ଜାତୀୟ

ସଞ୍ଜୟଙ୍କ ଉପରେ ବର୍ଷିଲେ ଏକନାଥଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ପୁଅମାନଙ୍କର ଏଣ୍ଟ୍ରି ଦେଖାଗଲାଣି । ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଙ୍ଗ ସମ୍ଭାଳୁଥିବା ବେଳେ ଏବେ ଏକନାଥ ସିନ୍ଧେଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ ମଧ୍ୟ ଏହି…

ପିଏମ ସମ୍ମାନ ନିଧିର ଲାଭ ନେଉଛନ୍ତି ୩୩ ହଜାର ମୃତକ

ଋାୟବରେଲି,୨୭ ।୬: ଉତ୍ତର ପ୍ରଦେଶ ରାୟବରେଲି ଜିଲାର ୩୩ହଜାର ୯୩୬ ଏମିତି କୃଷକ ରହିଛନ୍ତି କାଗଜ ପତ୍ରରେ ସେମାନେ ମୃତ ହୋଇଥିବା ବେଳେ କିନ୍ତୁ କୃଷକ ସମ୍ମାନ ନିଧିର ଲାଭ ନେଉଛନ୍ତି । କୃଷି ନିର୍ଦ୍ଦେଶାଳୟ ଲକ୍ଷ୍ନୌରୁ ଆସିଥିବା ଏକ ରିପୋର୍ଟରୁ…

ଏମ୍‌ଏନଏସ୍‌ ମୁହାଁ ଶିବସେନାର ବିଦ୍ରୋହୀ ବିଧାୟକ…

ମହାରାଷ୍ଟ୍ର, ୨୭।୬ : ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ବିଧାୟକ ଉଦ୍ଧବଙ୍କ ସମ୍ପର୍କୀୟ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବର୍ନିମାନ ସେନା(ଏମ୍‌ଏନଏସ୍‌)ରେ ଯୋଗ ଦେଇ ପାରନ୍ତି ବୋଲି ଆକଳନ କରାଯାଉଛି।  ଏହାର ମୁଖ୍ୟ କାରଣ ହେଉଛି ଯେ ଏକନାଥ ସିନ୍ଧେଙ୍କ ପାଖରେ ଦୁଇ…

ଶିବସେନାକୁ ବଡ଼ ଝଟ୍‌କା: ସମର୍ଥନ ପ୍ରତ୍ୟାହାର କଲା ସିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୭।୬:ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡରେ ପହଞ୍ଚିଛି। ସୋମବାର ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଗୋଷ୍ଠୀ ମହା ବିକାଶ ଅଘାଡି(ଏମ୍‌ଭିଏ) ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ଫଳରେ ଏବେ ଉଦ୍ଧବ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଏକନାଥ ସିନ୍ଦେ ତାଙ୍କ…

ସଞ୍ଜୟ ରାଉତଙ୍କୁ ଇଡି ସମନ

ମୁମ୍ବାଇ,୨୭।୬: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଜମି ଦୁର୍ନୀତି ମାମଲାରେ ଏହି ସମନ ଜାରି କରାଯାଇଥିବା ଜଣାପଡିଛି। ତାଙ୍କୁ ଆସନ୍ତାକାଲି ପଚରାଉଚରା ପାଇଁ ଡକାଯାଇଛି। ମହାରାଷ୍ଟ୍ର…

ନାମାଙ୍କନପତ୍ର ଦାଖଲ କଲେ ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ,୨୭।୮: ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସିହ୍ନାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନସିପି ସୁପ୍ରିମୋ ଶରଦ ପାୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ,…

ଜୁଲାଇ ୧ରୁ ମାଗଣା ବିଦ୍ୟୁତ୍‌ ଯୋଗାଣ…

ଚଣ୍ଡିଗଡ଼, ୨୭।୬ : ପଞ୍ଜାବ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା ସମୟରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଘୋଷଣା କରିଛନ୍ତି ଯେ ଆମ ଆଦମୀ ପାର୍ଟିର ଏହି ସରକାର ମାଗଣା ବିଦ୍ୟୁତ୍‌ ଯୋଗାଣ…

ଏମ୍‌ଭିଏ ସରକାରରେ ଫାଟ ହେବ ବୋଲି ପୂର୍ବର ଭାଜପା କହିଥିଲା, କେନ୍ଦ୍ରୀୟ ମନ୍ତ୍ରୀଙ୍କ ଉତ୍ତର…

ନୂଆଦିଲ୍ଲୀ, ୨୭।୬ : ଗୋଟିଏ ପଟେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସଙ୍କଟର ଶୁଶାଣି ହେବାକୁ ଥିବାବେଳେ ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ରାଓ୍ବସାହେବ ଦାନଓ୍ବେ ଖୁବ ଶୀଘ୍ର ଭାଜପା ସରକାର ଗଠନ କରିବ ବୋଲି ସଙ୍କେତ ଦେଇଛନ୍ତି। ସେ ୨-୩ ଦିନ ପାଇଁ ଭାଜପା…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ରାଜ ଠାକରେଙ୍କ ଏଣ୍ଟ୍ରି

ମୁମ୍ବାଇ,୨୭।୬: ମହାରାଷ୍ଟ୍ର ରାଜନୀତି ଝଡ ଉଗ୍ର ରୂପ ଧାରଣ କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟପଟେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଅଛନ୍ତି। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁଆହାଟୀରେ ଯାଇ…

କେନ୍ଦ୍ରମନ୍ତ୍ରୀଙ୍କ ଦମ୍ଭୋକ୍ତି: ମହାରାଷ୍ଟ୍ରରେ ଭାଜପା ଆଉ ମାତ୍ର ୨-୩ ଦିନ ବିପକ୍ଷ ଦଳରେ ରହିବ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ଧରୁନି। ଶିବସେନାର ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ(ଭାଜପା) ବିରୋଧୀ ଦଳରେ ଆଉ…

ଆତଙ୍କବାଦୀଙ୍କ ପାଖରେ ଚାଇନା ପିସ୍ତଲ…

ଶ୍ରୀନଗର, ୨୭।୬ : ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେଶନରେ ଜଣେ ଆତଙ୍କବାଦୀ ଗିରଫ ହୋଇଛନ୍ତିି। ଗିରଫ ଆତଙ୍କବାଦୀ କୋଟି ଡୋଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଡୋଡ଼ାଠାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଚାଇନା ପିସ୍ତଲ, ଦୁଇଟି ମାଗାଜିନ,…

୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ହେବେ ୨ ସିଜେଆଇ…

ନୂଆଦିଲ୍ଲୀ, ୨୭।୬ : ଆଗାମୀ ୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ୨ ପ୍ରଧାନବିଚାରପତି(ସିଜେଆଇ) ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଏନଭି ରମନାଙ୍କ ସମେତ ୫ ଜଣ ବିଚାରପତି ଅବସର ନେବେ। ଅବସର ଗ୍ରହଣ କରୁଥିବା ବିଚାରପତିମାନଙ୍କ ମଧ୍ୟରେ ୨ ଜଣ ସିଜେଆଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri