ଜାତୀୟ

‘ସି’ରେ କଂଗ୍ରେସ, ‘ସି’ରେ କରପ୍‌ସନ୍‌, ଉଭୟେ ସମାନ: ବୋମ୍ମାଇ

ବେଙ୍ଗାଲୁରୁ,୧୫।୨: କର୍ନାଟକରେ ଉଭୟ କଂଗ୍ରେସ ଓ ଭାଜପା ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ କରୁଛନ୍ତି। କଂଗ୍ରେସ ଭାଜପା ସରକାରକୁ ଦୁର୍ନୀତିର ସରକାର ବୋଲି ଅଭିହିତ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି, କଂଗ୍ରେସ ଏବଂ ଦୁର୍ନୀତି(କରପସନ୍‌)ଉଭୟ ସି’ରୁ ଆରମ୍ଭ ହୋଇଛି।…

ପରୀକ୍ଷା ଦେବାକୁ ପହଞ୍ଚିଲେ ଅଢ଼େଇ ଫୁଟର ଯୁବକ: ସେଲ୍‌ଫି ନେବା ପାଇଁ ଜମିଲା ଭିଡ଼

ପାଟନା,୧୫।୨: ବିହାର ବୋର୍ଡର ଦଶମ ପରୀକ୍ଷା ମଙ୍ଗଳବାର ଅର୍ଥାତ୍‌ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ମୁଜଫରପୁର ଜିଲାର ଦଶମ ଶ୍ରେଣୀର ୨୨ବର୍ଷୀୟ ଛାତ୍ର ଇନ୍ଦ୍ରଜିତ ଯେତେବେଳେ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ତାଙ୍କ ସହ ସେଲ୍‌ଫି ନେବାକୁ ପିଲାଙ୍କ…

ମେଘାଳୟ ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଶିଲଂ,୧୪।୨: ମେଘାଳୟ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ଭାଜପା। ବୁଧବାର ଭାଜପା ସଭାପତି ଜେପି ନଡା ମେଘାଳୟ ପାଇଁ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଗଠନ ହେଲେ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ…

୧୫ମିନିଟ୍‌ ପରେ ଓ୍ବାଶିଂ ମେସିନ୍‌ରୁ ଉଦ୍ଧାର ହେଲା ଦେଢ଼ ବର୍ଷର ଶିଶୁ: ଆଉ ତା’ପରେ…

ନୂଆଦିଲ୍ଲୀ,୧୫।୨: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପ୍ରମାଣିତ ହୋଇଥିବା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ। ନିକଟରେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଯଦି ଭଗବାନ କାହାକୁ ଆଶୀର୍ବାଦ…

ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମହିଳା ମୃତ

ମୁମ୍ବାଇ,୧୫।୨: ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଘଟିଥିବା ଜଣାପଡିଛି। ଚତୁର୍ଥ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ପରେ ଭିତରେ ଫସି ରହିଥିବା ଲୋକଙ୍କୁ…

ଏସ୍‌ଡିଏମ୍‌ଙ୍କ ସମେତ ୩୯ଙ୍କ ନାଁରେ ମାମଲା

କାନପୁର,୧୫।୨(ପି.ଟି.): ଉତ୍ତରପ୍ରଦେଶର କାନପୁର ଦେହାତରେ ସୋମବାର ଜବରଦଖଲ ଉଚ୍ଛେଦ ଅଭିଯାନ ବେଳେ ମାଆଝିଅ ଏହାକୁ ବିରୋଧ କରି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପୋଲିସ ମଙ୍ଗଳବାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ୪ ରାଜସ୍ବ ଅଧିକାରୀ ଏବଂ ପୋଲିସ ସମେତ…

ଚା’ ବଗିଚାରେ ନାବାଳିକାଙ୍କୁ ବଳାତ୍କାର, ହତ୍ୟା

ସୋନିତପୁର, ୧୫।୨: ଆସାମର ସୋନିତପୁର ଜିଲା ଢେକିଆଜୁଲି ଚା’ ବଗିଚାରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସକୁ ମୃତଦେହ ମିଳିବା ପରେ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ…

ସୁପ୍ରିମକୋର୍ଟରେ ପ୍ରଦୀପଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୫।୨: ଓଡ଼ିଶାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହା ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା…

୧୯ ଆତଙ୍କବାଦୀରୁ ୮ ନିହତ ହେଲେଣି

ନୂଆଦିଲ୍ଲୀ/ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ମଙ୍ଗଳବାର ୪ ବର୍ଷ ପୂରିଛି। ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଧ୍ୱଂସ ହେବା ସହ ୪୦ ଯବାନ ଶହୀଦ ହୋଇଥିଲେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଆର୍‌ପିଏଫ୍‌ ଏବଂ…

ଶାହାବୁଦ୍ଦିନ ଚୁପ୍ପୁ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚିତ

ଢାକା,୧୫।୨: ପୂର୍ବତନ ବିଚାରପତି ତଥା ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ଶାହାବୁଦ୍ଦିନ ଚୁପ୍ପୁ ନିର୍ଦ୍ୱନ୍ଦ୍ୱରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର କାଜି ହବିବୁଲ ଅଓ୍ବଲ ଘୋଷଣା କରିଛନ୍ତି। ୭୪ ବର୍ଷୀୟ ଚୁପ୍ପୁ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ଅବଦୁଲ…

କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି

ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବାରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ…

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍‌ରେ ବଳାତ୍କାର

ଗୁରୁଗ୍ରାମ,୧୫।୨: ଗୁରୁଗ୍ରାମର ଏକ ମଲ୍‌ ପାର୍କିଂ ସ୍ଥଳରେ ଜଣେ ୨୭ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍‌ ଭିତରେ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ନିଯୁକ୍ତି ଦେବା ନାଁରେ ସାକ୍ଷାତ୍‌କାର ପାଇଁ ଛାତ୍ରୀଙ୍କୁ ଡକାଇଥିଲେ। ସେ ପୀଡ଼ିତାଙ୍କୁ ନିଶାଦ୍ରବ୍ୟ ମିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?