Advertisement
Posted inଜାତୀୟ

ଏମ୍ସରେ ଆରମ୍ଭ ହେଲା ମାଗଣା ଓପିଡି ପଞ୍ଜିକରଣ ସେବା

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇସେନ୍ସ(ଏମ୍ସ) ହସ୍ପିଟାଲକୁ ସାରା ଦେଶରୁ ହଜାର ହଜାର ରୋଗୀ ଚିକିତ୍ସା କରାଇବାକୁ ଆସିଥାନ୍ତି। ଏଭଳି କିଛି ରୋଗ ନାହିଁ ଯାହା ଏଠାରେ ଚିକିତ୍ସା କରାଯାଏ ନାହିଁ। ତେବେ ରୋଗୀଙ୍କୁ ସୁବିଧା ଓ ସୁଲଭ ଯୋଗାଇଦେବା ପାଇଁ ଏମ୍ସ ପକ୍ଷରୁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୧ରୁ ତଥା ମଙ୍ଗଳବାରରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ମାଗଣା ଓପିଡି ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏଣିକି ଓପିଡିର ପଞ୍ଜିକରଣ ପାଇଁ ଆଉ ଶୁଳ୍ପ ଦେବାକୁ ପଡ଼ିବନି। ବର୍ତ୍ତମାନ ଏମ୍ସରେ କୌଣସି ରୋଗୀଙ୍କ ପାଇଁ ୩୦୦ ପର୍ଯ୍ୟନ୍ତ ଚିକିତ୍ସା ମାଗଣା ହେବ। ପୂର୍ବରୁ ଓପିଡିରେ ପଞ୍ଜିକରଣ ପାଇଁ ୧୦ଟଙ୍କା ଦେବାକୁ ପଡ଼ୁଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଅନେକ ରୋଗୀ ଏବେ ଲାଭବାନ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗ୍‌ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ...

ଭାରତୀୟ ସେନା ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ…

ଲଦାଖ,୨।୧୦: ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଭାରତୀୟ ସେବା ମୁଖ୍ୟ ଏମ୍‌.ଏମ୍‌. ନରାଓ୍ବଣେ କହିଛନ୍ତି ଯେ, ଚାଇନା ସୀମାରେ ନିର୍ମାଣ...

ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ…

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ...

ପ୍ରେମିକାଙ୍କ ଜିଦ୍‌ ପୂରଣ ପାଇଁ ଦୋକାନ ଭାଙ୍ଗି ଚକୋଲେଟ୍‌ ଚୋରି କଲେ ପ୍ରେମିକ, ଆଉ ତା’ ପରେ…

ଜୟପୁର,୬।୩: ରାଜସ୍ଥାନର ଉଦୟପୁର ଜିଲା ଚିତ୍ରକୂଟନଗରର ଏକ ଦୋକାନରୁ ଅଜବ ଧରଣର ଚୋରି ହୋଇଛି। ଉକ୍ତ ଦୋକାନରେ ଏତେ ସବୁ ସାମଗ୍ରୀ ଥିଲେ ସୁଦ୍ଧା ଜଣେ...

କଳ୍ପନାଜଳ୍ପନାର ଅନ୍ତ: ନୂଆ ଇନିଂସ ବିଷୟରେ ଘୋଷଣା କଲେ ଗାଙ୍ଗୁଲି

କୋଲକତା,୧।୬: ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଏକ ଟୁଇଟ ଯୋଗେ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି...

‘ରାଜ୍ୟରେ ପୋଲିସ ବି ସୁରକ୍ଷିତ ନୁହନ୍ତି’

ଗୁରୁଗ୍ରାମ,୨୦ା୭: ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କ ଉପରେ ଖଣି ମାଫିଆମାନେ ଡମ୍ପର ମଡ଼ାଇ ହତ୍ୟା କରିବା ଘଟଣାରେ ହରିୟାଣାର ଭାଜପା ସରକାରଙ୍କୁ ବିରୋଧୀ ଘେରିଛନ୍ତି। ରାଜ୍ୟରେ...

ମନ୍ତ୍ରୀଙ୍କୁ ସ୍କୁଟିରେ ବସାଇ କାର୍ଯ୍ୟାଳୟରେ ଛାଡିଲେ ସ୍ମୃତି ଇରାନୀ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୩।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ତାଙ୍କ ସହକର୍ମୀ ତଥା ମନ୍ତ୍ରୀ ଭାରତୀ ପାୱାରଙ୍କୁ ସ୍କୁଟିରେ ବସାଇ ତାଙ୍କ କାର୍ଯ୍ୟାଳୟରେ ଛାଡିଛନ୍ତି। ସେ ଏହାର...

Advertisement
Archives

Model This Week