ଜାତୀୟ

ଭାରତ ଯୋଡୋ ଯାତ୍ରା ଅଧାରୁ ଛାଡ଼ିବାକୁ ଚାହୁଁଥିଲେ ରାହୁଲ: ଭେନୁଗୋପାଲ…

ନୂଆଦିଲ୍ଲୀ,୧୨।୨ : ଏଆଇସିସି ମହାସଚିବ କେ.ସି ଭେନୁଗୋପାଲ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଦେଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ଯାତ୍ରାର ପ୍ରାରମ୍ଭିକ ଦିନର ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ଯାତ୍ରାର ଏକ ସମୟରେ ଏପରି…

ତୁର୍କୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟ ମୃତ

ଅଙ୍କାରା/ନୂଆଦିଲ୍ଲୀ,୧୨ ।୨: ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଉତ୍ତରାଖଣ୍ଡର…

ନିର୍ବାଚନ ହେବାକୁ ଥିବା ରାଜ୍ୟରେ ୩୩ ଲକ୍ଷ ଶ୍ରମିକ, ଭୋଟରଙ୍କ ଉପରେ ମନରେଗା ବଜେଟ ହ୍ରାସର ପ୍ରଭାବ ପଡ଼ିବା ଆଶଙ୍କା…

ନୂଆଦିଲ୍ଲୀ,୧୧।୨ : ଆଗାମୀ ଦିନରେ ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ,ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସବୁ ରାଜ୍ୟରେ ୩୩ ଲକ୍ଷରୁ ଅଧିକ ଶମିକ ଅଛନ୍ତି। ମାତ୍ର ଚଳିତ କେନ୍ଦ୍ରୀୟ ବଜେଟରେ ମହାତ୍ମା…

ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ଉପରେ ଗୁରୁତ୍ୱାରୋପ କଲେ ରାଜ୍ୟପାଳ…

କୋଲକାତା,୧୧।୨ : ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ପଶ୍ଚିମବଙ୍ଗରେ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ସିବି ଆନନ୍ଦ ବୋଷ କହିଛନ୍ତି। ଏନେଇ ସେ ଭାଜପା ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କୁ ଆଶ୍ୱାସନା ଦେଇଛନ୍ତି। କାହାକୁ ଆଇନର ଉଲ୍ଲଂଘନ କରିବାକୁ ଦିଆଯିବ…

ମହାଦୟୀ ନଦୀ ଜଳ ବିବାଦ: କର୍ନାଟକ ବିରୋଧରେ ଅଭିଯୋଗ ଆଣିଲା ଗୋଆ…

ପଣଜୀ,୧୧।୨ : ଗୋଆର ବିଭିନ୍ନ ସଂଗଠନ ପଡୋଶୀ କର୍ନାଟକ ଦ୍ୱାରା ମହାଦୟୀ ନଦୀ ଜଳ ବିବାଦ ନେଇ କର୍ନାଟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାଦୟୀ ବଚାଓ ଗୋଆ ମୋର୍ଚ୍ଚାରେ ସାମିଲ ହୋଇଥିବା ଏନଜିଓମାନେ ରବିବାର ସା ୭ଟା ୩୦ରେ ଦୀପ…

ହେମନ୍ତ-ତେଜସ୍ବୀ ଭେଟ: ମିଳିମିଶି ଭାଜପାକୁ ହଟାଇବା ଯୋଜନା …

ରାଞ୍ଚି,୧୧।୨ : ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ଶନିବାର ରାଞ୍ଚିରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ପରେ ତେଜସ୍ବୀ ଯାଦବ ଏହି ସାକ୍ଷାତର ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି…

ଗ୍ଲେନମାର୍କ ନାଜାଲ ସ୍ପ୍ରେ ନେଇ ଅଧିକ ତଥ୍ୟ ପ୍ରଦାନ କରିବାକୁ କହିଲା କମ୍ପାନୀ…

ନୂଆଦିଲ୍ଲୀ,୧୧।୨ : କରୋନା ସଂକ୍ରମଣକୁ ରୋକିବାରେ ନାଇଟ୍ରିକ ଅକ୍ସାଇଡ ଥିବା ନାଜାଲ ସ୍ପ୍ରେର କୌଣସି ଉପଯୁକ୍ତ ପ୍ରମାଣ ମିଳିନାହିଁ। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଭାରତୀୟ ବଜାରରେ ଏହି ନାଜାଲ ସ୍ପ୍ରେ ବିକ୍ରୟ କରିବାକୁ ସରକାରଙ୍କ ବିଶେଷଜ୍ଞ କମିଟି ଅନୁମତି ଦେଇନାହିଁ। ସୂଚନାନୁସାରେ,…

ଗଡ଼କରୀଙ୍କୁ ଷ୍ଟାଲିନଙ୍କ ଚିଠି: ଏନଏଚଏଆଇକୁ ତାମିଲନାଡୁ ସହଯୋଗ କରୁ ନ ଥିବା ଧାରଣା ଭୁଲ…

ଚେନ୍ନାଇ,୧୧।୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଉତ୍ତର ସଂସଦରେ ଏକ ଭାବନା ସୃଷ୍ଟି କରିଛି ଯେ ତାମିଲନାଡୁ ସରକାର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ସହିତ ସହଯୋଗ କରୁନାହାଁନ୍ତି।…

ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବଢ଼ାଇଲା ବନ୍ଧୁତ୍ୱ ହାତ…

ନୂଆଦିଲ୍ଲୀ,୧୧।୨ : ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇଛି। ଏନେଇ ଏହାର ଅଧ୍ୟକ୍ଷ ମୌଲାନା ମଦାନୀ କହିଛନ୍ତି ଭାଜପା ଏବଂ ଆରଏସଏସ ସହିତ କୌଣସି ଧାର୍ମିକ ଶତ୍ରୁତା ନାହିଁ। କେବଳ କେତେକ ଭୁଲ ବୁଝାମଣା ରହିଛି। ଦିଲ୍ଲୀର ରାମଲିଲା…

କୋଓ୍ବିନ ପୋର୍ଟାଲରେ କୋଭାଭାକ୍ସ ଟିକା ଅନ୍ତର୍ଭୁକ୍ତ କରିବା ବିଷୟରେ ଏନଟିଏଜିଆଇ ପ୍ୟାନେଲ ଆଲୋଚନା, ଏସଟିଏସସି ନେବ ଚୂଡ଼ାନ୍ତ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୨ : କୋଭାଭାକ୍ସ ଟିକାକୁ କୋଓ୍ବିନ ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବା ବିଷୟରେ ଏନଟିଏଜିଆଇ ପ୍ୟାନେଲ ଆଲୋଚନା ଜାରି ରହିଛି। ତେବେ ଏସଟିଏସସି ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନେବ। ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଫ ଇମ୍ୟୁନାଇଜେଶନ (ଏନଟିଏଜିଆଇ)ର କୋଭିଡ-୧୯ ୱାର୍କିଂ ଗ୍ରୁପ,…

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ଏକ ହଜାରରୁ…

ଉପରାଜ୍ୟପାଳ ସମ୍ବିଧାନ ଅବା ସୁପ୍ରିମ୍‌କୋର୍ଟ କାହାକୁ ବି ମାନୁ ନାହାନ୍ତି: ସିସୋଡିଆ…

ନୂଆଦିଲ୍ଲୀ,୧୧।୨ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଶନିବାର ଦୁଇ ଜଣ ଆଦମୀ ପାର୍ଟି ସମର୍ଥିତ ଲୋକଙ୍କୁ ବିଦ୍ୟୁତ ବିତରଣ କମ୍ପାନୀ ବୋର୍ଡରୁ ହଟାଇ ଦେଇଛନ୍ତି। ଏହା ଉପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?