ଜାତୀୟ

ଅମିତାଭଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ମମତା

କୋଲକାତା,୧୫।୧୨: ପଶ୍ଚିମବଙ୍ଗର କୋଲକାତାରେ ଗୁରୁବାର ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଅଭିନେତା ଅମିତାଭ ବଚ୍ଚନ, ଜୟା…

କେସିଆରଙ୍କୁ ଟାର୍ଗେଟ୍‌ କଲେ ନଡ୍ଡା

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇତିମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୁରୁବାର ତେଲେଙ୍ଗାନାର…

ଅତୀତ ସହିତ ତୁଳନା କର ନାହିଁ : ରାହୁଲ

ଦୌସା,୧୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର କର୍ମୀ ଏବଂ ସମର୍ଥକଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନର ଦୌସା ଜିଲାରେ ପହଞ୍ଚିଛି। ଏହି ଅବସରରେ ଜଣେ କଂଗ୍ରେସ ନେତା ରାହୁଲଙ୍କୁ ମହାତ୍ମା…

କଲେଜିୟମ ବ୍ୟବସ୍ଥାକୁ ନେଇ ମନ୍ତବ୍ୟ ରଖିଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: କୋର୍ଟରେ ପଡ଼ିରହିଥିବା ବିଚାରାଧୀନ ମାମଲା ଉପରେ ଗୁରୁବାର ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଗୁରୁତ୍ୱରୋପ କରିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି, ବିଚାରପତି ନିଯୁକ୍ତିରେ ସରକାରଙ୍କ ଏକ ସୀମିତ ଭୂମିକା ରହିଛି। ଦେଶରେ ଆଜିବି…

ଓଲଟିଲା ସ୍କୁଲ୍‌ ବସ୍‌: ୧୮ ଆହତ

ବେଙ୍ଗାଲୁରୁ,୧୫।୧୨: କର୍ନାଟକର ଶିବମୋଗ୍ଗା ଜିଲା ସାଗର ତାଲୁକର ତୁମାରି ନିକଟ ଭାକ୍କୋଡିରେ ଏକ ସ୍କୁଲ୍‌ ବସ୍‌ ଓଲଟି ପଡିଛି। ଫଳରେ ୧୮ ଜଣ ଛାତ୍ର ଏବଂ ତିନିଜଣ ଶିକ୍ଷକ ଆହତ ହୋଇଛନ୍ତି। ବସ୍‌ରେ ୪୭ ଜଣ ଛାତ୍ର ଥିଲେ। ଖବରପାଇ ପୋଲିସ…

ଭଗବାନ ବିଷ୍ଣୁଙ୍କୁ ବିବାହ କରି ଚର୍ଚ୍ଚାରେ ଯୁବତୀ, ସିନ୍ଦୂର ବଦଳରେ ସିନ୍ଥିରେ ଭରିଲେ ଚନ୍ଦନ

ଆଜିକାଲି ଅଜବ ବିବାହ ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି। କିଏ ନିଜକୁ ତ କିଏ ଗଛ, କଣ୍ଢେଇ ଆଦିକୁ ଜୀବନସାଥୀ କରିଥିବା ଦେଖାଯାଇଛି। ଏହି କ୍ରମରେ ଜୟପୁରର ଜଣେ ଯୁବତୀ ଭଗବାନ ବିଷ୍ଣୁଙ୍କୁ ଜୀବନସାଥୀ ରୂପରେ ବାଛିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ…

ଭାରତ ଛଡା କୌଣସି ଦେଶ ଚାଇନାକୁ ସାମ୍ନା କରିପାରିବ ନାହିଁ: ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୫।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏକ ଚିନ୍ତାର ବିଷୟ ଏବଂ ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରାଯିବା ଉଚିତ୍‌ ନୁହେଁ ବୋଲି ଜର୍ମାନ ରାଷ୍ଟ୍ରଦୂତ…

ବାୟୁସେନାର ଶକ୍ତି ପ୍ରଦର୍ଶନ, ଫ୍ରାନ୍ସରୁ ଆସିଲା ୩୬ ତମ ରାଫାଲ

ନୂଆଦିଲ୍ଲୀ,୧୫ ।୧୨: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଗୁରୁବାର ଭାରତୀୟ ବାୟୁସେନାର ଶକ୍ତି ଆହୁରି ମଜଭୁତ ହୋଇଛି । ଭାରତୀୟ ବାୟୁସେନାରେ ଆଉ ଏକ ରାଫାଲ ବିମାନ ସାମିଲ ହୋଇଛି । ଫ୍ରାନ୍ସ ସହ ହୋଇଥିବା ରାଫାଲ…

ଏସିଡ ବିକିବାକୁ ନେଇ ଆମାଜନ, ଫ୍ଲିପ୍‌କାର୍ଟକୁ ନୋଟିସ

ନୂଆଦିଲ୍ଲୀ,୧୫।୧୨: ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ। ଦିଲ୍ଲୀରେ ଜଣେ ଝିଅ ଉପରେ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ସ୍ବାତୀ…

ପ୍ରେମିକାଙ୍କୁ ହତ୍ୟା କଲେ ଲିଭ୍‌-ଇନ୍‌-ପାର୍ଟନର

ଥିରୁଭାନନ୍ତପୁରମ୍‌,୧୫ା୧୨: କେରଳରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲା ସମ୍ପର୍କରେ ପୋଲିସ କହିଛି, ଗୁରୁବାର ସକାଳେ ଓ୍ବାଝାଲିଆ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ୪୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ୍‌-ଇନ୍‌-ପାର୍ଟନର ହତ୍ୟା କରିଛନ୍ତି। ସିନ୍ଧୁ ନାମକ ମୃତା…

ମୁଖତାର ଅଂସାରିଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୧୦ ବର୍ଷ ଜେଲ

ଗାଜିପୁର,୧୫ ।୧୨; ମଉର ପୂର୍ବତନ ବିଧାୟକ ଓ ମାଫିଆ ମୁଖତାର ଅଂସାରିଙ୍କୁ ଗୁରୁବାର କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁର୍ବତନ ବିଧାୟକଙ୍କୁ ଏହି ସଜା ଗାଜିପୁରର ଏମପି-ଏମଏଲଏ କୋର୍ଟ ଶୁଣାଇଛନ୍ତି । କୋର୍ଟରେ ଗୁରୁବାର ଗ୍ୟାଙ୍ଗଷ୍ଟର…

ନବ ବିବାହିତ ଯୋଡିଙ୍କୁ ରୋଜଗାର ଦେବେ ସରକାର

ଲକ୍ଷ୍ନୌ,୧୫ ।୧୨: ଉତ୍ତର ପ୍ରଦେଶର ପରିବହନ ରାଜ୍ୟମନ୍ତ୍ରୀ ଦୟାଶଙ୍କର ସିଂ କହିଛନ୍ତି ରାଜ୍ୟ ସରକାର ନବ ବିବାହିତ ଯୋଡିଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି ଓ ରୋଜଗାର ଯୋଗାଇ ଦେବେ । ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂ ବୁଧବାର ବଲିୟା ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri