ବଳାତ୍କାରକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଟ୍ରେନ୍ରୁ ଫିଙ୍ଗିଦେଲେ
ଚଣ୍ଡିଗଡ଼, ୩ା୯: ହରିୟାଣାର ଫରିଦାବାଦ୍ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ହତ୍ୟା କରାଯାଇଛି। ମହିଳାଙ୍କ ସାଙ୍ଗରେ ତାଙ୍କର ୯ ବର୍ଷୀୟ ପୁଅ ଥିଲେ।…
ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ
ନୂଆଦିଲ୍ଲୀ,୩ା୯: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା ଦେବା ଏକ ନୀତିଗତ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏଥିପାଇଁ…
ଝାଡ଼ଖଣ୍ଡ ସଙ୍କଟ: ଦିଲ୍ଲୀ ଗଲେ ରାଜ୍ୟପାଳ
ରାଞ୍ଚି,୩ା୯: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାବେଳେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟର ବିଧାୟକମାନେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ନିର୍ବାଚନ କମିଶନଙ୍କ ସୁପାରିସ ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଥିବାରୁ ନିଷ୍ପତ୍ତି ନେବାରେ ଅଧିକ…
ହରିୟାଣାରେ ଭାଜପା ନେତାଙ୍କୁ ହତ୍ୟା
ଗୁରୁଗ୍ରାମ,୩ା୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଭାଜପା ନେତା ତଥା ସୋହନା ବଜାର କମିଟିର ପୂର୍ବତନ ଉପସଭାପତି ସୁଖବୀର ଖଟାନାଙ୍କୁ ୫ ଜଣ ଦୁର୍ବୃତ୍ତ ଗୁରୁଗ୍ରାମର ଏକ ଶୋ’ରୁମ୍ ଭିତରେ ଗୁଳିକରି ହତ୍ୟା କରିଛନ୍ତି। ସୁଖବୀର…
୪ ଦିନ ପୋଲିସ ହାଜତକୁ ଗଲେ ବଳାତ୍କାର ଅଭିଯୁକ୍ତ ମହନ୍ତ ଶିବମୂର୍ତ୍ତି
ବେଙ୍ଗାଲୁରୁ,୩ା୯: କର୍ନାଟକର ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଧର୍ମୀୟ ନେତା ତଥା ମୁରୁଘା ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ନାବାଳିକା ବଳାତ୍କାର ଅଭିଯୋଗରେ ଗୁରୁବାର ଗିରଫ କରାଯାଇଥିଲା। ସ୍ଥାନୀୟ ଅଦାଲତ ତାଙ୍କୁ ୪ ଦିନ ପାଇଁ ପୋଲିସ ହାଜତକୁ ପଠାଇଦେଇଛନ୍ତି। ଗିରଫ…
ପାଞ୍ଚ କୋଟିରୁ ଅଧିକ ଜିଏସଟି ଚୋରି ଅଭିଯୋଗ ହେଲେ ତାକୁ ଅଭ୍ୟାସଗତ ଚୋର ବୋଲି ବିବେଚନା କରାଯିବ, ନିଆଯିବ କଡା କର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୩ ।୯: ଟିକସ ଫାଙ୍କିବା, ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) କିମ୍ବା ରିଫଣ୍ଡ ରାଶି ୫ କୋଟିରୁ ଅଧିକ ହୋଇଥିବା ସେ କ୍ଷେତ୍ରରେ ଜିଏସଟି ଅଧିକାରୀମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ଜିଏସଟି ଅନୁସନ୍ଧାନ ୟୁନିଟ…
ତିସ୍ତା ସିତଲଭାଡ୍ଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ,୩ା୯(ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଗତ ଜୁନ୍ ୨୫ରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ସିତଲଭାଡ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗୁଜରାଟ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା…
କେଜିଏଫ୍ ଦେଖି ସିରିଏଲ କିଲର
ଭୋପାଳ, ୩ା୯: ମଧ୍ୟପ୍ରଦେଶରେ ସିକ୍ୟୁରିଟି ଗାର୍ଡଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ସିରିଏଲ କିଲରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଦ୍ୟାବଧି ୫ ଜଣଙ୍କ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ୧୯ ବର୍ଷୀୟ ଶିବପ୍ରସାଦ ଧ୍ରୁବେଙ୍କୁ ଶୁକ୍ରବାର ଗିରଫ କରାଯାଇଛି। କେଜିଏଫ୍-୨…
ଜମ୍ମୁ-କଶ୍ମୀରରେ କଂଗ୍ରେସରୁ ଇସ୍ତଫା ଦେଲେ ଆଉ ୨୦ ନେତା, ରବିବାର ଆଜାଦ କରିବେ ଜନସଭା
ଜମ୍ମୁ,୩ ।୯: କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପ୍ରଦେଶ କଂଗ୍ରେସ କମିଟିର ନେତା ଓ କର୍ମୀଙ୍କ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି । ଜିଲା କଂଗ୍ରେସ ଜମ୍ମୁ ସମେତ ୨୦ ଜଣ ନେତା…
ନୌସେନାର ନୂଆ ପତାକା ଉନ୍ମୋଚିତ
ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେରଳର କୋଚି ଶିପ୍ୟାର୍ଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ବିମାନବାହୀ ଯୁଦ୍ଧଜାହାଜର ଜଳାବତରଣ କରିବା ଅବସରରେ ନୌସେନାର ନୂଆ ପତାକା (ଏନ୍ସାଇନ) ଉନ୍ମୋଚନ କରିଛନ୍ତି। ନୂଆ ପତାକାର ଉପର ଭାଗରେ ଭାରତର ଜାତୀୟ…
ବିହାର ବାହାରେ ଖେଳ! ନୀତୀଶଙ୍କ ଦଳକୁ ଝଟ୍କା, ଜେଡିୟୁର ୫ ବିଧାୟକ ଭାଜପାରେ ସାମିଲ
ଇମ୍ଫାଲ,୩ ।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ମଣିପୁରରେ ବଡ ଝଟ୍କା ଲାଗିଛି । ମଣିପୁରରେ ଜେଡିୟୁର ୫ ବିଧାୟକ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଭାଜପାରେ ସାମିଲ ହୋଇଥିବା ଜେଡିୟୁ…
ଏ କିଭଳି ବିକାଶ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚାଲିଗଲା ବିଜୁଳି; ଅନ୍ଧାରରେ କରାଗଲା ସ୍ବାଗତ
ପାଟନା,୨।୯: ବିହାରରେ ବିଗତ ୨୦ ବର୍ଷ ଧରି କ୍ଷମତାରେ ଅଛନ୍ତି ନୀତୀଶ କୁମାର। କେତେବେଳେ ଭାଜପା ସହ ତ କେତେବେଳେ ଆର୍ଜେଡି ସହ ମିଶି ସେ କ୍ଷମତାର ଆସନରେ ବିରାଜମାନ ହୋଇଛନ୍ତି। ଏଥିଯୋଗୁ ନୀତୀଶଙ୍କୁ ଦଳରେ ‘ସୁଶାସନ ବାବୁ’ ବୋଲି କୁହାଯାଏ।…
Archives


