ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କଲେ ଯୁବକ, ପାଟିରେ ଭରିଦେଲେ କାଦୁଅ
ଲକ୍ଷ୍ନୌ,୧୯ା୯: ଉତ୍ତରପ୍ରଦେଶର ଏକ ଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବଳାତ୍କାର କରିବା ପରେ ତାଙ୍କ ପାଟିରେ କାଦୁଅ ଭର୍ତ୍ତି…
ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ/ନୂଆଦିଲ୍ଲୀ,୧୯ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ରାଣୀ ଏଲିଜାବେଥ୍ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ମୁର୍ମୁ…
ଏଏପି ବିଧାୟକଙ୍କୁ ଇଡିର ନୋଟିସ
ନୂଆଦିଲ୍ଲୀ,୧୯।୯: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରେ ଏନ୍ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଏଏପି ବିଧାୟକ ତଥା ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକଙ୍କୁ ସୋମବାର ସମନ ଜାରି କରିଛି । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ କରି…
ଅଶ୍ଳୀଳ ଭିଡ଼ିଓ ନେଇ ସୁପ୍ରିମ୍କୋର୍ଟ କଠୋର, ଟୁଇଟର-ଫେସବୁକ୍ ସମେତ ସୋସିଆଲ ମିଡିଆ କମ୍ପାନୀଙ୍କୁ ରିପୋର୍ଟ ତଲବ…
ନୂଆଦିଲ୍ଲୀ, ୧୯।୯ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ଅପଲୋଡ ବନ୍ଦ କରିବାକୁ ଚେଷ୍ଟା କରିବା ମାମଲାରେ ସୁପ୍ରିମକୋର୍ଟ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ୬ ସପ୍ତାହ ମଧ୍ୟରେ ଅନୁପାଳନ…
ଅବସର ନେବ ମିଗ୍-୨୧…
ନୂଆଦିଲ୍ଲୀ, ୧୯।୯ : ଭାରତୀୟ ବାୟୁସେନା ମିଗ-୨୧ ଯୁଦ୍ଧ ବିମାନକୁ ଅବସର ପ୍ରଦାନ କରିବାକୁ ଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବାୟୁସେନା ସେପ୍ଟେମ୍ବର ୩୦ ରେ ମିଗ-୨୧ ଯୁଦ୍ଧ ବିମାନର ଅବଶିଷ୍ଟ ଚାରିଟି ସ୍କ୍ବାଡ୍ରନ ମଧ୍ୟରୁ ଗୋଟିଏକୁ ଅବସର ଦେବ।…
କଂଗ୍ରେସ ଛାଡିବାକୁ ଚାହୁଁଥିବା ନେତାଙ୍କୁ ମୁଁ ନିଜେ କାର୍ରେ ପଠାଇଦେବି: କମଳନାଥ
ଭୋପାଳ,୧୯।୯: ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଆକ୍ସନ ମୁଡ୍ରେ ଦେଖିବାକୁ ମିଳୁଛି। ଶଙ୍କର ଶାହ ଏବଂ ରଘୁନାଥ ଶାହାଙ୍କ ବଳିଦାନ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଦଳ ଛାଡୁଥିବା ନେତାଙ୍କୁ ଏକ ପରାମର୍ଶ ଦେଇଛନ୍ତି। ଦୁଇ…
କୃଷକ-ଅଗ୍ନିବୀର ଆନ୍ଦୋଳନରେ ମାଓବାଦୀ ହୋଇଥିଲେ ସାମିଲ, ସଂଗଠନ ପକ୍ଷରୁ ଦାବୀ…
ନୂଆଦିଲ୍ଲୀ, ୧୯।୯ : ଭାରତରେ ନିଷିଦ୍ଧ ହୋଇଥିବା ସଂଗଠନ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାଓବାଦୀ ସିପିଆଇ (ଏମ) ଦେଶରେ ନିଜର ପ୍ରଭାବ ବଜାୟ ରଖିବାକୁ ଯୋଜନା କରିଛି। ଏହା ସହିତ ମାଓବାଦୀମାନଙ୍କ ଏକ ଦଳ ମଧ୍ୟ ଦିଲ୍ଲୀର କୃଷକ ଆନ୍ଦୋଳନରେ…
ଚିତା ବିବାଦରେ ମଲ୍ଲିକାର୍ଜୁନଙ୍କ ଏଣ୍ଟ୍ରି…
ନୂଆଦିଲ୍ଲୀ, ୧୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ନାମ୍ବିଆରୁ ଆଣାଯାଇଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଏହି ଚିତାମାନଙ୍କର ଆଗମନ ସହିତ ଗୋଟିଏ ପଟେ ଦେଶରେ ଲୋକଙ୍କ ମଧ୍ୟରେ ଖୁସିଥିବାବେଳେ ଅପରପକ୍ଷରେ ରାଜନୀତି…
କଶ୍ମୀର ପଣ୍ଡିତଙ୍କ ହତ୍ୟା ଏସଆଇଟି ଯାଞ୍ଚ୍ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୧୯।୯ : ୧୯୮୯ ମସିହାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣାରେ ଏସଆଇଟି ଯାଞ୍ଚ ପାଇଁ ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ନିହତ ହୋଇଥିବା ଟିକା ଲାଲ ଟପଲୁଙ୍କ ପୁଅ ଅଶୁତୋଷ…
ମୃତ୍ୟୁଦଣ୍ଡ ପାଇଁ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର କରିବେ ୫ ଜଣିଆ ସାମ୍ବିଧାନିକ ପୀଠ…
ନୂଆଦିଲ୍ଲୀ, ୧୯।୯ : ଦେଶର ନିମ୍ନ ଅଦାଲତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଉପରେ ମାର୍ଗଦର୍ଶିକା ଜାରି କରିବା ମାମଲାର ବିଚାର ବର୍ତ୍ତମାନ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନିକ ପୀଠରେ ଶୁଣାଣି ହେବ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ…
ଧାରଣାରେ ବସିଲେ ଅଖିଳେଶ…
ଲକ୍ଷ୍ନୌ, ୧୯।୯ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ପାର୍ଟି ବିଧାୟକ ଏବଂ କର୍ମକର୍ତ୍ତାଙ୍କ ସହ ଦଳୀୟ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ପଦଯାତ୍ରା ସମୟରେ ରୁଟ ପରିବର୍ତ୍ତନକୁ ନେଇ ଦଳୀୟକର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ…
ଥରିଲା କାର୍ଗିଲରୁ ଲଦାଖ…
ନୂଆଦିଲ୍ଲୀ, ୧୯।୯ : ସୋମବାର ପୂର୍ବାହ୍ନ ୯ ଟା ୩୦ରେ କାର୍ଗିଲରୁ ଲଦାଖ ପର୍ଯ୍ୟନ୍ତ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।…
Archives


