Advertisement
Posted inଜାତୀୟ

ନଭେମ୍ବର ୯ରେ ଖୋଲିବ ସରକାରୀ ସ୍କୁଲ

ନୂଆଦିଲ୍ଲୀ,୭ ।୧୧: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ନଭେମ୍ବର ୯ ବୁଧବାରଠାରୁ ପ୍ରାଇମେରୀ ସ୍କୁଲ ଖୋଲି ଦିଆଯିବ । ଏହାସହ ଏହାର ଉପର ଶ୍ରେଣୀର ଓପନ ଆକ୍ଟିଭିଟି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯିବ । ହେଲେ ପାଇଭେଟ ଡିମୋଲାଇଜେଶନ ଓ ନିର୍ମାଣକାର୍ଯ୍ୟ ବନ୍ଦ ରହିବ । ସେହିପରି ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଜାରି ରହିବ ।
ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଭିତରେ ବାୟୁ ପ୍ରଦୂଷଣ କମ୍ ହେବାରେ ଲାଗିଛି । ଦିଲ୍ଲୀରେ ଲାଗିଥିବା ଫେଜ ୪ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଟ୍ରକ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବି ହଟାଇ ଦିଆଯାଇଛି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ୱାର୍କ ଫ୍ରମ ହୋମରେ ସଂଶୋଧନ କରାଯାଇ ସୋମବାରଠାରୁ ସମସ୍ତ କାର୍ଯ୍ୟାଳୟରେ ପୁରା କ୍ଷମତା ସହ ଅଫିସ କାମ ଆରମ୍ଭ କରାଯାଇଛି । ହାଇୱେ, ଫ୍ଲାଇଓଭର, ଓଭରବ୍ରିଜ, ପାଇପଲାଇନ ସହ ଜଡିତ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବି ହଟାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

ରେଳ ଟ୍ରାକ୍‌ରେ ପଡ଼ିଗଲେ ମହିଳା: ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଯବାନ

ମୁମ୍ବାଇର ଆର୍‌ପିଏଫ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ପାଠ ମନେ ରଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ଇଞ୍ଜେକସନ ଦେଉଥିଲେ ଶିକ୍ଷକ

ନୂଆଦିଲ୍ଲୀ,୧୫।୨: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କ ସ୍ମରଣଶକ୍ତି ବଢାଇବା ଇଞ୍ଜେକସନ ଦେଉଥିବାବେଳେ ଧରାପଡିଛନ୍ତି। ପୋଲିସ ଶିକ୍ଷକଙ୍କୁ...

ହାଥରସ୍‌ ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ !

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶର ହାଥରସ୍‌ ମାମଲାରେ ପ୍ରତି ଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଏବେ ଅଭିଯୁକ୍ତଙ୍କ ଆଇନଜୀବୀ ଏ.ପି.ସିଂଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ...

ଫିରୋଜାବାଦରେ ବଡ ଧରଣର ଅଘଟଣ, ଜଳିଗଲେ ଗୋଟିଏ ପରିବାରର ୬ ସଦସ୍ୟ

ଫିରୋଜାବାଦ,୩୦ ।୧୧: ଉତ୍ତର ପ୍ରଦେଶର ଫିରୋଜାବାଦରେ ମଙ୍ଗଳବାର ଏକ ଲୋମ ଟାଙ୍କୁରା ଘଟଣା ଘଟିଛି । ଏଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନରେ...

ଶାହାଙ୍କ ଫୋନ୍‌ ନମ୍ବରରେ ଜାଲିଆତି: ୩ କୋଟି ଦାବିକରି ୨ ଗିରଫ

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଥିବା ଲ୍ୟାଣ୍ଡଲାଇନ୍‌ ଫୋନ୍‌ ନମ୍ବରକୁ ଜାଲିଆତି କରି ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ୩ କୋଟି ଟଙ୍କା...

ଦିଲ୍ଲୀରେ ଅଡ୍‌-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ...

ଦିନ-ରାତି ଉଡ଼ିବ ଜାତୀୟ ପତାକା, ଫ୍ଲାଗ୍‌ କୋଡ୍‌ରେ ସଂଶୋଧନ…

ନୂଆଦିଲ୍ଲୀ, ୨୩।୭ : କେନ୍ଦ୍ର ସରକାର ଫ୍ଲାଗ କୋଡରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଏଣିକି ଜାତୀୟ ପତାକା ଦିନ-ରାତି ସବୁ ସମୟରେ ଉଡ଼ାଯାଇ ପାରିବ। ଏବେ...

Advertisement
Archives

Model This Week