ଜାତୀୟ

ମଞ୍ଚ ଛାଡ଼ିଲେ ଧର୍ମୀୟ ନେତା

ନୂଆଦିଲ୍ଲୀ,୧୩।୨ : ଜମାଏତ୍‌ ଉଲେମା-ଇ-ହିନ୍ଦ୍‌ର ୩୩୪ତମ ସାଧାରଣ ଅଧିବେଶନ ଚାଲିଥିବାବେଳେ ଏହାର ଅଧ୍ୟକ୍ଷ ସୟେଦ ଅର୍ଶାଦ ମଦାନି ଏକ ବିବାଦୀୟ ମନ୍ତବ୍ୟ ଦେବାରୁ ଅନେକ ଧର୍ମୀୟ ନେତା ମଞ୍ଚ ଛାଡ଼ି ଚାଲିଯାଇଛନ୍ତି। ମଞ୍ଚରେ ଉପସ୍ଥିତ ଥିବା ଜୈନ ମୁନି ଆଚାର୍ଯ୍ୟ ଲୋକେଶ…

ସମଲିଙ୍ଗୀ ଯୌନସମ୍ପର୍କର ଅପରାଧୀକରଣ ଅନ୍ୟତମ ଅନ୍ୟାୟ: ସିଜେଆଇ

ନାଗପୁର,୧୩।୨: ସମଲିଙ୍ଗୀ ଯୌନସମ୍ପର୍କର ଅପରାଧୀକରଣ ଆମ ସମାଜରେ ଅନ୍ୟତମ ଅନ୍ୟାୟ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଚନ୍ଦ୍ରଚୂଡ଼ କହିଛନ୍ତି। ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ସମଲିଙ୍ଗୀ ଯୌନସମ୍ପର୍କକୁ ଅପରାଧମୁକ୍ତ କରାଯାଇଥିଲା। ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଓ୍ବାରାଙ୍ଗ…

ଚାଇନା ଚଳାଇଛି ସୀମା ଦଖଲ ଉଦ୍ୟମ

ନୂଆଦିଲ୍ଲୀ,୧୩ା୨ : ବେଜିଂ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଭାରତ-ଚାଇନା ମଝିରେ ଥିବା ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳକୁ ଦଖଲ ଲାଗି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ, ତିବ୍ଦତ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ରେ…

ଭାରତର ଲିଥିୟମ ନିର୍ଭରଶୀଳତା କମିବ

ନୂଆଦିଲ୍ଲୀ,୧୩।୨ : ଭାରତ ଲିଥିୟମ ପାଇଁ ବାହାର ଦେଶ ଉପରେ ନିର୍ଭର କରିଆସୁଥିବାବେଳେ ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରର ରିଆସି ଜିଲାରେ ଠାବ ହେବା ଗୁରୁତ୍ୱପୂର୍ଣ୍ଣ ଘଟଣା। ସ୍ବଚ୍ଛ ଇନ୍ଧନକୁ ଆପଣାଇବା ଯୋଜନା ରଖିଥିବା ଏବଂ ବିଦ୍ୟୁତଚାଳିତ ଯାନ ବ୍ୟବହାର…

ବୋଲ ମାନିଲେ ରାଜ୍ୟପାଳ: କଂଗ୍ରେସ

ନୂଆଦିଲ୍ଲୀ,୧୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ କାମ କରୁଛନ୍ତି। ଯେଉଁମାନେ ମୋଦିଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳୁଛି ବୋଲି ରବିବାର କଂଗ୍ରେସ ଟାର୍ଗେଟ କରିଛି। ବିମୁଦ୍ରୀକରଣ, ତିନି ତଲାକ୍‌, ପ୍ରିଭେସି…

ସିକ୍କିମରେ ଭୂକମ୍ପ ଅନୁଭୂତ

ଗ୍ୟାଙ୍ଗଟକ୍‌,୧୩।୨: ସିକ୍କିମରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୧୫ ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ…

୨ ମାସର ଶିଶୁକୁ ତତଲା ଲୁହାରଡ୍‌ ଚେଙ୍କ ଦେଲେ କ୍ୱାକ୍‌

ପୋରବନ୍ଦର,୧୨।୨: ଗୁଜରାଟର ପୋରବନ୍ଦର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୨ ମାସର ଶିଶୁକନ୍ୟାର କାଶ ଭଲ କରିବାକୁ ଯାଇ ଜଣେ କ୍ୱାକ୍‌ ତାଙ୍କୁ ତତଲା ଲୁହାରଡ୍‌ ଚେଙ୍କ ଦେଇଛନ୍ତି। ଶିଶୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ଫାଷ୍ଟ ବୋଲର ଜୟଦେବ ଉନାଦକତଙ୍କୁ ଦଳରୁ ରିଲିଜ୍‌ କରିଛି। ତେବେ…

ଥରିଲା ଆସାମ

ଗୁଆହାଟୀ,୧୨।୨: ଆସାମର ନାଗାଓଁ ଜିଲାରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ରବିବାର ୪.୧୮ ସମୟରେ ଏହି ଭୂକମ୍ପ ଘଟିଛି।…

ଜମ୍ମୁ-କଶ୍ମୀରକୁ ଭଲ ପାଇବା ଆବଶ୍ୟକ,କିନ୍ତୁ ମିଳିଲା ଭାଜପାର ବୁଲଡୋଜର: ରାହୁଲ

ନୂଆଦିଲ୍ଲୀ,୧୨।୨: ଜମ୍ମୁ କଶ୍ମୀରରେ ଚାଲିଥିବା ଅନଧିକାର ପ୍ରବେଶ ବିରୋଧୀ ଅଭିଯାନକୁ ନେଇ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଟୁଇଟ୍‌ ଯୋଗେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ରୋଜଗାର, ବ୍ୟବସାୟ ଏବଂ ଭଲ ପାଇବା ଆବଶ୍ୟକ, କିନ୍ତୁ ତାକୁ…

ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ଗିରଫ: ଥାନାରେ ସଙ୍ଗିନ ମାମଲା ରୁଜୁ

ଚିତ୍ରକୋଟ,୧୨।୨: ଚିତ୍ରକୋଟ ଜେଲରେ ସ୍ବାମୀ ଅବ୍ବାସ ଅନ୍‌ସାରୀଙ୍କ ସହ ଗୁପ୍ତ ବୈଠକ କରୁଥିବା ଅଭିଯୋଗରେ ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ନିଖତ ଅନ୍‌ସାରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ଅର୍ଥ ହେରଫେର ମାମଲାରେ ଅବ୍ବାସ ଅନ୍‌ସାରୀ ୨ମାସ ହେଲା…

ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଠି ଦେଖାଇ ଚର୍ଚ୍ଚାରେ ଜୟା

ନୂଆଦିଲ୍ଲୀ,୧୨।୨: ବଲିଉଡର ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ସୋସିଆଲ ମିଡିଆରେ ନିଜ ରାଗ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। କେତେବେଳେ ଫଟୋଗ୍ରାଫରଙ୍କ ଉପରେ ତ ଆଉ କେତେବେଳେ ତାଙ୍କ ପ୍ରଶଂସକଙ୍କ ଉପରେ ରାଗିଥାନ୍ତି ଜୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?