ଜାତୀୟ

ଟଙ୍କାରେ ମା’ ଲକ୍ଷ୍ମୀ, ଗଣେଶଙ୍କ ଫଟୋ ରଖିବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ନୂଆ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫଟୋ ରଖିବାକୁ ଦାବି କରିଛନ୍ତି। କେଜ୍‌ରିୱାଲ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ…

ଦେଶରେ ୨,୨୦୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

ଖୁସ୍‌ବୁଙ୍କୁ କ୍ଷମା ମାଗିଲେ ସାଦିକ

ଚେନ୍ନାଇ,୨୮।୧୦: ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି ତାମିଲନାଡୁର ଡିଏମକେ ନେତା ସଦାଇ ସାଦିକ। ଚାରିଆଡୁ ବିରୋଧ ହେବା ପରେ ଶେଷରେ ସେ ଖୁସ୍‌ବୁଙ୍କୁ କ୍ଷମା ମାଗିଛନ୍ତି। ସିଦ୍ଦିକ ସଫେଇ ଦେଇ କହିଛନ୍ତି। ମୋ ମନ୍ତବ୍ୟକୁ…

ଦୁର୍ଘଟଣାରେ ଗୁଜରାଟର ପୂର୍ବତନ କୃଷି ମନ୍ତ୍ରୀ ଆହତ

ଗାନ୍ଧୀନଗର,୨୮।୧୦: ଗୁଜରାଟର ଆମରେଲି ସାବରକୁନ୍ଧଲା ରାଜପଥରେ ଶୁକ୍ରବାର ଏକ କାର୍‌ ଏକ ଯାତ୍ରୀବାହୀ ରିକ୍ସା ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ କୃଷି ମନ୍ତ୍ରୀ ଭି ଭି ୱାଡାସିଆ ଆହତ ହୋଇଛନ୍ତି। ତାଙ୍କ ବ୍ୟତିତ ଅନ୍ୟ ତିନି…

କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିବା ପରେ ଦୂର ହେଲା ମତଭେଦ

ହାଇଦ୍ରାବାଦ୍‌,୨୮।୯: କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ମାତ୍ରେ ଦଳର ବରିଷ୍ଠ ନେତା ମନୀଷ ତିୱାରୀଙ୍କ ମନୋଭାବ ମଧ୍ୟ ବଦଳି ଯାଇଛି। ଶୁକ୍ରବାର ସେ ତେଲେଙ୍ଗାନାରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଯୋଗ ଦେଇଥିଲେ। କଂଗ୍ରେସରେ ସାଂଗଠନିକ ନିର୍ବାଚନ…

୧୫ରୁ ଅଧିକ ଘର ପୋଡି ପାଉଁଶ

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀର କିଶ୍ଟତୱର ଜିଲାର ଗାନ୍ଧାରୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଘର ପୋଡି ଯାଇଥିବା ଜଣାପଡିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ମିଶି ନିଆଁକୁ ଆୟତ୍ତ କରିଥିଲେ।…

ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି

ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ସହିତ ଏହି ଚିନ୍ତନ ଶିବିର ଆରମ୍ଭ କରିଥିଲେ। ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ…

ଏଏପି ଜିତିଲେ ୫ ବର୍ଷରେ ସ୍ବଚ୍ଛ ଦିଲ୍ଲୀ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮୧୦ : ଆଗାମୀ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ନିର୍ବାଚନ ଆବର୍ଜନା ପ୍ରସଙ୍ଗକୁ ନେଇ ଲଢ଼ାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌୍‌ରିଓ୍ବାଲ ସୂଚନା ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଯଦି ନିର୍ବାଚନ ଜିତେ, ତେବେ ୫ ବର୍ଷରେ ଦିଲ୍ଲୀକୁ ସ୍ବଚ୍ଛ…

ନିଖୋଜ ଅଛନ୍ତି କି ଏମ୍‌ପି ଶତ୍ରୁଘ୍ନ ସିହ୍ନା: ଲାଗିଲା ପୋଷ୍ଟର

କୋଲକତା,୨୮।୧୦: ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମ୍‌ପି ଥିବା ଶତୃଙ୍ନ ସିହ୍ନା ‘ନିଖୋଜ’ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିଖୋଜ ଥିବା ପୋଷ୍ଟର ଆସନସୋଲରେ ଲାଗିଛି। ବିହାର ବାବୁ ନାମରେ ଜଣାଶୁଣା ଶତୃଘ୍ନ…

ପାକ ସୀମାରେ ୩ ଏକେ ୪୭ ସହିତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ଫିରୋଜପୁର,୨୮ ।୧୦: ସୀମା ସୁରକ୍ଷା ବଳ(ବିଏସଏଫ୍‌) ଫିରୋଜପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରୁ ୩ ଏକେ ୪୭ ରାଇଫଲ, ୩ ମିନି ଏକେ ୪୭ ରାଇଫଲ ଓ ୩ ପିସ୍ତଲ ଜବତ କରିଛନ୍ତି । ଶୁକ୍ରବାର ସକାଳୁ ଦ ଟ୍ରିବ୍ୟୁନକୁ ପଠାଇଥିବା ଏକ…

କ୍ଷମା ମାଗିଲେ କାନିମୋଝି

ଚେନ୍ନାଇ,୨୮ ।୧୦: ଡିଏମକେ ନେତା ସୈଦାଇ ସାଦିକ ତାମିଲନାଡୁ ବିଜେପିର ମହିଳା ନେତାଙ୍କୁ ନେଇ ଅପମାନଜନକ ଟିପ୍ପଣି କରିଥିଲେ । ଏହାପରେ ଗୁରୁବାର ୨୭ ଅକ୍ଟୋବରରେ ଡିଏମକେର ବରିଷ୍ଠ ନେତା କାନିମୋଝି ଖୋଲାଖୋଲି ଭାବେ କ୍ଷମା ମାଗିଛନ୍ତି । ସୋସିଆଲ ମିଡିଆରେ…

କେଜରିୱାଲଙ୍କୁ ସମର୍ଥନ କଲା ରାଜସ୍ଥାନର କରନି ସେନା

ଜୟପୁର,୨୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ମୁଦ୍ରା ଉପରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫଟୋ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଏହାପରେ କେଜରିୱାଲଙ୍କ ଏହି ଦାବିକ ନେଇ ନେଇ ଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri