ଦଲବୀର କୌରଙ୍କ ପରଲୋକ
ଚଣ୍ଡିଗଡ,୨୬।୬: ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍ରେ ବନ୍ଦୀ ହୋଇ ସେଠାରେ ମୃତ୍ୟୁବରଣ କରିଥିବା ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କର ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ୧୯୯୦, ଅଗଷ୍ଟ…
ନାଳକୁ ଖସିଲା ଗାଡ଼ି: ଚାଲିଗଲା ୯ ଶ୍ରମିକଙ୍କ ଜୀବନ
ବେଙ୍ଗାଲୁରୁ,୨୬।୬: କର୍ନାଟକର ବେଲାଗଭି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କ ନେଇ ଯାଉଥିବା ଗାଡି ନାଳରେ ଖସିପଡିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ…
ରାଜେନ୍ଦ୍ର ନଗର ଉପ ନିର୍ବାଚନ, ଏଏପି ପ୍ରାର୍ଥୀଙ୍କ ବିଜୟ…
ନୂଆଦିଲ୍ଲୀ, ୨୬।୬ : ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଉପ ନିର୍ବାଚନରେ ଏଏପିର ଦୁର୍ଗେଶ ପାଠକ ଭାଜପାର ରାଜେଶ ଭାଟିଆଙ୍କ ପରାଜିତ କରିଛନ୍ତି। ଦୁର୍ଗେଶ ୧୧, ୪୬୮ ଭୋଟରେ ବିଜୟୀ ହୋଇଛନ୍ତି। ଦୁର୍ଗେଶ ୪୦, ୩୧୯ ଭୋଟ ପାଇଥିବାବେଳେ ରାଜେଣ ୨୮,୮୫୧…
ସଙ୍ଗରୁର ଲୋକ ସଭା ଉପ ନିର୍ବାଚନରେ ମାନ୍ ବିଜୟୀ…
ଚଣ୍ଡିଗଡ଼, ୨୬।୬ : ପଞ୍ଜାବ ସଙ୍ଗରୁରରେ ଲୋକସଭା ଉପ ନିର୍ବାଚନରେ ଆମ ଆଦମୀ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ଏଠାରେ ଅକାଳୀ ଦଳ ଅମୃତସରର ସିମରନଜିତ ସିଂ ମାନ୍ ବିଜେତା ହୋଇଛନ୍ତି। ଆମ ଆଦ୍ମୀ ପାର୍ଟିର ଗୁରମେଲ ସିଂଙ୍କୁ ମାନ୍ ପରାଜିତ…
ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କୁ କେନ୍ଦ୍ର ସରକାରଙ୍କ ସୁରକ୍ଷା, ଘର ବାହାରେ ସିଆର୍ପିଏଫ୍ ଯବାନ…
ମୁମ୍ବାଇ, ୨୬।୬ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ସରକାର ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଥିବା ୧୬ ଜଣ ବିଧାୟକଙ୍କୁ ସୁରକ୍ଷା ଯୋଗାଇବ। ସଦ୍ୟତମ ସୂଚନା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିବା ପରେ…
ବିଧାୟକଙ୍କ ପାଇଁ ଦିନକୁ ହୋଟେଲରେ ଖର୍ଚ୍ଚ ହେଉଛି ୯ ଲକ୍ଷ, ବନ୍ୟା ପୀଡ଼ିତଙ୍କୁ ଅଣଦେଖା…
ନୂଆଦିଲ୍ଲୀ, ୨୬।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ଆମ ବିଧାୟକଙ୍କ ପାଇଁ ଆସାମର ରେଡିସନ ବ୍ଲୁ ହୋଟେଲରେ ଦିନକୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେଠାରେ ଲକ୍ଷ ଲକ୍ଷ ଟଙ୍କା…
ଜରୁରୀକାଳୀନ ପରିସ୍ଥିତି ଲୋକଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲା…
ନୂଆଦିଲ୍ଲୀ, ୨୬।୬ : ଦେଶରେ ୪୭ ବର୍ଷ ତଳେ ୧୯୭୫ରେ ଜୁନ୍ ମାସରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଦେଶର ସାଧାରଣ ଲୋକଙ୍କ ମୌଳିକ ଅଧିକାର ଛଡ଼ାଇ ନେଇଥିଲା। ଏହା ଭାରତର ରାଜନୀତିରେ ଏକ କଳା ଇତିହାସ ସୃଷ୍ଟି କରିଥିତ୍ବା…
ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ପକ୍ଷୀ ସହିତ ମାଡ଼ ହେଲା…
ଲକ୍ଷ୍ନୌ, ୨୬।୬ : ଉତ୍ତରପ୍ରଦେଶ ଯୋଗୀ ଅଦିତ୍ୟନାଥଙ୍କ ହେଲିକପ୍ଟର ଏକ ପକ୍ଷୀ ସହିତ ମାଡ଼ ହେବାପରେ ବାରାଣସୀରେ ଜରୁରୀ ଅବତରଣ କରିଛି। ହେଲିକପ୍ଟରଟି ବରାଣସୀର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରୁ ଲକ୍ଷ୍ନୌ ଉଦ୍ଦେଶ୍ୟରେ ଉଡ଼ାଣ ଆରମ୍ଭ କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସର୍କିଟ୍…
ଇଞ୍ଚେ ଜମି ବି ଭାରତ ଛାଡ଼ିବନି, ପ୍ରତିରକ୍ଷାମନ୍ତ୍ରୀ ଦେଲେ ସୂଚନା…
ନୂଆଦିଲ୍ଲୀ, ୨୬।୬ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତ ଏହାର ଏକ ଇଞ୍ଚ ଜମି ମଧ୍ୟ ଚାଇନାକୁ ଦେବ ନାହିଁ। ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ଦୁଇ ଦେଶ…
ଲକ୍ଷେ ମୁହାଁ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୨୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି କଂଗ୍ରେସର ବଡ ପ୍ରଦର୍ଶନ, ପ୍ରେସ କନଫରେନ୍ସ ଜରିଆରେ ସରକାରଙ୍କୁ ଟାର୍ଗେଟ
ନୂଆଦିଲ୍ଲୀ,୨୬ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ କୁ ବିରୋଧ କରି କଂଗ୍ରେସ ଦିଲ୍ଲୀର ଜନ୍ତର ମନ୍ତରରେ ‘ସତ୍ୟାଗ୍ରହ’ କରି ସାରିଛି । ଏବେ ପାର୍ଟି ସାରା ଦେଶରେ ପ୍ରେସ କନଫରେନ୍ସ ଜରିଆରେ ଏହି ଯୋଜନାକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ।…
ଏତେ ଶୀଘ୍ର ଶେଷ ହେବନାହିଁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ, ସଦସ୍ୟତା ପାଇଁ କୋର୍ଟ ଯିବାକୁ ପ୍ରସ୍ତୁତ ହେଲେଣି ଅସନ୍ତୁଷ୍ଟ ବିଧାୟକ
ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏକନାଥ ସିନ୍ଧେଙ୍କ ଏକଜିଦିଆ ନୀତି ଯୋଗୁ ଏହି ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଳ ହେଉଥିବା କୁହାଯାଇଛି । ଇତିମଧ୍ୟରେ ସିନ୍ଧେଙ୍କ ସମର୍ଥିତ ନେତା…
Archives


