Advertisement
Posted inଜାତୀୟ

ମଧ୍ୟପ୍ରଦେଶରେ ଭୂକମ୍ପ ଝଟ୍‌କା

ଭୋପାଳ,୧।୧୧: ମଧ୍ୟପ୍ରଦେଶର ଜବଲପୁରରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୮.୪୭ରେ ହୋଇଥିବା ଏହି ଭୂକମ୍ପ ସାମାନ୍ୟ ଥିଲା ଏବଂ ଏଥିରେ ଜୀବନ ହାନି କିମ୍ବା କୌଣସି ଆହତ ହେବାର ମିଳିନାହିଁ। ଭୂକମ୍ପରେ କମ୍ପନ ଖବର ପାଇବା ପରେ ପ୍ରଶାସନ ମଧ୍ୟ ସତର୍କ ହୋଇଯାଇଥିଲା।
ସୂଚନାନୁସାରେ, ଜବଲପୁରଠାରୁ ୩୫ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୩ ମାପ କରାଯାଇଥିଲା। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଡିଣ୍ଡୋରି, ମଣ୍ଡେଲା, ଜବଲପୁର, ବାଲାଘାଟ, ଅନୁପପୁର, ଉମାରିଆରେ ଏସଡିଆରଏଫ୍‌କୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଛାଶକ୍ତି ଆଗରେ ହାର୍‌ ମାନିଛି ଦିବ୍ୟାଙ୍ଗତା: ୨ ହାତ ନ ଥାଇ ଶିକ୍ଷକତା ନିଶା

ଭୋପାଳ,୪।୯: ଇଛାଶକ୍ତି ଆଗରେ ସମସ୍ତ ବାଧା ଦୂର ହୋଇଯାଇଥାଏ। ଏଭଳି ଏକ ଉଦାହରଣ ପାଲଟିଛନ୍ତି ମଧ୍ୟପ୍ରଦେଶର ଜଣେ ପ୍ରାଥମିକ ଶିକ୍ଷକ ରାକେଶ ପନ୍ଦ୍ରେ। ପିଲାଦିନେ ଏକ...

ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ

ଶିମ୍‌ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର,...

ବୀରପ୍ପାନଙ୍କ ଝିଅ ଭାଜପାରେ ଯୋଗଦେଲେ

ଚେନ୍ନାଇ,୨୪।୨: ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଭାଜପାରେ ଯୋଗଦେଇଛନ୍ତି। ତାମିଲନାଡୁର କୃଷ୍ଣାଗିରିଠାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଜପା ମହାସଚିବ ମୂରଲୀଧର ରାଓ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ...

ମେ’ ୨୨ରୁ ଗୋଟିଏ ହେବ ଦିଲ୍ଲୀର ୩ ନଗର ନିଗମ, ଅଧିସୂଚନା ଜାରି

ନୂଆଦିଲ୍ଲୀ,୧୯ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ଅଧିସୂଚନା ଅନୁସାରେ, ଦିଲ୍ଲୀ ନଗର ନିଗମ(ସଂଶୋଧନ) ଅଧିନିୟମ, ୨୦୨୨ ଲାଗୁ ହେବା ସହ ଦିଲ୍ଲୀର ୩ ନଗର...

କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ

ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍‌ଏସ୍‌): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ...

ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ

ନୂଆଦିଲ୍ଲୀ,୩।୬: ଖୁବ୍‌ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍‌ସିଡି ଦରରେ...

ସରକାରୀ ବାବୁ ଗରିବଙ୍କ ପାଖରେ ପହଞ୍ଚନ୍ତୁ, କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୬: ସରକାରୀ ବାବୁମାନେ କେବଳ ବନ୍ଦ କୋଠରୀରେ ନ ବସି ଗରିବଙ୍କ ପାଖରେ ପହଞ୍ଚି ସେମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର...

ଝାଡ଼ଖଣ୍ଡ ମୁଖ୍ୟ ସଚିବ, ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ, ୩୧।୭: ଝାଡ଼ଖଣ୍ଡ ଧାନବାଦ ଜିଲାର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିଜ...

Advertisement
Archives

Model This Week