ଜାତୀୟ

ସଞ୍ଜୟ ରାଉତଙ୍କୁ ଆଶ୍ୱସ୍ତି ନାହିଁ

ମୁମ୍ବାଇ,୧୦।୧୦: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଝଟ୍‌କା ମିଳିଛି। ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହି ଦିନ ତାଙ୍କ ଜାମିନ ଆବେଦନ ମଧ୍ୟ ଶୁଣାଣି ହେବ।…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଏଏପି ନେତା

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ନେଇ ଫସିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲୀୟା। ନ୍ୟାଶନାଲ କମିଶନ ଫର୍‌ ୱମେନ (ଏନ୍‌ସିଡବ୍ଲ୍ୟୁ) ଅକ୍ଟୋବର ୧୩ରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ଦେଇଛନ୍ତି।…

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୧୦ : ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଆବେଦନକାରୀ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୟ କିଶାନ…

ଗେହଲଟ ସମର୍ଥକ ୩ ନେତାଙ୍କୁ ଚେତାବନୀ, ୪୮ ଘଣ୍ଟାରେ ଜବାବ ନଦେଲେ କାର୍ଯ୍ୟାନୁଷ୍ଠାନ…

ଜୟପୁର,୧୦।୧୦ : କଂଗ୍ରେସ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ତିନି ନେତାଙ୍କୁ ୪୮ ଘଣ୍ଟାର ଚେତାବନୀ ଦେଇଛି ଏବଂ ତୁରନ୍ତ ଏହାର ଜବାବ ଦେବାକୁ କହିଛି। ଯଦି ସେମାନେ ସେମାନଙ୍କର ଉତ୍ତର ଦାଖଲ ନ କରନ୍ତି ତେବେ ଦଳର ଶୃଙ୍ଖଳା…

ପରଦାରେ ମୁଲାୟମଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ରାଜନୀତିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଗୋଟିଏ ପଟେ ରାଜନେତାଙ୍କଠାରୁ ଆରମ୍ଭକରି ସିନେ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି, ଅନ୍ୟପଟେ ସାଧାରଣ ଲୋକମାନେ ତାଙ୍କ ଜୀବନ ବିଷୟରେ ଜାଣିବାକୁ…

କ୍ରିମିୟା ବିଜ୍‌ ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କଲା ରୁଷିଆ, କହିଲା ଏହା ଆତଙ୍କବାଦୀ କାର୍ଯ୍ୟ…

ମସ୍କୋ,୧୦।୧୦ : ରୁଷିଆ-କ୍ରିମିୟାକୁ ସଂଯୋଗ କରୁଥିବା କର୍ଚ ରେଳ-ରୋଡ ବ୍ରିଜ ବିସ୍ଫୋରଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନୁସନ୍ଧାନକାରୀ ଦଳଙ୍କ ସହ ଏକ ବୈଠକ କରିଛନ୍ତି। ପୁଟିନ ଏହି ଆକ୍ରମଣର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଆଲେକ୍ସଜାଣ୍ଡାର୍‌…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ପୁଣି ଜଣେ ଗିରଫ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଉ ଜଣଙ୍କୁ ଗିରଫ କରିଛି। ଅଭିଷେକ ବୋଇନପାଲିଙ୍କୁ ସିବିଆଇ ଗିରଫ କରିଛି। ଅଭିଷେକଙ୍କୁ କୋର୍ଟରେ ହାଜର କରାଯିବ। ସିବିଆଇ ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦକ୍ଷିଣ ଭାରତର…

ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥିଲେ ବି ଶେଷରେ ହୋଇଥିଲେ ନିରାଶ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ ବହୁ ସଂଘର୍ଷ ଦେଇଗତି କରିଥିଲା। ୧୯୯୬ ରେ, ମୁଲାୟମ ସିଂ ଯାଦବ ମେନପୁରୀ ଆସନରୁ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ କେନ୍ଦ୍ରରେ ୟୁନାଇଟେଡ ଫ୍ରଣ୍ଟ ସରକାର ଗଠନ ହୋଇଥିଲା।…

୨୫ ବର୍ଷରେ ୬ ଥର ଦଳ ବଦଳ ପରେ ନିଜର ପାର୍ଟି ଗଠନ କରିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବ ନିଜ ରାଜନୈତିକ ଜୀବନରେ ୨୫ ବର୍ଷରେ ୬ ଥର ଦଳ ବଦଳ କରିବପରେ ନିଜର ପାର୍ଟି ଗଠନ କରିଥିଲେ। ୧୯୬୭ ମସିହାରେ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ଟିକେଟରେ ମୁଲାୟମ ସିଂ ଯାଦବ ପ୍ରଥମ ଥର…

ପହିଲମାନ୍‌ ହେବାକୁ ଆସି ରାଜନେତା ପାଲଟିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ଦେଶର ବଡ ରାଜନୈତିକ ପରିବାର ଆରମ୍ଭ କରିଥିବା ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ ରେ ଏଟାୱା ଜିଲାର ସୈଫାଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଏଟାୱା, ଫତେହାବାଦ ଏବଂ ଆଗ୍ରାଠାରେ ହୋଇଥିଲା। ଅଧ୍ୟୟନ ସମାପ୍ତ କରିବା…

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ) ୫ ନେଟୱାର୍କ ଉପଲବ୍ଧ କରାଯାଇଛି। ଏହି ରୋଲ ଆଉଟ ସହିତ ୫ ଜି ନାମରେ…

ଉତ୍ତରପ୍ରଦେଶରେ ତିନିଦିନିଆ ଶୋକ…

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri