ଚନ୍ଦା କୋଚର ଗିରଫ
ନୂଆଦିଲ୍ଲୀ,୨୪।୧୨: ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଥିବାବେଳେ ୨୦୧୨ରେ ଭିଡିଓକନ୍ ଗ୍ରୁପ୍କୁ ୩,୨୫୦ କୋଟି…
ଜାଭେଦ ଅଖତର, ନସିରୁଦ୍ଦିନ ଶାହାଙ୍କ ସମେତ ୫୦ରୁ ଅଧିକ କଲେ ତାଲିବାନ ନିଷ୍ପତ୍ତିର ନିନ୍ଦା
ମୁମ୍ବାଇ,୨୪ ।୧୨: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ଯିବାକୁ ବାରଣ କରାଯାଉଥିବା ନିଷ୍ପତ୍ତିକୁ ସାରା ବିଶ୍ୱରେ ବିରୋଧ କରାଯିବା ସହ ନିନ୍ଦା କରାଯାଉଛି । ଏହାକୁ ନେଇ ଭାରତରେ ବି ସ୍ୱର ଉତ୍ତୋଳନ କରାଗଲାଣି । ଏହି କ୍ରମରେ…
ତେଲ୍ଗୀଙ୍କ ଉପରେ ଓ୍ବେବ୍ସିରିଜ୍ ବନ୍ଦ ଆବେଦନ ଖାରଜ
ମୁମ୍ବାଇ,୨୪।୧୨: ଅବଦୁଲ୍ କରିମ୍ ଲାଲା ତେଲ୍ଗୀଙ୍କ ମାମଲା ଉପରେ ହଂସଲ ମେହେଟ୍ଟାଙ୍କ ସ୍କାମ୍ ୨୦୦୩ ଓ୍ବେବ୍ସିରିଜ୍ ମୁକ୍ତିଲାଭ ଉପରେ ସାମୟିକ ନିଷେଧାଜ୍ଞା ଜାରି ନିମନ୍ତେ ହୋଇଥିବା ଆବେଦନକୁ ମୁମ୍ବାଇର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହି ଓ୍ବେବ୍ସିରିଜ୍ ସୋନିଲିଭ୍ରେ ପ୍ରସାରିତ…
୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ
ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ୧୩ ଦିନର କାର୍ଯ୍ୟଦିବସରେ…
ଶେଲି ଓବେରୟ ଏଏପିର ମେୟର ପ୍ରାର୍ଥୀ
ନୂଆଦିଲ୍ଲୀ,୨୪।୧୨: ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି) ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ବିପୁଳ ସଫଳତା ହାସଲ ପରେ ଶୁକ୍ରବାର ଶେଲି ଓବେରୟଙ୍କୁ ମେୟର ପ୍ରାର୍ଥୀ କରିଛି। ଏମ୍ସିଡି ନିର୍ବାଚନ ଜିତିଲେ ଜଣେ ମହିଳାଙ୍କୁ ମେୟର କରାଯିବ ବୋଲି ଦିଲ୍ଲୀର ଶାସକ…
ଇଣ୍ଡିଆ ଗେଟ ହୋଇ ଲାଲକିଲା ଯିବ ଭାରତ ଯୋଡୋ ଯାତ୍ରା
ନୂଆଦିଲ୍ଲୀ,୨୪ ।୧୨: ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିବା ଭାରତ ଯୋଡୋ ଯାତ୍ରା ଶନିବାର ଦିଲ୍ଲୀରେ ଜନତାଙ୍କୁ ଏକାଠି କରାଇବାକୁ ଚେଷ୍ଟା କରିବ । ଏହି ଯାତ୍ରା ଇଣ୍ଡିଆ ଗେଟ ହୋଇ ଲାଲକିଲା ଯିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର ବରିଷ୍ଠ…
‘ଓ୍ବାନ୍ ର଼୍ୟାଙ୍କ ଓ୍ବାନ୍ ପେନସନ୍ ଯୋଜନା’ରେ ସଂଶୋଧନ: ଏବେ ୨୫ ଲକ୍ଷ ହେବେ ଉପକୃତ
ନୂଆଦିଲ୍ଲୀ,୨୩।୧୨: ମୋଦୀ କ୍ୟାବିନେଟ୍ ଶୁକ୍ରବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ‘ୱାନ ର଼୍ୟାଙ୍କ ୱାନ ପେନସନ ଯୋଜନା’ରେ ସଂଶୋଧନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବିସ୍ତୃତ ସୂଚନା ଦେଇ କହିଛନ୍ତି, ଓ୍ବାନ୍ ର଼୍ୟାଙ୍କ ୱାନ ପେନ୍ସନ ଯୋଜନା ସଂଶୋଧିତ…
ଆଉ ବର୍ଷେ ଯାଏ ମିଳିବ ‘ମାଗଣା ରାସନ’
ନୂଆଦିଲ୍ଲୀ,୨୩।୧୨: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶର ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଯୋଜନାକୁ ଆଉ ଏକ ବର୍ଷକ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର କ୍ୟାବିନେଟ୍ ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ୨୦୨୦ରେ କରୋନା…
କେରଳ ଖବରଦାତା ସିଦ୍ଧିକି କପ୍ପାନଙ୍କୁ ମିଳିଲା ଜାମିନ
ଲକ୍ଷ୍ନୌ,୨୩ା୧୨: କେରଳର ଖବରଦାତା ସିଦ୍ଦିକି କପ୍ପାନଙ୍କୁ ମିଳିଲା ଜାମିନ। ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ କେରଳର ସାମ୍ବାଦିକ ସିଦ୍ଦିକି କପ୍ପାନ ୨ ବର୍ଷ ଧରି ଉତ୍ତରପ୍ରଦେଶ ଜେଲ୍ରେ ଥିଲେ। ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇବର୍ଷ ପୂର୍ବରୁ…
ରାଜାଙ୍କ ସିଂହାସନ ଯାଏ ଆମେ ଆସିଗଲୁ: ରାହୁଲ
ନୂଆଦିଲ୍ଲୀ,୨୩।୧୨: ହରିୟାଣା-ଦିଲ୍ଲୀ ସୀମାରେ ପହଞ୍ଚିଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଶନିବାର ଦିଲ୍ଲୀର ବଦରପୁର ସୀମାରୁ ଏହି ଯାତ୍ରା ଆଗକୁ ବଢ଼ିବ। ତେବେ ଏହି ଅବସରରେ ଭାରତର ସ୍ବର ସହ ରାଜାଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଛୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।…
ସଂସଦ ବାହାରେ ଗୀତ ଗାଇଲେ ଫାରୁକ୍
ନୂଆଦିଲ୍ଲୀ,୨୩।୧୨: ଲୋକ ସଭା ଏମ୍ପି ଫାରୁକ୍ ଅବଦୁଲ୍ଲା ଫିଲ୍ମ ‘ମେରା ନାମ ଜୋକର’ର ଏକ ପ୍ରସିଦ୍ଧ ଗୀତ ଗାଇଛନ୍ତି। ଶୁକ୍ରବାର ସଂସଦ ବାହାରେ ଖବରଦାତାଙ୍କ ସହ ଆଲୋଚନା କରୁଥିବା ବେଳେ ଜିନା ୟହାଁ, ମରନା ୟହାଁ…ଇସକେ ସିବା ଜାନା କାହାଁ ଗୀତ…
ସେନା ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ: ୧୬ ମୃତ
ଗ୍ୟାଙ୍ଗଟକ,୨୩।୧୨: ଭାରତ-ଚାଇନା ସୀମା ଉତ୍ତର ସିକିମ ଜେମାଠାରେ ଶୁକ୍ରବାର ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାରତୀୟ ସେନାର ଏକ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଘାଇକୁ ଖସିପଡିଛି। ଫଳରେ ୧୬ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…
Archives


