Posted inଜାତୀୟ

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତ

ନୂଆଦିଲ୍ଲୀ,୨୨ା୧୦: ଅରୁଣାଚଳପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଭାରତୀୟ ସେନାର ଲଢ଼ୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌) ନିର୍ମିତ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଶୁକ୍ରବାର ସକାଳେ ଲିକାବାଲି ସହରରୁ ୫ ଜଣଙ୍କୁ ନେଇ ଉଡ଼ାଣ କରିବାର କିଛି ସମୟ ପରେ ଏକ ଦୁର୍ଗମ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚତ୍ ସମସ୍ତ ୫ ଜଣଙ୍କ ମୃତଦେହ ଠାବ କରିଛି। ଦୁର୍ଘଟଣାସ୍ଥଳକୁ ଯିବା ଲାଗି ରାସ୍ତା ନ ଥିବାରୁ ଉଦ୍ଧାରକାରୀ ଟିମ୍‌ ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚତ୍ଥିଲେ। ମୃତକଙ୍କ ପରିବାର ସଦସ୍ୟଙ୍କୁ ଦୁର୍ଘଟଣା ସମ୍ପର୍କରେ ଜଣାଇବା ପରେ ସେନା ସେମାନଙ୍କ ପରିଚୟ ସାଧାରଣରେ ପ୍ରକାଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ...

ହରତାଳରେ ହିଂସାକାଣ୍ଡ: ବସ୍‌ କାଚ ଭଙ୍ଗାରୁଜା, ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୩।୯: ରାଷ୍ଟ୍ରୀୟ ଏଜେନ୍ସି ଏନ୍‌ଆଇଏ ଏବଂ ଇଡି ଚଢ଼ାଉ ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ ଗୁରୁବାର ସାରା କେରଳରେ ବିକ୍ଷୋଭ ପ୍ରଦର୍ଶନ...

ଶାହିନବାଗ ପରେ ଆଉ ୨ ସ୍ଥାନରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ...

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ...

ମୋଦି ସରକାରଙ୍କୁ ବଡ଼ ଝଟ୍‌କା: କୃଷି ଆଇନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। କେନ୍ଦ୍ର ସରକାରଙ୍କୁ କୃଷି ଆଇନ ଉପରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ରୋକ ଲଗାଯାଇଛି। ଏହା...

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ହିଜ୍‌ବୁଲ କମାଣ୍ଡର ଗିରଫ

ଶ୍ରୀନଗର, ୨୨ା୨(ପି.ଟି.): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ କୁଲଗାମ୍‌ ନିବାସୀ ନଭିଦ୍‌...

ସ୍ବର ବଦଳାଇଲେ ସିଦ୍ଧୁ: ଇସ୍ତଫା ପରେ ମାନଙ୍କୁ କଲେ ପ୍ରଶଂସା

ଚଣ୍ଡିଗଡ଼,୧୭।୩: ପ୍ରଥମ ଥର ପାଇଁ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିଛି। ବୁଧବାର ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ମୋଦି ସରକାରଙ୍କୁ ପୂରଣ ହେଲା ୯ ବର୍ଷ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର...

Advertisement
Archives

Model This Week