ଜାତୀୟ

ରାଜନୈତିକ ସ୍ବାର୍ଥ ପାଇଁ ଭାରତ ଯୋଡ ଯାତ୍ରାରେ ଛୋଟପିଲା ସାମିଲ, ଏନସିପିସିଆର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ, ୧୩।୯ : ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନକଟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ପିଲାମାନଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର…

୨୫୩ ପଞ୍ଜୀକୃତ ଅଣ-ମାନ୍ୟତା ରାଜନୈତିକ ଦଳ ନିଷ୍କ୍ରିୟ…

ନୂଆଦିଲ୍ଲୀ, ୧୩।୯ : ପଞ୍ଜୀକୃତ ଅଣ-ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ବିରୋଧରେ ମେ ୨୫ ରେ ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜାରି ରଖି ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ ୮୬ ଟି…

ବନ୍ଦେ ଭାରତ ଟ୍ରେନ୍‌ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…

ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ନହେବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।…

ଏକଛତ୍ରବାଦୀ ଶାସନଠାରୁ ବଂଶବାଦ ଶାସନ ଭଲ, ଭାଜପାକୁ ଶିବସେନାର ଟାର୍ଗେଟ…

ମୁମ୍ବାଇ, ୧୩।୯ : ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ପୁଣି ଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ମଙ୍ଗଳବାର ଶିବସେନା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ପ୍ରଶଂସା କରିବା ସହ ଭାଜପା ସରକାରଙ୍କ…

ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ

ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି ଏଥର ରାମଲୀଳାରେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିରେ…

ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କର୍ମଚାରୀଙ୍କ ଛୁଟି-ସୁବିଧା ୩ ବର୍ଷ ପାଇଁ ବଢ଼ିଲା…

ଶ୍ରୀନଗର, ୧୩।୯ : ଭାରତ ସରକାରଙ୍କ ଜନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟର ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ କଶ୍ମୀର ଉପତ୍ୟକାରେ ସଂଲଗ୍ନ / ଅଧିନସ୍ଥ କାର୍ଯ୍ୟାଳୟ କିମ୍ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ…

ଶସ୍ତା ହେବ ଏସବୁ ଔଷଧ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ନୂଆ ତାଲିକା…

ନୂଆଦିଲ୍ଲୀ, ୧୩।୯ : ଅତ୍ୟାବଶ୍ୟକ ଔଷଧ ଦେଶରେ ଏବେ ଶସ୍ତା ହେବାକୁ ଯାଉଛି। ଆଇଭର୍ମେକ୍ଟିନ, ମୁପିରୋସିନ, ନିକୋଟିନ ରିପ୍ଲେସମେଣ୍ଟ ଥେରାପି ଭଳି କେତେକ ଆଣ୍ଟି-ଇନଫେକ୍ସନ ଔଷଧ ମଧ୍ୟ ନ୍ୟାଶନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନରେ ଯୋଗ କରାଯାଇଛି। ବର୍ତ୍ତମାନ ଏହି ତାଲିକାରେ…

ପଞ୍ଜାବରେ ଅପରେଶନ୍‌ ଲୋଟସ୍‌: ବିଧାୟକଙ୍କୁ ୨୫-୨୫କୋଟିର ଅଫର

ଚଣ୍ଡିଗଡ଼,୧୩।୯: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ସରକାରରେ ଥିବା ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ପରିଚାଳିତ ହେବା ସହ ଏଏପି…

ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍‌ସି ମୁହାଁମୁହିଁ

କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଭାଜପାର ଅନେକ ନେତା ଓ କର୍ମକର୍ତ୍ତା କୋଲକତା ଓ ହାଓ୍ବଡାରେ ପହଞ୍ଚିଥିଲେ।…

ଡିସେମ୍ବରରେ ଜି-୨୦ ଅଧ୍ୟକ୍ଷ ହେବ ଭାରତ, ଦେଶରେ ହେବ ୨୦୦ରୁ ଅଧିକ ବୈଠକ…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ୧ ଡିସେମ୍ବର ୨୦୨୨ ରେ ଭାରତ ବିଶ୍ୱର ୨୦ଟି ସବୁଠାରୁ ଶକ୍ତିଶାଳୀ ଅର୍ଥନୈତିକ ଦେଶ ସହିତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ହେବାକୁ ଯାଉଛି। ୩୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଏକ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସମଗ୍ର…

କରୋନା ଉତ୍ପତ୍ତିର ସନ୍ଧାନ କରନ୍ତୁ ସରକାର-ଦୋଷୀଙ୍କୁ ମିଳୁ ଦଣ୍ଡ: ସଂସଦୀୟ କମିଟି…

ନୂଆଦିଲ୍ଲୀ, ୧୩।୯ : ସ୍ବାସ୍ଥ୍ୟ ସମ୍ବଧିତ ସଂସଦୀୟ କମିଟି କରୋନା ଭୂତାଣୁର ଉତ୍ପତ୍ତି ଜାଣିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। କମିଟି କହିଛି ଯେ କୋଭିଡର ଉତ୍ପତ୍ତି ଚିହ୍ନଟ ପାଇଁ ଅଧିକ ଅନୁସନ୍ଧାନ କରିବାକୁ ସରକାର ବିଶ୍ୱର ଅନ୍ୟ ଦେଶମାନଙ୍କୁ…

ରସୁଣ ବସ୍ତା ନେଇ ବିଧାନସଭା ପହଞ୍ଚିଲେ କଂଗ୍ରେସ ବିଧାୟକ, କହିଲେ ବିକିବୁ…

ଭୋପାଳ, ୧୩।୯ : ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପାଞ୍ଚ ଦିନିଆ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକମାନେ ରସୁଣ ବସ୍ତା ନେଇ ବିଧାନସଭାରେ ପହଞ୍ଚିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜିତୁ ପଟୱାରୀ ଟୁଇଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri