୮ ଚିତା ଆସିବା ରାଜ୍ୟ ପାଇଁ ବଡ ଉପହାର: ଶିବରାଜ ସିଂ
ଭୋପାଳ,୧୭।୯: ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ୮ଟି ଚିତା ବାଘ ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିୟର୍ରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ନାମିବିୟାରୁ ୮ଟି ଚିତା ଆସିବା ରାଜ୍ୟ…
ମଡେଲଙ୍କ ପର୍ସନାଲ ଶପର୍ ‘ପିଙ୍କି’
ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍ର ବହୁ ଅଭିନେତ୍ରୀ ଓ ମଡେଲ୍ଙ୍କୁ ସାମିଲ କରାଯାଇଛି। ସୁକେଶକୁ ବଲିଉଡ୍ ଆକ୍ଟ୍ରୋସ୍ମାନଙ୍କ ନିକଟତର କରିବାରେ ବଡ଼ ମାଧ୍ୟମ ପାଲଟିଥିଲେ ପିଙ୍କି ଇରାନୀ।…
ନେତାଜୀଙ୍କ ପ୍ରତିମୂର୍ତ୍ତି ସମେତ ୧୨୦୦ ଉପହାର ହେବ ନିଲାମ
ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀଙ୍କୁ ଗତ ବର୍ଷ ମିଳିଥିବା ଉପହାର ଗୁଡିକର ନିଲାମ ଶନିବାର ଅର୍ଥାତ୍ ୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ୨ ଅକ୍ଟୋବର ଅର୍ଥାତ୍ ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ଚାଲିବ । ପ୍ରାୟ ୧୨୦୦ ଉପହାରର ନିଲାମ କରାଯିବ…
ଇମାନତୁଲ୍ଲାହ ଖାଁଙ୍କ ଗିରଫକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସିସୋଡିଆ
ନୂଆଦିଲ୍ଲୀ,୧୭ ।୯: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି । ଶନିବାର ସକାଳେ ସେ ଏକ ଟୁଇଟ କହି କହିଛନ୍ତି, ପ୍ରଥମେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଗଲା, ହେଲେ କୋର୍ଟରେ ତାଙ୍କ ବିରୋଧରେ କୌଣସି…
ଭାରତରେ ପହଞ୍ଚିଲେ ୮ ଚିତା
ଭୋପାଳ,୧୭।୯: ଅପେକ୍ଷାର ଅନ୍ତ ଘଟିଛି। ବିଲୁପ୍ତ ହୋଇଥିବା ଚିତା ବାଘ ପୁଣି ଭାରତକୁ ଫେରିଛି। ପ୍ରଥମ ପର୍ଯ୍ୟାୟରେ ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ଆସୁଥିବା ୮ଟି ଚିତା ବାଘ ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିୟର୍ରେ ପହଞ୍ଚିଛନ୍ତି। ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର…
୧୨ ସିଡବ୍ଲ୍ୟୁସି ପଦବୀ ଲାଗି ନିର୍ବାଚନ ଘୋଷଣା କଲା କଂଗ୍ରେସ
ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଦଳ ପକ୍ଷରୁ ଏହାର ସର୍ବୋଚ୍ଚ ସଂଗଠନ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ୧୨ ପଦବୀ ପାଇଁ ନିର୍ବାଚନ ଘୋଷଣା କରାଯାଇଛି। ସିଡବ୍ଲ୍ୟୁସିର ୨୩ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିର୍ବାଚିତ କରାଯିବାକୁ…
ଶିନ୍ଦେ ଶିବିରରେ ୧୨ ରାଜ୍ୟର ଶିବସେନା ମୁଖ୍ୟ
ମୁମ୍ବାଇ,୧୭।୯: ଶିବସେନା କାହାର ଏହାକୁ ନେଇ ସର୍ବୋଚ୍ଚ ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ୧୫ ରାଜ୍ୟର ଶିବସେନା ସଭାପତିଙ୍କ ମଧ୍ୟରୁ ୧୨ ଜଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଶକ୍ତ…
ଜିଗ୍ନେଶ ମେଭାନିଙ୍କୁ ୬ ମାସ ଜେଲ
ନୂଆଦିଲ୍ଲୀ,୧୭।୯: ୨୦୧୬ରେ ଦଙ୍ଗା ସୃଷ୍ଟି ଏବଂ ବେଆଇନ ଭାବେ ଏକତ୍ର ହେବା ମାମଲାରେ ଅହମଦାବାଦର ଏକ ଅଦାଲତ ଶୁକ୍ରବାର ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାନି ଏବଂ ଅନ୍ୟ ୧୮ ଜଣଙ୍କୁ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଗୁଜରାଟ…
ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରୁଛି ଭାଜପା
ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବରରେ ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ୨୦୧୪ରୁ ପ୍ରତିବର୍ଷ ମୋଦିଙ୍କ ଜନ୍ମଦିନକୁ ‘ସେବା…
ଚାଇନା ଲୋନ୍ ଆପ୍ ମାମଲା: ୪୬ କୋଟି ଜବତ
ନୂଆଦିଲ୍ଲୀ,୧୭।୯: ଚାଇନାର ବେଆଇନ ଲୋନ୍ ଏବଂ ବେଟିଂ ଆପ୍ ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ, ଗାଜିଆବାଦ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଗୟାର ବ୍ୟବସାୟିକ ଓ ଆବାସିକ ସ୍ଥାନରେ ଚଢ଼ାଉ କରିଛି।…
‘ଆମ୍ବେଡ୍କର ଆଣ୍ଡ୍ ମୋଦି: ରିଫର୍ମର୍ସ ଆଇଡିଆଜ୍ ପର୍ଫର୍ମର୍ସ ଇମ୍ପି୍ଲମେଣ୍ଟେଶନ’ ପୁସ୍ତକ ଉନ୍ମୋଚିତ
ନୂଆଦିଲ୍ଲୀ,୧୭।୯: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ନୂଆଦିଲ୍ଲୀରେ ‘ଆମ୍ବେଡ୍କର ଆଣ୍ଡ୍ ମୋଦି: ରିଫର୍ମର୍ସ ଆଇଡିଆଜ୍, ପର୍ଫର୍ମର୍ସ ଇମ୍ପି୍ଲମେଣ୍ଟେଶନ’ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକ ଉନ୍ମୋଚନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ ସିଜେଆଇ କେ.ଜି. ବାଲକ୍ରିଷ୍ଣନ, କେନ୍ଦ୍ର ସୂଚନା ଓ ପ୍ରସାରଣ…
ନରେନ୍ଦ୍ର ଗିରିଙ୍କ କୋଠରୀରୁ ମିଳିଲା ୩ କୋଟି ଟଙ୍କା, ୫୦ କିଲୋ ସୁନା
ପ୍ରୟାଗରାଜ,୧୭।୯: ଅଖିଳ ଭାରତୀୟ ଆଖଡ଼ା ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ବନ୍ଦ ଥିବା ପ୍ରକୋଷ୍ଠରୁ ନଗଦ ୩ କୋଟି ଟଙ୍କା, ୫୦ କିଲୋଗ୍ରାମ ସୁନା, ଜମିଜମା କାଗଜପତ୍ର ମିଳିଛି। ଗତବର୍ଷ ସେପ୍ଟେମ୍ବର ୨୦ରେ ମହନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ…
Archives


