ଜାତୀୟ

ଗଣତନ୍ତ୍ର ଦିବସର ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୧ : ଏଥର ଇଜିପ୍ଟର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ର ଦିବସ ୨୦୨୩ ରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଅଲ ସିସି ବିଦେଶୀ ଅତିଥି ହେବେ।…

ଜନ୍ମ-ମୃତ୍ୟୁ ଡାଟାବେସ୍‌ ମାଧ୍ୟମରେ ଏନପିଆର ଅପଡେଶନ ପାଇଁ ପ୍ରସ୍ତୁତି, ଶୀତ ଅଧିବେଶନରେ ବିଲ୍‌ ଆଣି ପାରନ୍ତି ସରକାର…

ନୂଆଦିଲ୍ଲୀ,୨୭।୧୧ : ସଂସଦର ଆଗାମୀ ଶୀତ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରିନ୍ତ୍‌ି। ଜନ୍ମ ଏବଂ ମୃତ୍ୟୁ ଡାଟାବେସ ମାଧ୍ୟମରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ର ଅପଡେଶନକୁ ଅନୁମତି ଦେବା ସହିତ ଜଡିତ ଏକ ବିଲ ମଧ୍ୟ…

ଶିନ୍ଦେଙ୍କ ଗୋଷ୍ଠୀରେ ବିଦ୍ରୋହ ସ୍ବର: ତୀର୍ଥଯାତ୍ରାରୁ ଦୂରେଇ ରହିଲେ ୬ ବିଧାୟକ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ, ଏମ୍‌ପି ଏବଂ ସେମାନଙ୍କ ପରିବାର ଶନିବାର ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସହିତ ତାଙ୍କ ଶିବିରରେ ବିଦ୍ରୋହର ସ୍ବର ସୃଷ୍ଟି ହୋଇଛି। ବିରୋଧୀମାନେ ଶିନ୍ଦେଙ୍କୁ ଘେରିବାର କୌଣସି…

କାଗଜରେ ଉଡ଼ାଜାହାଜ ତିଆରି କରୁଥିବା ଯୁବବର୍ଗ ମହାକାଶକୁ ପଠାଉଛନ୍ତି ରକେଟ: ମନ୍‌ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୯୫ ତମ ସଂସ୍କରଣରେ ସମ୍ବୋଧିତ କରି କହିଛନ୍ତି ଯେ ଆମେ ଏହି କାର୍ଯ୍ୟକ୍ରମକୁ ଶତକ ଆଡକୁ ନେଇ ଗତି କରୁଛୁ। ୧୩୦ କୋଟି ଦେଶବାସୀଙ୍କ ସହ ଯୋଡିହେବା ପାଇଁ…

୬ ଦିନ ଧରି ଆସାମ-ମେଘାଳୟ ସୀମାରେ ୧୪୪ ଧାରା ଜାରି, ଯିବା ଆସିବା ବନ୍ଦ…

ଗୁଆହାଟି/ଶିଲଂ,୨୭।୧୧ : ଆସାମ-ମେଘାଳୟ ହିଂସାକୁ ଛଅ ଦିନ ବିତିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଧାରା ୧୪୪ ଏପର୍ଯ୍ୟନ୍ତ ହଟିନି। ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ପୂର୍ବରୁ ଲାଗୁ ହୋଇଥିବା…

ରାମଦେବଙ୍କୁ ମହୁଆଙ୍କ କଟାକ୍ଷ : ଏବେ ଜଣା ପଡ଼ିଲା କାହିଁକି ସାଲଓ୍ବାର-ସୁଟରେ ପଳାୟନ କରିଥିଲେ…

କୋଲକାତା,୨୭।୧୧ : ମହାରାଷ୍ଟ୍ରର ଥାଣେରେ ଏକ ଯୋଗ ଶିବିରରେ ମହିଳାମାନଙ୍କ ଉପରେ ବାବା ରାମଦେବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବାଦୀୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ…

୧୦୦ ବର୍ଷ ତଳର ସଂଗ୍ରହାଳୟକୁ ୟୁନେସ୍କୋ ପୁରସ୍କାର…

ମୁମ୍ବାଇ,୨୭।୧୧ : ମୁମ୍ବାଇରେ ଥିବା ୧୦୦ ବର୍ଷ ପୁରୁଣା ଛତ୍ରପତି ଶିବାଜୀ ମହାରାଜ ବାସ୍ତୁ ସଂଗ୍ରହାଳୟର ପୁନରୁଦ୍ଧାରକୁ ୟୁନେସ୍କୋ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ୟୁନେସ୍କୋ ବିଚାରକମଣ୍ଡଳୀ ଏହି ସଂଗ୍ରହାଳୟକୁ ଏକ ପ୍ରକଳ୍ପ ଭାବରେ ପ୍ରଶଂସା କରିଛନ୍ତି ଯାହାକି ବିଶ୍ୱଐତିହ୍ୟର ସୁରକ୍ଷା…

ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକତା,୨୭।୧୧:ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମୁଖମ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ନାଗରିକ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ସେ ଏହି ଚ୍ୟାଲେଞ୍ଜ କରିଛନ୍ତି। ଶୁଭେନ୍ଦୁ କହିଛନ୍ତି, ଆମେ ଅନେକ ଥର ସିଏଏ ବିଷୟରେ କଥା…

ଜେଲ୍‌ ଭିତରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ଅର୍ଥ ହେରଫେର ମାମଲାରେ ନ୍ୟାୟିକ ହେପାଜତରେ ଥିବା ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ରବିବାର ଭାଇରାଲ ହୋଇଛି। ଭିଡିଓରେ ଜେଲ କର୍ମଚାରୀମାନେ ସତ୍ୟେନ୍ଦ୍ରଙ୍କ ଜେଲ୍‌ ରୁମ୍‌ ସଫା କରୁଥିବା…

ଆରୋପ-ପ୍ରତ୍ୟାରୋପର ରାଜନୀତି : ଯୋଗୀଙ୍କୁ ଜବାବ ଦେଲେ କେଜରିଓ୍ବାଲ…

ନୂଆଦିଲ୍ଲୀ,୨୭।୧୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଡ଼ା ଜବାବ ଦେଇଛନ୍ତି। ଗୁଜରାଟରେ ଏକ ନିର୍ବାଚନ ରାଲିରେ ଭାଜାପାର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥ ଅରବିନ୍ଦ କେଜରିୱାଲଙ୍କୁ ଆତଙ୍କବାଦ…

କରୋନା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୪…

ଦିଲ୍ଲୀର ଗୋଟିଏ ଗୋଟିଏ ଓ୍ବାର୍ଡ ପାଲଟିଗଲାଣି ପାକିସ୍ତାନ: କୈଳାଶ ବିଜୟବର୍ଗିୟ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ଏମସିଡି ନିର୍ବାଚନ ୨୦୨୨କୁ ନେଇ ଭାଜପା ଏବେ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଛି। ବରିଷ୍ଠ ଭାଜପା ନେତା କୈଳାଶ ବିଜୟବର୍ଗିୟ କହିଛନ୍ତି, କଂଗ୍ରେସର ତୁଷ୍ଟିକରଣ ଏବଂ ଏଏପିର ଅଳିଆ ନୀତି ଯୋଗୁ ଏଠାରେ ଛୋଟ ୱାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?