ଜାତୀୟ

ବେତନ ଦିଅ, ଫେରିବାକୁ ବାଧ୍ୟ କରନାହିଁ

ଶ୍ରୀନଗର,୧୭।୨:ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଶିବରାତ୍ରି ପୂର୍ବରୁ ସେମାନଙ୍କ ବକେୟା ବେତନ ପ୍ରଦାନ କରିବା ସହ ସୁରକ୍ଷାଗତ କାରଣରୁ କଶ୍ମୀର ଫେରିବା ପାଇଁ ବାଧ୍ୟ ନ କରିବାକୁ ଦାବି କରିଛନ୍ତି। ଗତ କିଛି ମାସ ହେଲା କଶ୍ମୀରୀ…

୧୦୦ ଦିନ ପୂରଣ କଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୧୭।୨(ପି.ଟି.):ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଥମ ୧୦୦ ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ସଂସ୍କାରରେ ଅନେକ ଅଗ୍ରଗତି ହୋଇଛି। ବିଶେଷ କରି କୋର୍ଟଗୁଡ଼ିକ ଅଧିକ ଟେକ୍‌ନୋଲୋଜି ଫ୍ରେଣ୍ଡଲି ହୋଇଛି। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ…

ଦୀର୍ଘ ୫୯ ଘଣ୍ଟା ପରେ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ ଶେଷ

ନୂଆଦିଲ୍ଲୀ,୧୭।୨: ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଆୟକର ବିଭାଗର ଟିମ ଦିଲ୍ଲୀ-ମୁମ୍ବାଇର କାର୍ଯ୍ୟାଳୟ ଛାଡିଛନ୍ତି। ଟିକସ ଫାଙ୍କିବା ଘଟଣାର ଅନୁସନ୍ଧାନର ଏକ ଅଂଶ ଭାବରେ ଆୟକର ବିଭାଗ ମଙ୍ଗଳବାର ଦିନ ପ୍ରାୟ ୧୧.୩୦ ସମୟରେ ଦିଲ୍ଲୀ…

ଦେଶକୁ ବଞ୍ଚାଇବାକୁ ହେଲେ ଏକାଠି ହେବାକୁ ପଡ଼ିବ: ତେଜସ୍ବୀ

ନୂଆଦିଲ୍ଲୀ/ପାଟନା,୧୬।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ୨୦୨୪ ମିଶନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ତେଜସ୍ବୀ ବିରୋଧୀ ନେତାମାନଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି।…

କେମ୍ବ୍ରିଜ୍‌ରେ ଉଦ୍‌ବୋଧନ ଦେବେ ରାହୁଲ

ନୂଆଦିଲ୍ଲୀ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ମାସରେ ବ୍ରିଟେନ ଗସ୍ତରେ ଯାଇ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ବିଜ୍‌ନେସ୍‌ ସ୍କୁଲରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାହୁଲ ତାଙ୍କ ପୂର୍ବତନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ସେଠାରେ ରାଜନୀତି, ଅନ୍ତର୍ଜାତୀୟ ସମ୍ପର୍କ ଏବଂ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୧୬।୨: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମନଗର ହଲଦ୍ୱାନୀ ଯାଉଥିବା ବେଳେ ଲଛିଓ୍ବାଲା ଟୋଲ ପ୍ଲାଜା ନିକଟରେ ହରିଶ ହଠାତ୍‌ ବିଚଳିତ…

ଯକ୍ଷ୍ମା ରୋଗୀଙ୍କୁ ଔଷଧ ପହଞ୍ଚାଇଲା ଡ୍ରୋନ୍‌

ଡେରାଡୁନ,୧୬।୨: ଭାରତରେ ଡ୍ରୋନ୍‌ର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଡ୍ରୋନ ସାହାଯ୍ୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏକ ନୂତନ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ଔଷଧ ପଠାଇବା ଆରମ୍ଭ ହୋଇଛି। ଯକ୍ଷ୍ମା…

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି…

ତ୍ରିପୁରା ବିଧାନସଭା ନିର୍ବାଚନ: ଶେଷ ମତଦାନ ସୁଦ୍ଧା ୮୧.୧୦ ପ୍ରତିଶତ ଭୋଟିଂ

ଅଗରତାଲା,୧୬।୨: ତ୍ରିପୁରା ବିଧାନସଭା ନିର୍ବାଚନ ୬୦ଆସନ ପାଇଁ ଗୁରୁବାର ମତଦାନ ଶେଷ ହୋଇଛି। ମତଦାନ କେନ୍ଦ୍ରରେ ଇଭିଏମ୍‌କୁ ସିଲ୍‌ କରି ସୁରକ୍ଷିତ ରଖାଯାଇଛି। ତେବେ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟରେ ୮୧ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।…

କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ

ମୁମ୍ବାଇ,୧୬।୨: ମୁମ୍ବାଇ ବିମାନ ବନ୍ଦର ନିକଟ ଏକ ତାରକା ହୋଟେଲ ସମ୍ମୁଖରେ ଟିମ୍‌ ଇଣ୍ଡିଆ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଗୁରୁବାର ଏହା ଲୋକଲୋଚନକୁ ଆସିଛି। ଏପରିକି…

ଭାଜପାରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ଅମରାବତୀ,୧୬।୨: ଭାଜପା ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ କନ୍ନା ଲକ୍ଷ୍ମୀନାରାୟଣ ଗୁରୁବାର ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଗୁଣ୍ଟୁରରେ ଥିବା ତାଙ୍କ ବାସଭବନରେ ଇସ୍ତଫା ଘୋଷଣା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ସମ୍ପୂର୍ଣ୍ଣ…

ଯଜ୍ଞ ସମାରୋହ ଭିତରେ ପଶି ୩ ଜଣଙ୍କୁ ଦଳିଦେଲା ହାତୀ

ଗୋରଖପୁର,୧୬।୨: ଗୋରଖପୁର ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ତିୱାରୀପୁର ଅଞ୍ଚଳର ଜଗତ୍‌ବେଲାସ୍ଥିତ ମହମ୍ମଦପୁର ମାଫି ଗ୍ରାମରେ ଆୟୋଜିତ ଯଜ୍ଞ ସମାରୋହରେ ଏଠାରେ ଏକ ହାତୀ ପଶିଯାଇଛି। କ୍ରୋଧିତ ହାତୀ ଅନେକ ଲୋକଙ୍କୁ ଦଳି ଦେଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?