ଜାତୀୟ

୫୭୬ ମାତୃଭାଷାର ସର୍ବେକ୍ଷଣ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ …

ନୂଆଦିଲ୍ଲୀ,୮।୧୧ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଭିଡିଓଗ୍ରାଫି ମାଧ୍ୟମରେ ସମଗ୍ର ଦେଶରେ ୫୭୬ ଟି ଆଞ୍ଚଳିକ ଭାଷା ଏବଂ ଉପଭାଷାର ମାତୃଭାଷା ସର୍ବେକ୍ଷଣକୁ ସଫଳତାର ସହ ସମାପ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟର ୨୦୨୧-୨୨ ପାଇଁ ବାର୍ଷିକ ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ସ୍ଥାନୀୟ…

ଏହି ୨ଜିଲାରେ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଖରାପ ପାଗକୁ ଦୃଷ୍ଟିରେ ରଖି ୨ଟି ଜିଲାର ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କଶ୍ମୀରର ରାମବାନ ଏବଂ କିଶ୍‌ତଓ୍ବାଡା ଜିଲାରେ ବର୍ତ୍ତମାନ ପାଗ ଖରାପ ରହିଛି। ଫଳରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟକୁ…

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…

ନୂଆଦିଲ୍ଲୀ, ୮।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି ।…

ଦିଲ୍ଲୀରୁ ଚାଲୁଛି ଗୁଜରାଟ ସରକାର…, ମୋରବି ପୋଲ ଦୁର୍ଘଟଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଚିଦାମ୍ବରମ

ନୂଆଦିଲ୍ଲୀ,୮ ।୧୧: ଗୁଜରାଟର ମୋରବି ପୋଲ ଦୁର୍ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋରବି ପୋଲ ଦୁର୍ଘଟଣା ଘଟଣା ଗୁଜରାଟର ନାଁକୁ ମାଟିରେ ମିଶାଇ ଦେଇଛି ।…

ନିଶାସକ୍ତ ଅବସ୍ଥାରେ ୨ ବର୍ଷର ଶିଶୁ ପୂତ୍ରକୁ ପିଟି ପିଟି ହତ୍ୟା କଲେ ବାପା

ହାଇଦ୍ରାବାଦ,୮।୧୧: ନିଶାସକ୍ତ ଅବସ୍ଥାରେ ୨ ବର୍ଷର ଶିଶୁ ପୂତ୍ରକୁ ହତ୍ୟା କଲେ ବାପା। ହାଇଦ୍ରାବାଦର ନେରେଡମେଟର ଜେଜେ ନାଗର ଏସ୍‌ଏସ୍‌ବି ଆପାର୍ଟମେଣ୍ଟରେ ସୋମବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ ୯.୩୦ରେ ପୁଅ କାନ୍ଦୁଥିବା ବେଳେ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୨୦ ଆହତ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କୁପଓ୍ବାଡା ଜିଲାର ହିନ୍ଦଓ୍ବାଡାର ବାତାୟିନ ଅଞ୍ଚଳରେ ଏକ ଯାତ୍ରୀବାଦୀ ବସ୍‌ ଓଲଟିପଡ଼ିଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଦେଶରେ ୬୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୮।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଗୁରୁ ନାନକ ଜୟନ୍ତୀ: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୧୦: ଗୁରୁ ନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି- ଗୁରୁ ନାନକ ଦେବ ଜୀଙ୍କର ଜନ୍ମ ବାର୍ଷିକୀ ଅବସରରେ ଦେଶ ତଥା ବିଦେଶରେ ରହୁଥିବା…

ଏନଆଇଏର ଖୁଲାସା: ଭାରତରେ ପୁଣି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଅଛନ୍ତି ଦାଉଦ

ନୂଆଦିଲ୍ଲୀ,୮।୧୧: ଆତଙ୍କବାଦ ପାଣ୍ଠି ଯୋଗାଡ ମାମଲାରେ ଜାତୀୟ ଯାଞ୍ଚ୍‌ ଏଜେନ୍ସି (ଏନଆଇଏ) ଚାର୍ଜସିଟରେ ଏକ ବଡ଼ ଖୁଲାସା କରିଛି। ଏନଆଇଏ କହିଛି ଯେ, କୁଖ୍ୟାତ ଡନ୍‌ ଦାଉଦ ଏବଂ ତାଙ୍କ ସହଯୋଗୀ ଛୋଟା ଶକିଲ ପୁଣି ଥରେ ଭାରତ ଉପରେ ଆତଙ୍କବାଦୀ…

୯୫ ବର୍ଷରେ ପଦାର୍ପଣ କଲେ ଆଡଭାନୀ: ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଆଜି ୯୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ…

‘ମଦ ପିଅ ଅବା ଗୁଟକା ଖାଅ, ହେଲେ ପାଣିର ମୂଲ୍ୟ ବୁଝ’: ଭାଜପା ଏମପି ଜନାର୍ଦ୍ଦନ ମିଶ୍ରାଙ୍କ ଅଜବ ବୟାନ

ରିବା,୮ ।୧୧: ମଧ୍ୟ ପ୍ରଦେଶ ରିବାର ଏମପି ଜନାର୍ଦ୍ଦନ ମିଶ୍ରା ଏକ ଅଜବ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏମପି ଜନାର୍ଦ୍ଦନ ମିଶ୍ରା କହିଛନ୍ତି, ମଦ, ଗଞ୍ଜେଇ, କୋରେକ୍ସ ପିଅ, ଥିନର ସଲ୍ୟୁଶନ ସୁଂଘ ଅଥବା ଆୟୋଡେକ୍ସ ଖାଅ, କିଛି…

ଗୁରୁଦ୍ୱାରରେ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମଙ୍ଗଳବାର ଗୁରୁଦ୍ୱାରରେ ପହଞ୍ଚିଥିଲେ। ଗୁରୁ ନାନକ ଜୟନ୍ତୀ ଅବସରରେ ସେ ନାନ୍ଦେଡ ଜିଲାରେ ଥିବା ଗୁରୁଦ୍ୱାରରେ ପହଞ୍ଚି ପ୍ରାର୍ଥନା କରିଥିଲେ। ଏହି ସମୟରେ କଂଗ୍ରେସ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?