ପଙ୍ଗଓଙ୍ଗ ସୋ ଅଞ୍ଚଳ ଖାଲି କରନ୍ତୁ ଓ ମେ’ ୫ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣନ୍ତୁ। ଦୁଇଦେଶର ସେନା କମାଣ୍ଡର...

Advertisement
Archives

Model This Week