ଜାତୀୟ

ଗୁଜରାଟ: ୧୩୦୦କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବାର ଲୋକାର୍ପଣ କଲେ ମୋଦି

ଅହମଦାବାଦ,୧୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଅହମଦାବାରେ ସିଭିଲ ହସ୍ପିଟାଲରେ ପ୍ରାୟ ୧୩୦୦ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟସେବା ସହ ଜଡିତ ସୁବିଧାର ଲୋକାର୍ପଣ କରିବା ସହ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ମୋଦି କହିଛନ୍ତି,…

ମୁଲାୟମଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ…

ସୈଫଇ,୧୧।୧୦ : ଉତ୍ତରପ୍ରଦେଶର ସୈଫଇର ମେଳା ପଡ଼ିଆରେ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ଅଖିଳେଶ ଯାଦବ ମୁଖାଗ୍ନି ଦେଇଛନ୍ତି। ମୁଲାୟମଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ମୁଲାୟମଙ୍କ ଅନ୍ତିମ ସଂସ୍କାର ତାଙ୍କ ପ୍ରଥମ ସ୍ତ୍ରୀ ମାଳତି…

ପ୍ରଭୁ ମହାକାଳଙ୍କୁ ଜଳାଭିଷେକ କରି ପାରିବେନି ପ୍ରଧାନମନ୍ତ୍ରୀ, କାରଣ ସମ୍ପର୍କରେ ସୂଚନା ଦେଲେ ପୂଜାରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକ ର ଲୋକାର୍ପଣ କରିବେ। ଶ୍ରୀ ମହାକାଳ ଲୋକରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ଦେଶରେ ୧,୯୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୧।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୫୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ନୂତନ ମାମଲା…

ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଡି.ଓ୍ବାଇ. ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୧।୧୦: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୨ ରେ ଚନ୍ଦ୍ରଚୁଡ…

ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ

ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା। ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା…

ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧୦: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ମହାନାୟକଙ୍କ ଲମ୍ବା ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରିଛନ୍ତି। ସେ ଟୁଇଟ୍‌ ଯୋଗେ ଲେଖିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଅଧିକାରୀଙ୍କ ଘରେ ଇଡି ଚଢାଉ

ରାୟପୁର,୧୧।୧୦: ଛତିଶଗଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ସକାଳ ୭ଟାରୁ କାର୍ଯ୍ୟାନୁଷ୍ଠାନ ଚାଲିଛି। ୧୨ରୁ ଅଧିକ ସ୍ଥାନରେ ଇଡି ଦଳ ଉପସ୍ଥିତ ଅଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିକଟତମ ଅଧିକାରୀ ସୌମ୍ୟା ଚୌରସିଆଙ୍କ ଘରେ…

ବାଲିଗଦାରେ ପୋତିହୋଇ ଚାଲିଗଲା ପରିବାରର ୬ ଜୀବନ

ଜୟପୁର,୧୧।୧୦: ରାଜସ୍ଥାନର କରୌଲି ଜିଲା ଅଧୀନ ସିମିର ପଞ୍ଚାୟତରେ ଏକ ଅଘଟଣ ଘଟିଛି। ଏକ ବାଲିଗଦା ଭୁଶୁଡ଼ି ପଡ଼ିବାରୁ ତଳେ ପୋତିହୋଇ ଗୋଟିଏ ପରିବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଗାଁ ଲୋକେ ବାଲି…

ଶିକ୍ଷକ ନିଯୁକ୍ତି ଘୋଟାଲାରେ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ, ଗୋଟିଏ ଦିନ ପୂର୍ବରୁ ଇଡିରେ ହୋଇଥିଲେ ଜେରା

କୋଲକାତା,୧୧ ।୧୦: ଶିକ୍ଷକ ନିଯୁକ୍ତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ତ୍ରୁଣମୂଳ କଂଗ୍ରେସ(ଟିଏମସି) ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଙ୍ଗଳବାର ଗିରଫ କରିଛି । ସୋମବାର କୋଲକାତାରେ ସିଜିଓ ପରିସରରେ ଇଡି କାର୍ଯ୍ୟାଳୟ ସାମ୍ନାରେ ଭଟ୍ଟାଚାର୍ଯ୍ୟ ହାଜର ହୋଇଥିଲେ । ସେତେବେଳେ ତାଙ୍କୁ ଶିକ୍ଷକ…

ଗୁଜରାଟରୁ ସିଧା ଉଜ୍ଜୟିନ ଯିବେ ମୋଦି, ଶ୍ରୀ ମହାକାଳ ଲୋକର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୧୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତ ଶେଷ କରି ମଙ୍ଗଳବାର ମଧ୍ୟ ପ୍ରଦେଶର ଉଜ୍ଜୟିନ ଯାତ୍ରା କରିବେ । ଉଜ୍ଜୟିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକର ଉଦଘାଟନ କରିବେ । ଉଦ୍‌ଘାଟନ ପରେ ମୋଦି ପାଦରେ ଚାଲି ଚାଲି…

ବିରୋଧ କରିଥିବା ୨ ବିଚାରପତିଙ୍କ ନାମ ପ୍ରଘଟ

ନୂଆଦିଲ୍ଲୀ, ୧୧ା୧୦:ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇ ୟୁ.ୟୁ. ଲଲିତ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଜଷ୍ଟିସ୍‌ ଡି.ଓ୍ବାଇ.…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri