Posted inଜାତୀୟ

୩୧୭ କୋଟି ନକଲି ନୋଟ ଜବତ, ୬ ଗିରଫ…

ଅହମଦାବାଦ,୪।୧୦ : ଗୁଜୁରାଟର ସୁରଟ ପୋଲିସକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ୬୭ କୋଟି ପୁରୁଣା ନୋଟ ଏବଂ ୩୧୭ କୋଟି ଟଙ୍କାର ନୂଆ ନକଲି ନୋଟ ଜବତ ହୋଇଛି। ଏହି ମାମଲାରେ ଜଡ଼ିତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

୬୭ କୋଟି ହେଉଛି ବିମୁଦ୍ରୀକରଣ ପୂର୍ବରୁ ନୋଟ। କଳା ଟଙ୍କାକୁ ଧଳାରେ ପରିଣତ କରିବା ପାଇଁ ଅଭିଯୁକ୍ତମାନେ ଟ୍ରଷ୍ଟ, କମ୍ପାନୀ ଏବଂ କମିଶନ ନାମରେ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ନକଲି ନୋଟ ଛାପୁଥିବା ପ୍ରିଣ୍ଟରକୁ ଧରିବା ପାଇଁ ପୋଲିସ ପକ୍ଷରୁ ୨ଟି ଅତିରିକ୍ତ ଟିମ ଗଠନ କରାଯାଇଛି ବୋଲି ଏସପି ଏଚଏଚ ଜୟସାର ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ସିଂ ବାଦଲ ଅସୁସ୍ଥ, ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ଼,୧୨ ।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇ...

ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪...

ଦେଶରେ ପ୍ରଥମଥର ଭଙ୍ଗାଯିବ ଏତେ ବଡ ବିଲଡିଂ, ସୁରକ୍ଷାର ସମସ୍ତ ବ୍ୟବସ୍ଥା, ଏନଜିଓ ଦ୍ୱାରା ଉଦ୍ଧାର ହେଲେଣି ୩୦-୩୫ କୁକୁର

ନୋଏଡା,୨୮ ।୮: ସେକ୍ଟର-୯୩ଏ ସୁପରଟେକ ଏମରଲାଣ୍ଡ କୋର୍ଟ ଟ୍ୱିନ ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ସିୟାନର ଉଚ୍ଚତା ୯୭ ମିଟର । ଦେଶରେ...

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ...

୪ ହଜାର ମୁହାଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨୬…

ନୂଆଦିଲ୍ଲୀ, ୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ମହାମାରୀର ସବୁଠାରୁ ଭୟାବହ ସମୟ ଏବେ ବିତି ଯାଇଛିି…

ନୂଆଦିଲ୍ଲୀ,୮।୧୧ : ଆମେରିକା ସରକାରଙ୍କ କୋଭିଡ-୧୯ ପ୍ରତିକ୍ରିୟା ସଂଯୋଜକ ଡାକ୍ତର ଆଶିଷ କୁମାର ଝା କହିଛନ୍ତି ଯେ ମହାମାରୀ ସମାପ୍ତ ହୋଇ ନଥାଇ ପାରେ କିନ୍ତୁ...

ନେପାଳ ବାଟେ ବିହାରକୁ ଆସୁଛି ବେଆଇନ ମଦ…

ପାଟନା,୧୮।୧୨ : ବିହାରରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ସଂଖ୍ୟା ୮୪ରେ ପହଞ୍ଚିଛି। ରାଜ୍ୟରେ ମଦ ନିଷେଧ ଆଇନ ଲାଗୁ ହୋଇଛି। ଜଣେ ମଦ୍ୟପାନ କଲେ...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

Advertisement
Archives

Model This Week