ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…
ଥିରୁଭାନନ୍ତପୁରମ୍, ୧୭।୯ : ବିବାହ ଏକ ବ୍ୟକ୍ତିଗତ ମୌଳିକ ଅଧିକାର। ଜଣେ ବ୍ୟକ୍ତି ନିଜ ପସନ୍ଦର ବିବାହ କରିପାରିବେ। ଏନେଇ କେହି ତାଙ୍କୁ ବାଧା ଦେଇପାରିବେ ନାହିଁ। ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଣିକରାଓଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…
ମୁମ୍ବାଇ, ୧୭।୯ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମାଣିକରାଓ ଗାଭିତଙ୍କର ପରଲୋକ ଘଟିଛି। ମହାରାଷ୍ଟ୍ର ନାସିକର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ୧୯୮୦ରୁ ୨୦୧୪ ପର୍ଯ୍ୟନ୍ତ…
ଅମରାବତୀକୁ ରାଜଧାନୀ କରିବା ପ୍ରସଙ୍ଗ: ସୁପ୍ରିମ୍କୋର୍ଟରେ ଆନ୍ଧ୍ରପ୍ରଦେଶ ସରକାର…
ନୂଆଦିଲ୍ଲୀ, ୧୭।୯ : ଅମରାବତୀକୁ ରାଜଧାନୀ କରିବା ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମ୍କୋର୍ଟରେ ପହଞ୍ଚିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅମରାବତୀକୁ ରାଜ୍ୟର ଏକମାତ୍ର ରାଜଧାନୀ କରିବା ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇନଜୀବୀ…
ଡିଜିଟାଲୀକରଣ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ବିକାଶ ସମ୍ଭବ: ଜଷ୍ଟିସ ଚନ୍ଦ୍ରଚୂଡ଼…
ନୂଆଦିଲ୍ଲୀ, ୧୭।୯ : ନ୍ୟାୟିକ ପ୍ରକ୍ରିୟାରେ କାଗଜବିହୀନ କୋର୍ଟ ଆଇନଜୀବୀମାନଙ୍କ ପାଇଁ ସମୟ ବଞ୍ଚାଇବାର ମୂଲ୍ୟବାନ ଉପକରଣ ପାଲଟିବ। ଏହି କୋର୍ଟଗୁଡିକ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ ଭଲ। ଡିଜିଟାଲୀକରଣ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ବିକାଶ ସମ୍ଭବ ବୋଲି ଶନିବାର ଓଡିଶାର ୩୦…
କରୋନା ଆମକୁ ଆଧୁନିକ କରିଛି: ସିଜେଆଇ…
ନୂଆଦିଲ୍ଲୀ, ୧୭।୯ : ପ୍ରଧାନ ବିଚାରପତି ୟୁ ୟୁ ଲଲିତ ଶନିବାର ଓଡିଶାର ୩୦ ଟି ଜିଲ୍ଲାରେ କାଗଜବିହୀନ କୋର୍ଟର ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ କରୋନା ମହାମାରୀ ଆମକୁ ଅନେକ କିଛି ଶିକ୍ଷା…
ନଦୀକୁ ଖସିଲା ଯାତ୍ରୀବାହୀ ବସ, ୭ ମୃତ…
ରାଞ୍ଚି, ୧୭।୯ : ଝାଡଖଣ୍ଡର ହଜରିବାଗ ଜିଲାର ଟାଟିଜରିଆ ପୋଲିସ ଷ୍ଟେଶନ ଅନ୍ତର୍ଗତ ଥିବା ସଓ୍ବୋନେ ନଦୀ ବ୍ରିଜରୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି ଦୁର୍ଘଟଣାରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ୪୦ ରୁ ଅଧିକ…
ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପରିବହନ ନୀତି: ପ୍ରଧାନମନ୍ତ୍ରୀ …
ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତୀୟ ପରିବହନ ନୀତି (ନ୍ୟାଶନାଲ ଲଜିଷ୍ଟିକ ପଲିସି) ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଏକ ବିକଶିତ ଭାରତ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…
ଦଶହରା ରାଲି ନେଇ ମୁହାଁମୁହିଁ ସ୍ଥିତି, ବିବାଦରେ ରାଣେଙ୍କ ଏଣ୍ଟ୍ରି…
ମୁମ୍ବାଇ, ୧୭।୯ : ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ରାଲି ସମ୍ପର୍କରେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। କାହାକୁ ରାଲି ପାଇଁ ବିଏମସି ଏପର୍ଯ୍ୟନ୍ତ ନିଶ୍ଚିତ କରି…
ଅଡୁଆରେ ତେଜସ୍ବୀ, ଜାମିନ ଖାରଜ ପାଇଁ ଦାବି କଲା ସିବିଆଇ …
ପାଟନା, ୧୭।୯ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଇଆରସିଟିସି ସ୍କାମ ମାମଲାରେ ସିବିଆଇ ତାଙ୍କ ବିରୋଧରେ ରାଉସ ଆଭେନ୍ୟୁ କୋର୍ଟରେ ଆବେଦନ କରିଥିଲା। ଏହି ମାମଲାରେ ତାଙ୍କୁ ଦିଆଯାଇଥିବା ଜାମିନ ଖାରଜ କରିବାକୁ ସିବିଆଇ…
ଶିବାଜୀଙ୍କୁ ନେଇ ରାଜନୈତିକ ବିବାଦ, ଶିନ୍ଦେ କଲେ ଲୋକାର୍ପଣ-ଏନସିପି କ୍ଷୀରରେ କଲା ଶୁଦ୍ଧିକରଣ…
ମୁମ୍ବାଇ, ୧୭।୯ : ମହାରାଷ୍ଟ୍ରରେ ଶିବାଜୀଙ୍କୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଔରଙ୍ଗାବାଦରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି। ଏହାର ପ୍ରତିବାଦରେ ଏନସିପିର ଯୁବ ମୋର୍ଚ୍ଚା ନେତାମାନେ ଏହି ପ୍ରତିମୂର୍ତ୍ତିକୁ ଶୁଦ୍ଧିକରଣ କରି…
ସର୍ବାଧିକ ଫଲୋର୍ସରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ସ୍ଥାନରେ…
ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୨୬ ମେ ୨୦୧୪ରେ, ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପରେ ସେ ୨୦୧୯ ରେ ପୁନର୍ବାର ପ୍ରଧାନମନ୍ତ୍ରୀ…
୭୨୮୪୯ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲ ବାଘଙ୍କ ନାମରେ, ଖର୍ଚ୍ଚ ହେଉଛି ବାର୍ଷିକ ୩୪ ହଜାର ଲକ୍ଷ ଟଙ୍କା…
ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନାମ୍ବିଆର ଆଠଟି ଚିତା ଭାରତରେ ପହଞ୍ଚିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛାଡ଼ିଛନ୍ତି। ବର୍ତ୍ତମାନ ଭାରତର ବିଲେଇ ପରିବାରରେ ଏକ ନୂତନ ସଦସ୍ୟ ଚିତା ଯୋଗ କରାଯାଇଛି।…
Archives


