Posted inଜାତୀୟ

ବସ୍‌-ଟ୍ରଲର ଧକ୍କା: ଶିଶୁ ସମେତ ଚାଲିଗଲା ୬ ଜଣଙ୍କ ଜୀବନ

ଭଡୋଦରା,୧୮।୧୦: ଗୁଜୁରାଟର ଭଡୋଦରା ସହର ଉପକଣ୍ଠରେ ଥିବା ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଟ୍ରଲର ସହ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଜି ସକାଳେ ବସ୍‌ଟି ରାଜସ୍ଥାନରୁ ସୁରଟ ଅଭିମୁଖେ ଯାଉଥିଲା। ରାଜପଥରେ ଥିବା ଏକ ବ୍ରିଜ୍‌ ଉପରେ ଅତିକ୍ରମ କରୁଥିବା ସମୟରେ ପଛରୁ ଆସୁଥିବା ଟ୍ରେଲରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା ଏବଂ ଚାରି ଜଣ ପୁରୁଷ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପଟେ, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏସ୍‌ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍‌ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)...

୨୫ ବର୍ଷ ପରେ ଜମି କ୍ଷତିପୂରଣ ମିଳିଲା ୧୦୦ କୋଟି

ନୋଏଡା,୮।୫: ଛଅ ସପ୍ତାହ ମଧ୍ୟରେ ଜଣେ ଜମି ମାଲିକଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନୋଏଡା ପ୍ରାଧିକରଣକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ...

ଭାଜପା ମହାସଚିବ ବିଏଲ ସନ୍ତୋଷଙ୍କୁ ସମନ ଜାରି କଲା ତେଲେଙ୍ଗାନା ଏସଆଇଟି

ହାଇଦ୍ରାବାଦ,୧୯ ।୧୧: ତେଲେଙ୍ଗାନାରେ ବିଧାୟକଙ୍କ ଘୋଡା ବେପାର ମାମଲା ବେଳକୁ ବେଳ ବଢିବାରେ ଲାଗିଛି । ଏହି ଘଟଣାର ଯାଞ୍ଚ ପାଇଁ ଡିଜିପି ତେଲେଙ୍ଗାନା ଏସଆଇଟିର...

୧୧ ବଳାତ୍କାରୀଙ୍କୁ ଛାଡ଼ିଦେଲା ଗୁଜରାଟ

ଅହମଦାବାଦ/ନୂଆଦିଲ୍ଲୀ,୧୭ା୮: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଆଜୀବନ...

୩ ମାସ ପରେ ଜେଲ୍‌ରୁ ମୁକୁଳିଲେ ସଞ୍ଜୟ

ମୁମ୍ବାଇ,୯।୧୧: ପାତ୍ରା ଚୌଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବୁଧବାର ୩ ମାସ୍‌ ପରେ ଜେଲରୁ...

ମୋଦି ଦେଶର ସବୁଠାରୁ ବଡ ବ୍ୟକ୍ତି: ଆଜମ ଖାନ୍‌

ନୂଆଦିଲ୍ଲୀ,୧୮।୯: ଗତ ସପ୍ତାହରେ ଆୟକର ବିଭାଗ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ରାମପୁର ବାସଭବନ ସମେତ ଅନେକ...

ବନ୍ୟାରେ ଭାସିଗଲେ ଦୁଇ ଯବାନ

ନୂଆଦିଲ୍ଲୀ,୯।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ଏକ ଉଫନାତିି ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ସେମାନେ ମଧ୍ୟରୁ ଜଣେ ହେଲେ ନାଏବ...

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬...

Advertisement
Archives

Model This Week