ମାର୍ଗାରେଟ୍ଙ୍କୁ ଧୋକା ଦେଲେ ମମତା
ନୂଆଦିଲ୍ଲୀ,୫।୮: ଉପରାଷ୍ଟ୍ରପତି ନିର୍ବାଚନରେ ତୃଣମୂଳ କଂଗ୍ରେସ ଭୋଟ ନ ଦେବା ନିଷ୍ପତ୍ତିରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା ନିରାଶ ହୋଇଛନ୍ତି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏକ ସାକ୍ଷାତକାରରେ ଆଲଭା କହିଛନ୍ତି, ଯୁବ…
ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ କଂଗ୍ରେସ ରାଲିକୁ ଅଟକାଇଲା ପୋଲିସ
ନୂଆଦିଲ୍ଲୀ,୫ ।୮: ଦେଶରେ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କେତେଜଣ କଂଗ୍ରେସ ନେତା କଳା କପଡାରେ ନଜର ଆସିଛନ୍ତି । ବିରୋଧ…
ଗାଁରେ ନାହିଁ ବ୍ରିଜ୍: କାନ୍ଧରେ ବୋହି ପିଲାଙ୍କୁ ସ୍କୁଲ୍ ଛାଡୁଛନ୍ତି ଅଭିଭାବକ, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ,୫।୮: ସରକାର ଯାତାୟାତକୁ ସହଜ କରିବା ପାଇଁ ରାଜପଥ, ଟନେଲ ଏବଂ ଏକ୍ସପ୍ରେସୱେ ନିର୍ମାଣ କରୁଛନ୍ତି। ହେଲେ ମହାରାଷ୍ଟ୍ରର ନାଶିକ ଜିଲାର ପେଥ୍ ତାଲୁକା ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ପାଇଁ ଯାତାୟାତ ସୁବିଧା ନ ଥିବାରୁ ବିପଦଜନକ…
ପୁଣି ରୋଷେଇ ଘରେ ମହଙ୍ଗା ମାଡ: ପ୍ରତି ୟୁନିଟ୍ ପିଛା ୨.୬୩ ଟଙ୍କା ବଢ଼ିଲା ପିଏନ୍ଜି
ନୂଆଦିଲ୍ଲୀ,୫।୮: ଗତ କିଛି ଦିନରୁ ଦେଶରେ ଲଗାତର ଭାବେ ଦରବୃଦ୍ଧି ପାଇବାରେ ଲାଗିଛି। ଯାହା ଲୋକଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଦିଲ୍ଲୀବାସୀଙ୍କୁ ପୁଣିଥରେ ଆଉ ଥରେ ମହଙ୍ଗା ମାଡ଼ ପଡ଼ିଛି। ଆଇଜିଏଲ୍ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛି। ରାଜଧାନୀର ଘରେ…
ପୁଣି ଡରାଇଲା ଦିଲ୍ଲୀ: ୨୦୦କଣ୍ଟେନମେଣ୍ଟ ଜୋନ, ୬ହଜାରରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା
ନୂଆଦିଲ୍ଲୀ,୫।୮: ରାଜଧାନୀ ଦିଲ୍ଲୀ ସମେତ ଏନ୍ସିଆରରେ ପୁଣି ଥରେ କରୋନା କାୟା ମେଲାଇଲାଣି। ଧୀରେ ଧୀରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ପୁଣି ଫେରିଥିବା ଦେଖିବାକୁ ମିଳିଛି। କରୋନା ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ସମେତ ପଜିଟିଭିଟି…
ଓଡ଼ିଶାର ପୂର୍ବତନ ଏମ୍ପି, ୨ ପୂର୍ବତନ ବିଧାୟକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି
ନୂଆଦିଲ୍ଲୀ,୫।୮:ଚିଟ୍ଫଣ୍ଡ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ କମ୍ପାନୀର ୨.୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଓଡ଼ିଶାର ଜଣେ ପୂର୍ବତନ ଏମ୍ପି ଏବଂ ଦୁଇଜଣ ପୂର୍ବତନ ବିଧାୟକ ପୂର୍ବରୁ ଏହି କମ୍ପାନୀର…
ଆଜି ମୋଦିଙ୍କୁ ଭେଟିବେ ମମତା
ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଏହି ଗସ୍ତରେ ମମତା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟ ପାଇଁ ଏମ୍ଜିନରେଗା ଏବଂ ଜିଏସ୍ଟି ଦେୟ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି…
ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ମୁମ୍ବାଇ,୫୪।୮: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶୁକ୍ରବାର ହୋଇପାରେ । ଶିବସେନାର ଶିନ୍ଦେ ଗୋଷ୍ଠୀ ମୁଖପାତ୍ର ଦୀପକ କେସର୍କାର ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ଭାଜପାରୁ ୭ ଏବଂ ଶିନ୍ଦେ ଗୋଷ୍ଠୀରୁ ୭ ବରିଷ୍ଠ ବିଧାୟକ…
ପ୍ରବଳ ବର୍ଷା: ୮ ଜିଲାକୁ ରେଡ୍ ଓ୍ବାର୍ନିଂ
ଥିରୁଭାନନ୍ତପୁରମ୍,୫।୮: କେରଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏଥିପାଇଁ ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଗୁରୁବାର ଆଠଟି ଜିଲାରେ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା ପଠାନାମଥୀତା, ଆଲପୁଝା,କୋଟାୟାମ, ଏର୍ନାକୁଲମ, ଇଡୁକି, ଥ୍ରିସୁର, ପାଲକ୍କଡ…
ଦେଶରେ ଥମୁନି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୫୫୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ପୂରଣ ହେଲା ୩ ବର୍ଷ, ୧୭୪ ଯବାନ ଶହୀଦ, ୧୨୪ ସାଧାରଣ ଜନତାଙ୍କର ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ,୫ ।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ୩ ବର୍ଷ ପୂରଣ ହୋଇଛି । ତେବେ ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା କମ ହୋଇଛି ବୋଲି କୁହାଯାଉଛି । ଏହାସହ ଲ ଆଣ୍ଡ ଅର୍ଡର ଘଟଣାରେ କୌଣସି…
ଅର୍ପିତାଙ୍କ ନାଁରେ ୩୧ ପଲିସି, ନୋମିନି ଅଛନ୍ତି ପାର୍ଥ
କୋଲକାତା,୫ ।୮: ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟ ସମ୍ପର୍କିୟ ଅର୍ପିତା ମୁଖାର୍ଜୀଙ୍କ ନାମରେ ୩୧ଟି ଜୀବନ ବୀମା ପଲିସି ଥିବା ଜଣାପଡିଛି । କେବଳ ସେତିକି ନୁହେଁ ସବୁ ପଲିସିରେ…
Archives


