ଜାତୀୟ

କର୍ନାଟକ ନିର୍ବାଚନ: ଏକାକୀ ଲଢ଼ିବ ବିଏସ୍‌ପି

ବେଙ୍ଗାଲୁରୁ,୨୭।୩: କର୍ନାଟକ ରାଜ୍ୟରେ ବିଧାନସଭା ନିର୍ବାଚନ ବିଏସ୍‌ପି ଏକାକୀ ନିଜ ବଳରେ ଲଢ଼ିିବ। ଏନେଇ ବିଏସ୍‌ପି ସୁପ୍ରିମୋ ମାୟାବତୀ ସୋମବାର ଘୋଷଣା କରିଛନ୍ତି। କର୍ନାଟକ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ବରିଷ୍ଠ ତଥା ଦାୟିତ୍ୱବାନ ବ୍ୟକ୍ତିଙ୍କ ସହ ସୋମବାର ଦିଲ୍ଲୀରେ…

ନାମିବିୟାରୁ ଆସିଥିବା ଚିତାର ମୃତ୍ୟୁ, ଦୀର୍ଘଦିନ ଧରି ଥିଲା ଅସୁସ୍ଥ

ଭୋପାଳ,୨୭।୩: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଏକ ଚିତା ବାଘର ମୃତ୍ୟୁ ଘଟିଛି। ନାମିବିୟାରୁ ଆସିଥିବା ଏହି ଚିତା ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସା ସତ୍ତ୍ୱେ ବୃକକ ବିଫଳତା ହେତୁ ସୋମବାର ସକାଳେ ଶସା ନାମ୍ନୀ ଚିତାର ମୃତ୍ୟୁ…

୨୪ଘଣ୍ଟାରେ ୧୩୦୦କି.ମି. ଅତିକ୍ରମ କରି ପ୍ରୟାଗରାଜର ସେଣ୍ଟ୍ରାଲ ଜେଲ୍‌ରେ ପହଞ୍ଚିଲା ଅତିକଙ୍କ କନ୍‌ଭେ

ପୟାଗରାଜ,୨୭।୩: ମାଫିଆରୁ ବାହୁବଳୀ ବିଧାୟକ ହୋଇଥିବା ଅତିକ ଅହମ୍ମଦଙ୍କୁ ଗୁଜରାଟର ଅହମ୍ମଦାବାଦର ସାବରମତୀ ଜେଲ୍‌ରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଅଣାଯାଇଛି। କଡ଼ା ସୁରକ୍ଷା ବଳୟରେ ତାଙ୍କ କନ୍‌ଭେ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲ୍‌ରେ ପହଞ୍ଚିଛି। ଜେଲ୍‌ରେ ଅତିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।…

ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମମତା

କୋଲକାତା,୨୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ଏହି ସମୟରେ ମମତା ବାନାର୍ଜୀ ନିଜେ ଆଦିବାସୀ ବାଜା…

ରାହୁଲଙ୍କୁ ଖାଲି କରିବାକୁ ପଡ଼ିବ ସରକାରୀ ବଙ୍ଗଳା: ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭।୩: ସଂସଦରୁ ସଦସ୍ୟତା ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ…

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେଲେ ଭାଜପା ନେତା

ବେଙ୍ଗାଲୁରୁ,୨୭।୩: କର୍ନାଟକରେ ବିଧାନସଭା ନିର୍ବାଚନ ମେ’ରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋମବାର ଭାଜପାର ପୂର୍ବତନ ଏମ୍‌ପି ମଞ୍ଜୁନାଥ କୁନ୍ନୁର ଏବଂ ବରିଷ୍ଠ ଭାଜପା ନେତା ଦେବରାଜ…

ୟେଦୁରପ୍ପାଙ୍କ ବାସଭବନ ଉପରକୁ ପଥରମାଡ

ବେଙ୍ଗାଲୁରୁ,୨୭।୩: ବରିଷ୍ଠ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଶିବାମୋଗର ଶିକରିପୁରସ୍ଥିତ ବାସଭବନରେ ଆକ୍ରମଣ କରାଯାଇଛି। ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜରା ସମ୍ପ୍ରଦାୟର କେତେକ ଲୋକ ତାଙ୍କ ଘର ଉପରକୁ ସୋମବାର ପଥରମାଡ କରିଥିବା ଜଣାପଡିଛି।…

ରାହୁଲଙ୍କ ବୟାନକୁ ନେଇ ନାରାଜ ଉଦ୍ଧବ, ଯୋଗ ଦେବେନାହିଁ ମଲ୍ଲିକାର୍ଜୁନଙ୍କ ଡିନର ପାର୍ଟିରେ

ମୁମ୍ବାଇ,୨୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବୀର ସାୱରକରଙ୍କୁ ନେଇ ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଦଳ ବି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କଡା…

କର୍ନାଟକରେ ମୁସଲମାନଙ୍କୁ ମିଳୁଥିବା ୪ ପ୍ରତିଶତ ସଂରକ୍ଷଣ ଶେଷ

ବେଙ୍ଗାଲୁରୁ,୨୭ ।୩: କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ରାଜ୍ୟରେ ମୁସଲମାନଙ୍କୁ ଦିଆଯାଉଥିବା ୪ ପ୍ରତିଶତ ସଂରକ୍ଷଣକୁ ଶେଷ କରିଛନ୍ତି । ସରକାର ଏହି ସଂରକ୍ଷଣକୁ ରଦ୍ଦ କରି ଏହାକୁ ଦୁଇ ପ୍ରମୁଖ ସମ୍ପ୍ରଦାୟ ଭିରଶୈବ-ଲିଙ୍ଗାୟତ ଓ ଭୋକାଲଗା ମଧ୍ୟରେ ବାଣ୍ଟି…

ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଜାମିନରେ ଆସିଥିଲେ ବାହାରକୁ

ମୁମ୍ବାଇ,୨୭ ।୩: ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଦ୍ୱିତୀୟ ଥର ଦିଆଯାଇଥିବା ଧମକ ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଧାକଡ ରାମ ବିଶ୍ନୋଇଙ୍କ ଉପରେ ରାଜସ୍ଥାନରେ ଆର୍ମସ ଆକ୍ଟ ଅନୁଯାୟୀ ୬ ମାସ ପୂର୍ବରୁ ଏକ ମାମଲା ଦାୟର କରାଯାଇଛି ।…

ସ୍ବପ୍ନରେ ସୁଦ୍ଧା ବୀର ସାବରକର ହୋଇପାରିବେ ନାହିଁ ରାହୁଲ ଗାନ୍ଧୀ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ରାହୁଲ ଗାନ୍ଧୀ ବୀର ସାବରକରଙ୍କ ସହ ନିଜକୁ ତୁଳନା କରିଥିଲେ। ଯାହାକୁ ନେଇ ଅନୁରାଗ ଠାକୁର ସମାଲୋଚନା କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ…

‘ଅପରାଧିଙ୍କ ମଧ୍ୟରେ ଭୟ, ସମସ୍ତଙ୍କୁ ହେଲା ଯୋଗୀ ଫୋବିୟା’, ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୨୭ ।୩: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବା ପରେ ଏବେ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ସାୱରକରଙ୍କୁ ନେଇ କଂଗ୍ରେସ ବିରୋଧରେ ତ କହୁଛନ୍ତି, ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?