Posted inଜାତୀୟ

ରାଷ୍ଟ୍ରପତି ହେବା ଲାଗି ଆବେଦନ

ନୂଆଦିଲ୍ଲୀ,୨୨ା୧୦: ଭାରତର ରାଷ୍ଟ୍ରପତି ନିଯୁକ୍ତ ହେବା ଲାଗି କିଶୋର ଜଗନ୍ନାଥ ସାଓ୍ବନ୍ତ ନାମକ ବ୍ୟକ୍ତିଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଭବିଷ୍ୟତରେ ତାଙ୍କର ଏଭଳି ପିଟିଶନକୁ ଶୁଣାଣି ପାଇଁ ଗ୍ରହଣ ନ କରିବାକୁ ଅଦାଲତ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ସାଓ୍ବନ୍ତଙ୍କ ଆବେଦନ ମୂଲ୍ୟହୀନ ଓ ଏହା ଅଦାଲତଙ୍କ ସମୟ ବରବାଦ କରୁଥିବା ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି। ଏଭଳି ପିଟିଶନ ଅପମାନଜନକ ବୋଲି ଅଦାଲତ ମତ ଦେଇଛନ୍ତି। ସାଓ୍ବନ୍ତ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ତାଙ୍କୁ ନିକଟରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ଅନୁମତି ଦିଆଯାଇ ନ ଥିବା ଅଭିଯୋଗ କରିଥିଲେ। ସେ ଜଣେ ପରିବେଶବିତ୍‌ ବୋଲି ଦାବି କରିବା ସହ ସବୁ ଖରାପ ସ୍ଥିତିରେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକ୍ତି ପାଇଁ ୩ ମାସିଆ ଯୋଜନା ଦରକାର: ମମତା

କୋଲକାତା,୧୩ା୫: ଦେଶରେ କୋଭିଡ୍‌-୧୯ ସଙ୍କଟରୁ ଖୁବ୍‌ଶୀଘ୍ର ମୁକ୍ତି ମିଳି ନ ପାରେ। ଏଥିଲାଗି ତିନିମାସିଆ ଯୋଜନା ଦରକାର ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଜୀବନ-ମୃତ୍ୟୁର ୩୨ କାହାଣୀ, କରୋନା ଯୋଦ୍ଧାଙ୍କ ଉପରେ ପୁସ୍ତକ…

ନୂଆଦିଲ୍ଲୀ, ୨୩।୭ : ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କରୋନା ସଙ୍କଟ ସମୟରେ ଦେଶର ଲୋକଙ୍କୁ ସେବା କରୁଥିବା ତଥା ଜୀବନ...

ସମଲିଙ୍ଗୀ ବିବାହ କେବଳ ସହରୀ ଧାରଣା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୪: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶୁଣାଣି କ୍ରମାଗତ ଦ୍ୱିତୀୟ ଦିନ ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦେବା ଆବେଦନରେ ସୁପ୍ରିମକୋର୍ଟ କହିଛନ୍ତି,...

‘ଭାରତୀୟ ସେନା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି’

ଇଟାନଗର,୨୦।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଲଗାତାର ଆଲୋଚନା ହେଉଛି। ଏହି ସମୟରେ, ତୱାଙ୍ଗ...

ନଏଡାରେ ଆରମ୍ଭ ହେଲା ଫିଙ୍କ୍‌ ଟଏଲେଟ

ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ...

ନ୍ୟାୟ ପ୍ରଦାନ ସମୟ-ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୨୦।୮ : ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ସଶସ୍ତ୍ର ବାହିନୀକୁ ଠିକ...

ସରକାରୀ ସ୍କୁଲରେ ୫୦ରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇ ପାରିବେନି

ଜଇପୁର,୧୯।୧୦: ରାଜସ୍ଥାନର ସରକାରୀ ବାଳିକା ବିଦ୍ୟାଳୟରେ ଏଣିକି ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ। ଶୁକ୍ରବାର ଶିକ୍ଷାମନ୍ତ୍ରୀ...

ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍‌ଏଫ୍‌ ଜବତ କରିଛି।...

Advertisement
Archives

Model This Week