ଜାତୀୟ

କଂଗ୍ରେସରେ ସାମିଲ ହେଲେ ଜୟ ନାରାୟଣ

ଅହମଦାବାଦ,୨୮।୧୧: ଗୁଜରାଟର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳରେ ବିଧିବଦ୍ଧ…

ଅଧିକାରୀଙ୍କୁ ଆଣ୍ଠୂଆ ବସାଇ ପିଟା ଯାଉଛି, ଇଡ଼ି-ଆଇଟି ବିରୋଧରେ ଅଭିଯୋଗ ଆଣିଲେ ବଘେଲ…

ରାୟପୁର,୨୮।୧୧ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗର କାର୍ଯ୍ୟକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ଏହା ସହିତ ସେ ଇଡି ଏବଂ ଆଇଟି ବିରୋଧରେ ଅଭିଯୋଗ କରିଛନ୍ତି ଯେ ଅଟକ…

କରଦାତାଙ୍କ ଉପରେ ଇଲେକ୍ଟୋରାଲ ବଣ୍ଡ ବୋଝ, କମିଶନରେ ଖର୍ଚ୍ଚ ୯.୫୩ କୋଟି…

ନୂଆଦିଲ୍ଲୀ,୨୮।୧୧ : ରାଜନୈତିକ ଦଳମାନଙ୍କୁ ଦାନ ଦେବା ପାଇଁ ଦିଆଯାଇଥିବା ଇଲେକ୍ଟୋରାଲ ବଣ୍ଡର ବୋଝ ଏବେ କରଦାତାମାନଙ୍କ ଉପରେ ପଡୁଛି। ଏହି ବଣ୍ଡ ଛାପିବା ପାଇଁ ଟିକସଦାତାଙ୍କ ଟଙ୍କାରୁ କେନ୍ଦ୍ର ସରକାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କୁ କମିଶନ…

ଶାକାହାରୀ ହେବା ରୋଗୀଙ୍କ ଭୁଲ୍‌ ନୁହେଁ, ମେଡିକ୍ଲେମ ନେଇ ଉପଭୋକ୍ତା ଆୟୋଗର ଫଇସଲା…

ଅହମଦାବାଦ,୨୮।୧୧ : ଅହମଦାବାଦର ଏକ ଜିଲା ଉପଭୋକ୍ତା ଆୟୋଗ ବୀମା କମ୍ପାନୀକୁ ସୁଧ ସହିତ ରୋଗୀର ମେଡ଼ିକ୍ଲେମ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ, ବୀମା କମ୍ପାନୀ ଉକ୍ତ ବ୍ୟକ୍ତିଙ୍କୁ ବୀମା ଦାବି ଦେବାକୁ ମନା କରିଦେଇଥିଲା କାରଣ ସେ ଜଣେ ଶାକାହାରୀ,…

ଏଏପି ହେଉଛି ଛୋଟ ରିଚାର୍ଜ, ୨୦୧୩ର ମୋଦି ହେଉଛନ୍ତି କେଜରିଓ୍ବାଲ : ଓଓ୍ବାଇସିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୮।୧୧ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଇତେହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ କଟାକ୍ଷ କରି ଏହାକୁ ଏକ ଛୋଟ…

ଗୁଜରାଟ ନିର୍ବାଚନରେ ଧୀବରଙ୍କ ପାଇଁ ଆଲୋଡା ପ୍ରତିଶ୍ରୁତି, ଚାହୁଁଛନ୍ତି ପାକିସ୍ତାନ ଜେଲରୁ ସେମାନଙ୍କ ପରିବାର ସଦସ୍ୟଙ୍କ ମୁକ୍ତି…

ଅହମଦାବାଦ,୨୮।୧୧ : ଡିସେମ୍ବର ୧ ଏବଂ ୫ ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। କିନ୍ତୁ ଗୁଜରାଟର…

ଜେଲରେ ଥିବା ସିଦ୍ଧୁଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା…

ଚଣ୍ଡିଗଡ଼,୨୮।୧୧ : ପଟିଆଲା ଜେଲରେ ଥିବା ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଭରସା ରହିଛି। କୁହାଯାଉଛି ଯେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିଦ୍ଧୁଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କ’ଣ…

ଥାର୍ଡ ପାର୍ଟି ଆପ୍‌ ବିନା କୋର୍ଟର ଲାଇଭ୍‌ ଷ୍ଟ୍ରିମିଂ ସମ୍ଭବ ନୁହେଁ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧୧ : ସୁପ୍ରିମକୋର୍ଟ ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ରେ ଲାଇଭ ଷ୍ଟ୍ରିମ କୋର୍ଟ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନାହିଁ। ତେଣୁ ଥାର୍ଡ ପାର୍ଟି ଆପ୍‌ ବିନା କୋର୍ଟର ଲାଇଭ୍‌ ଷ୍ଟ୍ରିମିଂ ସମ୍ଭବ ନୁହେଁ।…

ଦୈନିକ ସଂକ୍ରମଣ ୨୯୧…

ନୂଆଦିଲ୍ଲୀ, ୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୩…

ଅଷ୍ଟ୍ରା ହିନ୍ଦ-୨୨ : ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ …

ଜୟପୁର,୨୮।୧୧ : ଅଷ୍ଟ୍ରେଲିଆ ଏବଂ ଭାରତର ସୈନ୍ୟବାହିନୀ ମଧ୍ୟରେ ମିଳିତ ସମରାଭ୍ୟାସ ରାଜସ୍ଥାନରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସାମରିକ ଅଭ୍ୟାସକୁ ଅଷ୍ଟ୍ରା ହିନ୍ଦ-୨୨ ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ…

କଠୋର ନିଷ୍ପତ୍ତି ନେବାକୁ ପଛାଇବନି କଂଗ୍ରେସ: ରମେଶ

ଇନ୍ଦୋର,୨୮।୧୧(ପି.ଟି.): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ସଂଗଠନକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ହେଲେ କଠୋର ନିଷ୍ପତ୍ତି ନେବାରୁ କଂଗ୍ରେସ ପଛାଇବ ନାହିଁ ବୋଲି ବରିଷ୍ଠ ନେତା ଜୟରାମ…

ଭାଜପାକୁ ସର୍ବାଧିକ କର୍ପୋରେଟ୍‌ ଚାନ୍ଦା ଗୁଜରାଟରୁ ମିଳିଛି

ନୂଆଦିଲ୍ଲୀ,୨୮।୧୧(ପି.ଟି.): ୨୦୧୭ରୁ ୨୦୨୧ ମଧ୍ୟରେ ଗୁଜରାଟରୁ ଭାଜପା ସର୍ବାଧିକ କର୍ପୋରେଟ ଚାନ୍ଦା ପାଇଛି। ଏହି ଚାନ୍ଦା ପରିମାଣ କଂଗ୍ରେସ ପାଇଥିବା ଚାନ୍ଦାର ୧୬ ଗୁଣ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?