ଝୁଲାପୋଲ ଘଟଣାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ
ଅହମଦାବାଦ,୩୧।୧୦: ଗୁଜରାଟର ମୋର୍ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ…
ବନ୍ଦୀଙ୍କ ଭୋଟ ଦେବା ଅଧିକାର: କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୧।୧୦: ଜନପ୍ରତିନିଧି ଆଇନରେ ବନ୍ଦୀମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିବାରୁ ଏହାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ…
ପୁରୁଣା ବିଲ୍ଡିଂରେ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ
ନୂଆଦିଲ୍ଲୀ,୩୧।୧୦: ନୂଆ ପାର୍ଲାମେଣ୍ଟ ବିଲ୍ଡିଂର କେତେକ ନିର୍ମାଣ କାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ ହୋଇ ନ ପାରେ। ସେଥିପାଇଁ ଆଗାମୀ ଶୀତ ଅଧିବେଶନ ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ ହେବା ସମ୍ଭାବନା ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପାର୍ଲାମେଣ୍ଟର ଶୀତ ଅଧିବେଶନ ସାଧାରଣତଃ…
ଭୁଶୁଡ଼ିଲା କଲ୍ଭର୍ଟ: କେନାଲରେ ଖସିପଡ଼ିଲେ ଲୋକେ
ବାରାଣସୀ,୩୧।୧୦: ଉତ୍ତରପ୍ରଦେଶର ଚନ୍ଦାଉଲି ଜିଲା ଅନ୍ତର୍ଗତ ସରାୟା ଗ୍ରାମ ନିକଟରେ ଏକ ପୁରୁଣା କଲ୍ଭର୍ଟ ସୋମବାର ସକାଳେ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ କେନାଲରେ ଖସିପଡ଼ିଥିଲେ। ଛଟ୍ ପୂଜା ପାଇଁ ସରାୟା ଓ ଆଖପାଖ ଗାଁର ଲୋକମାନେ କର୍ମନାଶା କେନାଲ ଉପରେ…
ଚକୋଲେଟ୍ ଚୋରି କରିବାର ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ନେଲେ ଚରମ ନିଷ୍ପତ୍ତି
କୋଲକାତା,୩୧।୧୦: ପଶ୍ଚିମବଙ୍ଗର ଅଲିପୁରଦାର ଜିଲାର ସପିଂ ମଲରେ ଚକୋଲେଟ୍ ଚୋରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୟଗାଓଁ ପୋଲିସ ଷ୍ଟେଶନ ଅନ୍ତର୍ଗତ ସୁଭାସ ପାଲୀସ୍ଥିତ ଘରୁ…
ଝୁଲାପୋଲ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର, ମ୍ୟାନେଜରଙ୍କ ସମେତ ୯ ଗିରଫ
ଅହମଦାବାଦ, ୩୧ା୧୦: ଗୁଜରାଟର ମୋର୍ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪୭ ଜଣ ପିଲା ରହିଥିବା ଜଣାପଡ଼ିଛି। ଶତାବ୍ଦୀ ପୁରୁଣା…
ମୋଗାଡିଶୁ କାର ବୋମା ବିସ୍ଫୋରଣକୁ ନିନ୍ଦା କଲା ଭାରତ
ନୂଆଦିଲ୍ଲୀ/ମୋଗାଡିଶୁ,୩୧।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏପରି କି ବିସ୍ଫୋରଣରେ ୩ଶହ ଲୋକ ଆହତ ହୋଇଥିବା ନେଇ ରାଷ୍ଟ୍ରପତି ହାସନ ଶେଖ୍ ମହମ୍ମଦ କହିଛନ୍ତି। ଆହତଙ୍କ…
ଝୁଲାପୋଲ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମ୍ୟାନେଜମେଣ୍ଟ ସହ ଜଡ଼ିତ ୯ ଅଟକ, ଏସ୍ଆଇଟିର ଯାଞ୍ଚ ଜାରି
ଅହମଦାବାଦ,୩୧।୧୦: ଗୁଜୁରାଟର ମୋର୍ବି ସ୍ଥିତ କେବୁଲ ବ୍ରିଜ ଦୁର୍ଘଟଣାକୁ ନେଇ ପୋଲିସ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ପୋଲର ପରିଚାଳକ ତଥା ରକ୍ଷଣାବେକ୍ଷଣ…
ଗୁଜରାଟ ବାଜି ଜିତିବୁ: ରାହୁଲ
ହାଇଦ୍ରାବାଦ୍,୩୧।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଲିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତେଲେଙ୍ଗାନାର ରେଙ୍ଗା ରେଡ୍ଡି ଜିଲାର କୋଥୁରରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ସେ ଗୁଜରାଟ ନିର୍ବାଚନ ସହ ଭାରତ…
କୁପଓ୍ବାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ: ସର୍ଚ୍ଚ ଅପରେଶନ୍ ଜାରି
କୁପଓ୍ବାଡା,୩୧।୧୦: ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁପଓ୍ବାଡା ଜିଲାର କେରନ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ…
ଫାଶୀ ଦିଆଯିବାର ଦୃଶ୍ୟ ରିହର୍ସାଲ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ
ଚିତ୍ରଦୁର୍ଗ,୩୧।୧୦: ସ୍କୁଲରେ ହେବାକୁ ଥିବା ନାଟକ ଭଗତ୍ ସିଂଙ୍କୁ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ କର୍ନାଟକ ଚିତ୍ରଦୁର୍ଗ ଜିଲାରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଏଥିରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ…
ମଙ୍ଗଳବାର ମୋର୍ବି ଦୁର୍ଘଟଣା ସ୍ଥାନ ପରିଦର୍ଶନ କରିବେ ମୋଦି
ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜୁରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ସ୍ଥାନ ପରିଦର୍ଶନ କରିବେ। ଏହାପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଁ ସମବେଦନା…
Archives


