ସୈଫଇରେ ହେବ ମୁଲାୟମଙ୍କ ଅନ୍ତିମ ସଂସ୍କାର, ଯୋଗଦେବେ ଲୋକସଭା ସ୍ପିକରଙ୍କ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୧୧ ।୧୦: ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ଅପରାହ୍ନ ୩ଟାରେ କରାଯିବ । ଏବେ ତାଙ୍କ ପାର୍ଥିବ ଶରୀରକୁ ସୈଫଇ ବାସଭବନରେ ରଖାଯାଇଛି । ସକାଳ ୧୦ଟାରୁ…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଡ୍ଭାଇଜରି ଜାରି କଲା ଭାରତ
ନୂଆଦିଲ୍ଲୀ,୧୦।୧୦: ଜରୁରୀ ଆବଶ୍ୟକତା ନ ଥିଲେ କୌଣସି ବ୍ୟକ୍ତି ୟୁକ୍ରେନ ଯାଆନ୍ତୁ ନାହିଁ ବୋଲି ସୋମବାର ଭାରତ ପକ୍ଷରୁ ଏକ ଆଡ୍ଭାଇଜରି ଜାରି କରାଯାଇଛି। ଅନ୍ୟପଟେ ୟୁକ୍ରେନରେ ଥିବା ଭାରତୀୟମାନେ ସ୍ଥାନୀୟ ପ୍ରଶାସନର ସେଫ୍ଟି ସିକ୍ୟୁରିଟି ଗାଇଡ୍ ଲାଇନ୍ ମାନି ଚଳିବା…
ବିରୋଧୀଙ୍କୁ ଏକତ୍ରିତ ହେବାକୁ ଲାଲୁଙ୍କ ଆହ୍ବାନ
ନୂଆଦିଲ୍ଲୀ,୧୦ା୧୦: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ସୋମବାର ପୁଣିଥରେ ପୁରୁଣା ‘ମଣ୍ଡଳ ବନାମ କମଣ୍ଡଳ’ ବିତର୍କ ଉଠାଇବାକୁ ଆହ୍ବାନ ଦେଇଛନ୍ତି। ଭାଜପା ସମାଜରେ ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ାଇ ଦୁର୍ବଳ ବର୍ଗର ଲୋକଙ୍କ ବିରୋଧରେ ଯାଉଛି। ଏହି…
ବାଣ ଉପରୁ ପ୍ରତିବନ୍ଧକ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୦।୧୦: ଦିଲ୍ଲୀରେ ବାଣ ଉପରେ ଲାଗୁ ପ୍ରତିବନ୍ଧକ ହଟାଇବାକୁ ସୋମବାର ସୁପ୍ରମିକୋର୍ଟ ମନା କରିଛନ୍ତି। ଏନ୍ସିଆର୍ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ବାଣ ଉପରେ କଟକଣା ଲଗାଯାଇଛି। ପାର୍ବଣ ସମୟରେ ଦିଲ୍ଳୀରେ ବାଣ କିଣାବିକାର ଅନୁମତି ପ୍ରଦାନ…
ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଭୋଗୁଥିଲେ ଜେଲ୍ଦଣ୍ଡ: ଜେଲ୍ରେ ଚାଲିଗଲା ଜୀବନ
କର୍ନଲ,୧୦।୧୦: ହରିୟାଣାର କର୍ନଲ ଜିଲାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହାଜତରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ କରନ ବିହାର ଅଞ୍ଚଳର ବିକାଶ (୩୨)ଙ୍କୁ ପୋଲିସ ଗିରଫ କରିଥିଲା। ୨ ମାସ ପୂର୍ବରୁ କରନ କୋର୍ଟରେ…
ଘୃଣା ମନ୍ତବ୍ୟ ବିରୋଧରେ ମାମଲା
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ଭିଏଚ୍ପିର ଏକ କାର୍ଯ୍ୟକ୍ରମରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସ ଆୟୋଜକଙ୍କ ବିରୋଧରେ ଏତଲା ଦାଏର କରିଛି। ପୋଲିସର ବିନା ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଆଇପିସିର ଧାରା ୧୮୮ରେ ମାମଲା ରୁଜୁ ହୋଇଥିବା ଡିସିପି ଆର୍. ସାଥିଆସୁନ୍ଦରମ୍ କହିଛନ୍ତି।…
ମଶାଲ ଚିହ୍ନରେ ସନ୍ତୁଷ୍ଟ ଉଦ୍ଧବ ଗୋଷ୍ଠୀ: କହିଲେ, ଏହା ଏକ ବଡ଼ ବଜୟ
ନୂଆଦିଲ୍ଲୀ,୧୦।୧୦: ମହାରାଷ୍ଟ୍ରରେ ରାଜନୀତିରେ ନିର୍ବାଚନୀ ଚିହ୍ନକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଶିବସେନାର ଉଦ୍ଧବ ଠାକ୍ରେଙ୍କୁ ନିର୍ବାଚନ କମିଶନ(ଇସି) ସୋମବାର ‘ମଶାଲ’ ଚିହ୍ନ ପ୍ରଦାନ କରିଛନ୍ତି। ତ୍ରିଶୂଳ ଚିହ୍ନ ସହ ଧର୍ମୀୟ ସଂଯୋଗ ଥିବାରୁ ଏବଂ ଉଦିତ ସୂର୍ଯ୍ୟ ଡିଏମ୍କେର ଚିହ୍ନ…
କୋଲକାତାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା, ବୁଧବାର ଯାଏ କର୍ଫ୍ୟୁ ଜାରି
କୋଲକାତା,୧୦।୧୦: ଦକ୍ଷିଣ କୋଲକାତାର ମୋମିନପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ବହୁ ଲୋକ ଆହତ ହୋଇଛନ୍ତି। କେତେକ ଘର ଏବଂ ଗାଡ଼ି ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୩୦ ଜଣଙ୍କୁ ପୋଲିସ ଅଟକ ରଖି ଅଧୀକ…
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଉଦ୍ଧବ ଗୋଷ୍ଠୀ
ନୂଆଦିଲ୍ଲୀ,୧୦।୧୦: ଶିବସେନାର ନାମ ଓ ପ୍ରତୀକ ଉପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଠାକରେଙ୍କ ଗୋଷ୍ଠୀ ଦାବି କରିଛନ୍ତି। ଅକ୍ଟୋବର ୮ରେ ନିର୍ବାଚନ ଆୟୋଗ ଶିବସେନାର…
ପୈତୃକ ଗ୍ରାମରେ ପହଞ୍ଚିଲା ମୁଲାୟମଙ୍କ ପାର୍ଥିବ ଶରୀର: ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍ପି)ର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କ ସୋମବାର ସକାଳେ ପରଲୋକ ଘଟିଛି। ଅପରାହ୍ନରେ ତାଙ୍କର ପାର୍ଥିବ ଶରୀର ପୈତୃକ ଗ୍ରାମ ଉତ୍ତରପ୍ରଦେଶର ସୈଫଇରେ ପହଞ୍ଚିଛି। ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ହଜାର…
‘ଜଣେ ବ୍ୟକ୍ତି କଶ୍ମୀର ସମସ୍ୟାର ସମାଧାନ କରିପାରିଲେ ନାହିଁ’ ନାମ ନ ନେଇ ନେହେରୁଙ୍କୁ ଟାର୍ଗେଟ କଲେ ମୋଦି
ଅହମଦାବାଦ,୧୦ ।୧୦: ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେ ଭରୁଚ ଜିଲାର ଆମୋଦରେ ୮ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପରିଯୋଜନା ସମର୍ପିତ କରିଛନ୍ତି । ଏହାସହ ଦେଶର ପ୍ରଥମ ବଲ୍କ ଡ୍ରଗ ପାର୍କର…
ଉତ୍ତରପ୍ରଦେଶରେ ବନ୍ୟା, ଗଲାଣି ୩୪ ଜୀବନ
ଲକ୍ଷ୍ନୌ,୧୦।୧୦: ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ…
Archives


