ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ, ବିଜୟୀ ହେଲେ ଜଣେ ମହିଳା
ଶିମଲା,୯ ।୧୨: ହିମାଚଳ ପ୍ରଦେଶ ବିଧାନସଭାର ଫଳାଫଳ ଆସି ସାରିଛି । ଏଠାରେ ୬୮ ବିଧାନସଭା ଆସନରେ କଂଗ୍ରେସ ବହୁମତ ହାସଲ କରି ଏବେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ଏଠାରେ ପ୍ରତି ୫ ବର୍ଷରେ ଶାସନ କ୍ଷମତା…
ମୈନପୁରୀ ଉପନିର୍ବାଚନ ପାଇଁ ଭାଜପା ଟିକେଟ୍ ମାଗୁଥିଲେ ଶିବପାଲ: ଭାଜପା ଏମ୍ପି
ଲକ୍ଷ୍ନୌ,୯।୧୨:ଉତ୍ତରପ୍ରଦେଶରେ ତିନିଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ମୈନପୁରୀ ଲୋକ ସଭା ଆସନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି।…
ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର
ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ ମେଟା ତା’ର ହଜାର ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି ଅର୍ଥାତ୍ ଛଟେଇ…
ଗୁଜରାଟ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା
ଅହମଦାବାଦ,୯ ।୧୨: ଚଳିତ ଥର ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି । ସ୍ୱାଧୀନତା ପରେ କଂଗ୍ରେସ ଏତେବଡ ପରାଜୟର ସାମ୍ନା କେବେବି କରି ନ ଥିଲା । ଏହି ପରାଜୟ ପାଇଁ ନିଜକୁ ଦାୟୀ…
ବନ୍ୟପ୍ରାଣୀ ସୁରକ୍ଷା ବିଲ୍ ରାଜ୍ୟ ସଭାରେ ଗୃହୀତ
ନୂଆଦିଲ୍ଲୀ,୯।୧୨:ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧନ ବିଲ୍, ୨୦୨୨ ଗୁରୁବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ବନ୍ୟପ୍ରାଣୀ(ସୁରକ୍ଷା) ଆଇନ, ୧୯୭୨ରେ ସଂଶୋଧନ କରାଯାଇ ଆଇନ ଅନୁଯାୟୀ ସୁରକ୍ଷିତ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା ବଢ଼ାଯିବ। ଏହି ବିଲ୍ ମୌସୁମୀ ଅଧିବେଶନରେ ଲୋକ ସଭାରେ ଗୃହୀତ ହୋଇଥିଲା।…
କଲେଜିୟମ ବ୍ୟବସ୍ଥା ଦେଶର ଆଇନ
ନୂଆଦିଲ୍ଲୀ,୯।୧୨(ପି.ଟି.):ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଦେଶର ଆଇନ। ଏହା ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଦେଶର ଆଇନକୁ ସମସ୍ତେ ମାନିବା ଲାଗି ବାଧ୍ୟ। ତେଣୁ କଲେଜିୟମ ବ୍ୟବସ୍ଥାକୁ ମାନିନେବାକୁ ହେବ ବୋଲି ସର୍ବୋଚ୍ଚ…
ବାତ୍ୟା ମାଣ୍ଡୋସ: ସ୍କୁଲ୍, କଲେଜ ବନ୍ଦ
ଚେନ୍ନାଇ, ୯।୧୨:ବାତ୍ୟା ମାଣ୍ଡୋସ କାରଣରୁ ତାମିଲନାଡୁର ୬ ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ , କାଞ୍ଚିପୁରମ, ଭେଲୋର ଏବଂ ରାନିପେଟାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା…
ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ଫାଟି ବର ମାତା-ପିତାଙ୍କ ସମେତ ପୋଡି ହୋଇଗରେ ୬୦ଜଣ
ଯୋଧପୁର,୯ ।୧୨: ରାଜସ୍ଥାନ ଯୋଧପୁରର ଶେରଗଡରେ ଏକ ବିବାହ ଉତ୍ସବରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଗ୍ୟାସସିଲିଣ୍ଡର ଫାଟି ଯିବାରୁ ଅତିକମରେ ୬୦ ଜଣ ପୋଡି ହୋଇଯାଇଛନ୍ତି । ଗ୍ରାମବାଦୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।…
ଭାଜପାର ଐତିହାସିକ ବିଜୟ ପରେ ବଢିଲା ମୋଦିଙ୍କ ଲୋକପ୍ରିୟତା
ନୂଆଦିଲ୍ଲୀ,୯ ।୧୨: ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଜନସାଧାରଣଙ୍କ ଗ୍ରହଣୀୟତାର ସଙ୍କେତ ବୋଲି ଦର୍ଶାଇଛି । ଅଧିକାଂଶ ରିପୋର୍ଟ ଏବଂ ବିଶ୍ଳେଷଣ ଅନୁଯାୟୀ, ମୋଦିଙ୍କ ଚରିତ୍ରବାଦୀ…
ହାରିଲେ ୮ କ୍ୟାବିନେଟ ମନ୍ତ୍ରୀ
ଶିମଲା,୯।୧୨: ଗୁଜରାଟ ଓ ହିମାଚଳ ପ୍ରଦେଶର ବହୁପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ହିମାଚଳ ପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ୮ କ୍ୟାବିନେଟର ମନ୍ତ୍ରୀ ପରାସ୍ତ ହେବା ଭାଜପା ପାଇଁ ଏକ ବଡ଼ ଝଟ୍କା ଲାଗିଛି।…
ଲୋକ ସଭାରେ ମାମଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କଲେ ଜିତେନ୍ଦ୍ର ସିଂ
ନୂଆଦିଲ୍ଲୀ,୮।୧୨: ଗତ ୫ବର୍ଷ ମଧ୍ୟରେ ଏମ୍ପି ଓ ବିଧାୟକଙ୍କ ବିରୋଧରେ ସିବିଆଇ ୫୬ଟି ମାମଲା ରୁଜୁ କରିଛି। ଏଥିରୁ ୨୨ଟି ମାମଲାର ଚାର୍ଜଶିଟ୍ ସିବିଆଇ ଦାଖଲ କରିଛି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ, ସାଧାରଣ ଅଭିଯୋଗ ଓ…
ବଦଳିଲା ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ
ହାଇଦ୍ରାବାଦ,୮।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍) ନାମରେ ଜଣାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦଳକୁ ଏନେଇ ସ୍ବୀକୃତି ମିିଳିଯାଇଛି। ଏଣିକି ଔପଚାରିକ ଭାବେ…
Archives


