ଜାତୀୟ

ଗୁଜରାଟ ପାକିସ୍ତାନ ନୁହେଁ…

ମୁମ୍ବାଇ, ୧୭।୯ : ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏନସିପି ଏବଂ ଶିବସେନାକୁ ଟାର୍ଗେଟ କରି…

ପ୍ରଥମ ଥର ପାଇଁ ମହିଳା ପାଇଲଟ ଚଳାଇବେ ଚିନୁକ ହେଲିକପ୍ଟର…

ନୂଆଦିଲ୍ଲୀ, ୧୭।୯ : ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରକୁ ଦୁଇଜଣ ମହିଳା ପାଇଲଟ ପ୍ରଥମ ଥର ପାଇଁ ଉଡାଇବାର ଦେଖିବାକୁ ମିଳିବ। ଏହା ପ୍ରଥମ ଥର ପାଇଁ ବାୟୁସେନା ଦୁଇ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କୁ ଏହାର ଫ୍ରଣ୍ଟଲାଇନ ଚିନୁକ ହେଲିକପ୍ଟର…

ଆମ ସିଂହ ଭାରତ ଯୋଡ ଯାତ୍ରାରେ, ତେଣୁ ଭାଜପା ଆଣିଛି ବିଦେଶୀ ଚିତା…

ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆଣାଯାଇଥିବା ଚିତାକୁ ଛାଡ଼ିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଦୁର୍ଭାଗ୍ୟଜନକ ଯେ ଆମେ ୧୯୫୨ ମସିହାରେ ଦେଶରୁ ଚିତା ବିଲୁପ୍ତ ହୋଇଥିବାର ଘୋଷଣା କରିଥିଲୁ,…

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି, ଟିଆରଏସ ନେତା ସାମ୍ନାରେ ଠିଆ କରିଦେଲେ କାର

ହାଇଦ୍ରାବାଦ,୧୭ ।୯: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ସାମ୍ନାକୁ ଆସିଛି । ତେଲେଙ୍ଗାନା ମୁକ୍ତ ଦିବସ ଅବସରରେ ହାଇଦ୍ରାବାଦ ପହଞ୍ଚିଥିବା ଅମିତ ଶାହଙ୍କ ଗାଡି ସାମ୍ନାରେ ଟିଆରଏସ ନେତାଙ୍କ କାର ଆସିବା ଘଟଣାକୁ ନେଇ ଟଣାଭିଡା ଆରମ୍ଭ…

ଧାର୍ମିକ ମୌଳବାଦ ଦେଶରେ ଚରମ ସୀମାରେ, ସ୍ଥିତି ବିପଜ୍ଜନକ: କେସିଆର୍‌…

ହାଇଦ୍ରାବାଦ,୧୭।୯ : ଶନିବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଅଭିଯୋଗ କରିଛନ୍ତି ଯେ ଦେଶରେ ତଥା ତେଲେଙ୍ଗାନାରେ ସାମ୍ପ୍ରଦାୟିକ ଗୋଷ୍ଠୀ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଘୃଣା ବିସ୍ତାର କରୁଛନ୍ତି। ତେଲେଙ୍ଗାନା ରାଷ୍ଟ୍ରୀୟ ଏକତା…

ଚିତାସହ ଫଟୋ ଶେୟାର କଲେ କଂଗ୍ରେସ ନେତା, କହିଲେ ଧ୍ୟାନ ହଟାଇବାକୁ ତମାସା କରୁଛନ୍ତି ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଅର୍ଥାତ୍ ୧୭ ସେପ୍ଟେମ୍ବରରେ ଦେଶକୁ ଏକ ବଡ ଉପହାର ଦେଇଛନ୍ତି । ମୋଦି ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବିୟାରୁ ଆସିଥିବା ଚିତାଙ୍କୁ ଶନିବାର ଛାଡି ଦେଇଛନ୍ତି । ମୋଦି…

ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ ଜାପାନ ସମ୍ରାଟ୍‌

ଟୋକିଓ,୧୭।୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସୋମବାର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ନିମନ୍ତ୍ରଣ ରକ୍ଷା ସହ ବ୍ରିଟେନ୍‌ ରାଜପରିବାରକୁ ସମ୍ମାନ ଜଣାଇ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଜାପାନ ସମ୍ରାଟ୍‌(ରାଜା) ନାରୁହିଟୋ ଏବଂ ତାଙ୍କ ସହଧର୍ମିଣୀ (ରାଣୀ) ମାସାକୋ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୬ ହଜାର ଉପରେ ରହିଛି। କେରଳରେ…

ଏଏପି ବିଧାୟକ ଅମାନତୁଲ୍ଲାଙ୍କ ବ୍ୟବସାୟିକ ସହଯୋଗୀ ଗିରଫ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ ଶାଖା(ଏସିବି) ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଶୁକ୍ରବାର ଗିରଫ କରିଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ ଅମାନତୁଲ୍ଲାଙ୍କ ନିକଟତର ବ୍ୟବସାୟିକ ସହଯୋଗୀ ହାମିଦଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ହାମିଦଙ୍କୁ…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ରାହୁଲ-ଶାହା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୨ବର୍ଷରେ ପଦାର୍ପଣ କରିଛନ୍ତି। ମୋଦି ନିଜ ଜନ୍ମଦିନ ଅବସରରେ ଦେଶବାସୀଙ୍କୁ ଚିତା ବାଘ ଉପହାର ଭେଟି ଦେଇଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ଭାଜପା ପକ୍ଷରୁ ଅନେକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।…

‘ଦେଶ ପାଇଁ ଐତିହାସିକ ଦିନ’

ନୂଆଦିଲ୍ଲୀ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିବା ୮ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ନ୍ୟାଶନାଲ ପାର୍କରେ ଛାଡିଛନ୍ତି। ୮ ଚିତା ଆସିବା ଦେଶ ପାଇଁ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଥସହ ଚିତା ଦେଇଥିବାରୁ…

କୁନୋ ନ୍ୟାଶନାଲ ପାର୍କରେ ଚିତାଙ୍କୁ ଛାଡିଲେ ମୋଦି

ଭୋପାଳ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୮ ଚିତା ଶନିବାର କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସ୍ବାଗତ କରି ପାର୍କରେ ଛାଡିଛନ୍ତି। ଏପରିକି ମୋଦି ଚିତାଙ୍କ ଫଟୋ ଉଠାଇଥିଲେ। ନାମିବିୟାରୁ ସ୍ବତନ୍ତ୍ର ବିମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri