ଆତଙ୍କବାଦୀଙ୍କ ଗଡ଼ ଶୋପିଆନ-ପୁଲୱାମାରେ ଖୋଲିଲା ସିନେମା ହଲ, ୩୨ ବର୍ଷ ପରେ ବଡ ପରଦାରେ ଦର୍ଶକେ ଦେଖିବେ ଫିଲ୍ମ
ଜମ୍ମୁ,୧୯ ।୯: ଅନୁଚ୍ଛେଦ ୩୭୦ ଓ ୩୫ଏ ହଟିବା ପରେ ଜମ୍ମୁ-କଶ୍ମରରେ ହୋଇଚାଲିଥିବା ପରିବର୍ତ୍ତନ ଓ ପରିବର୍ତ୍ତିତ ଚିତ୍ରର ଏକ ସତ୍ୟ ରବିବାର ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କ ଦବଦବା ଯୋଗୁ କଶ୍ମୀର ଘାଟିରେ ବନ୍ଦ ହୋଇଯାଇଥିବା ସିନେମା ହଲ ସଂସ୍କୃତିରେ…
ଗିରଫ ହେଲେ କର୍ନାଟକ କଂଗ୍ରେସ ନେତା
ଧରଓ୍ବାଡ଼,୧୮।୯: ସେଲୁନ୍ର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ କର୍ନାଟକର କଂଗ୍ରେସ ନେତା ମନୋଜ କାର୍ଜାଗୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ସେଲୁନ୍ରେ ମହିଳା ଜଣକ ବିଉଟିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଶନିବାର ମନୋଜ ସେଲୁନ୍କୁ ଆସି…
ଧର୍ମାନ୍ତରୀକରଣ ନିରୋଧୀ ଆଇନ: ପ୍ରଥମ ଦୋଷୀଙ୍କୁ ୫ ବର୍ଷ ଜେଲ
ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିରାକରଣ ଆଇନ-୨୦୨୧ରେ ପ୍ରଥମ ଥର ପାଇଁଜଣେ ୨୬ ବର୍ଷୀୟ କାଠମିସ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଆମ୍ରୋହା ଅଦାଲତ ଶନିବାର ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୨୧ ଡିସେମ୍ବରରେ ଏହି ନୂଆ…
ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍ ଘଟଣା: ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକ ଗିରଫ
ଚଣ୍ଡିଗଡ,୧୮।୯: ମୋହାଲିର ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନେ ଗାଧୋଇବାର ଭିଡିଓ ଲିକ ଘଟଣାରେ ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକଙ୍କୁ ଶିମ୍ଲାରୁ ଗିରଫ କରାଯାଇଛି। ପୋଲିସ ପ୍ରେମିକଙ୍କୁ ପଚରାଉଚରା କରୁଛି। ତାଙ୍କ ମାଧ୍ୟମରେ ଅନେକ ଖୁଲାସା ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ଛାତ୍ରୀଙ୍କ ପରେ…
ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବାକୁ ସଙ୍କଳ୍ପ ପାରିତ
ରାୟପୁର,୧୮।୯: ରାଜସ୍ଥାନ ଏବଂ ଦିଲ୍ଲୀ ପରେ ରବିବାର ଛତିଶଗଡ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛି। ଗତକାଲି ଜୟପୁର ଏବଂ ଦିଲ୍ଲୀରେ ମଧ୍ୟ ଏହି ସଂକଳ୍ପ ପାରିତ ହୋଇଥିଲା। ଛତିଶଗଡ ରାଜ୍ୟ କଂଗ୍ରେସ…
ରାଘବ ଚଢାଙ୍କୁ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୧୮।୯: ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜୋରଦାର ପ୍ରସ୍ତୁତି କରୁଥିବା ଆମ ଆଦମୀ ପାର୍ଟି(ଏଏପି) ଏକ ବଡ ପଦକ୍ଷେପ ନେଇଛି। ନିର୍ବାଚନ ପାଇଁ ଏଏପି ରାଘବ ଚଢାଙ୍କୁ ଦଳର ସହ ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଛି। ଏହି ଦାୟିତ୍ୱ ପୂରଣ…
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ/ନୂଆଦିଲ୍ଲୀ,୧୮ା୯: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓ୍ବେଷ୍ଟମିନଷ୍ଟର ହଲ୍ ଲଣ୍ଡନରେ ପହଞ୍ଚିଛନ୍ତି। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମରଶରୀର ଏଠାରେ ରଖାଯାଇଛି। ରାଷ୍ଟ୍ରପତି ନିଜ ତଥା ଭାରତବାସୀଙ୍କ ପକ୍ଷରୁ ରାଣୀ ଏଲିଜାବେଥ୍…
ପାକିସ୍ତାନ ବନ୍ୟାରେ ପ୍ରଭାବିତଙ୍କୁ ସହାୟତା କରି ଭାରତ ବିରୋଧରେ ଜହର ଓଗାଳୁଛନ୍ତି ଜୈଶ୍-ଲଶ୍କର…
ନୂଆଦିଲ୍ଲୀ, ୧୮।୯ : ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ବିରୋଧରେ ଇସଲାମାବାଦ କଠୋର ଆଭିମୁଖ୍ୟ ନେଇ ସୂଚନା ଦେଇଛି। ତେବେ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଜାରି ରଖିବାକୁ ଜୋର ଦେଇଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ…
କେରଳ-କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ବୈଠକ: ଟାଇଗର ରିଜର୍ଭ ଜାତୀୟ ରାଜପଥ ନେଇ ଆଲୋଚନା ବିଫଳ…
ବେଙ୍ଗାଲୁରୁ/ଥିରୁଭାନନ୍ତପୁରମ୍, ୧୮।୯ : ବେଙ୍ଗାଲୁରୁରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ କର୍ନାଟକ ପ୍ରତିପକ୍ଷ ବାସଭାରାଜ ବୋମ୍ମାଇଙ୍କ ମଧ୍ୟରେ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ସୀମା ଅଞ୍ଚଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିଲା। ସମ୍ବେଦନଶୀଳ…
୧୭ ବାଂଲାଦେଶୀ ଗିରଫ, ପର୍ଯ୍ୟଟନ ଭିଜାରେ ଆସି କରୁଥିଲେ ଧର୍ମ ପ୍ରଚାର…
ଗୁଆହାଟୀ, ୧୮।୯ : ଆସାମର ବିଶ୍ୱନାଥ ଜିଲାର ବାଘମରି ଅଞ୍ଚଳରୁ ୧୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ଭାରତୀୟ ଭିଜା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି ଯେ…
ଅଡୁଆରେ ୟେଦୁରପ୍ପା, ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କଲେ ଲୋକାୟୁକ୍ତ…
ବେଙ୍ଗାଲୁରୁ, ୧୮।୯ : କର୍ନାଟକର ଲୋକାୟୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି। ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକାୟୁକ୍ତ ସ୍ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁଅ…
ଏବେ ସିସୋଡିଆ-କୈଳାସ ଗେହଲୋଟ ହେବେ ଗିରଫ: ଭାଜପାକୁ ଘେରିଲେ କେଜରିଓ୍ବାଲ…
ନୂଆଦିଲ୍ଲୀ, ୧୮।୯ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆମ ଆଦମୀ ପାର୍ଟିର ପ୍ରଥମ ଜାତୀୟ ଜନପ୍ରତିନିଧି ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ଏଏପିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏଥିରେ ଯୋଗଦେଇ କହିଛନ୍ତି ଯେ…
Archives


