ଜାତୀୟ

୧୫୫ ଦେଶର ପବିତ୍ର ନଦୀ ଜଳରେ ରାମଲାଲାଙ୍କ ହେବ ଜଳାଭିଷେକ

ଲକ୍ଷ୍ନୌ,୭।୪: ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ପାକିସ୍ଥାନ, ଚାଇନା, ଇରାନ, ଆରବ ଦେଶ, ଆମେରିକା ସମେତ…

ଭାଜପାରେ ସାମିଲ ହେଲେ କିରଣ ରେଡ୍ଡୀ

ନୂଆଦିଲ୍ଲୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ…

ରାହୁଲ-ପ୍ରିୟଙ୍କାଙ୍କ ପରେ ଖାର୍ଗେଙ୍କୁ ଭେଟିଲେ ନବଜୋତ ସିଦ୍ଧୁ

ନୂଆଦିଲ୍ଲୀ,୭।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁ କଂଗ୍ରେସ ନେତାଙ୍କ ସହ ଭେଟିବାର ପ୍ରକ୍ରିୟା ଜାରି ରଖିଛନ୍ତି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିବା ବେଳେ ଶୁକ୍ରବାର ଦିଲ୍ଲୀେରେ କଂଗ୍ରେସ…

ଭାଜପାରେ ସାମିଲ ହୋଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ଅମରାବତୀ,୭।୪: କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି , ରେଡ୍ଡୀ ଗତ କିଛି ଦିନ…

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ଗାଜିଆବାଦ,୭।୪: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସମର ସିଂଙ୍କୁ ଗାଜିଆବାଦର ନନ୍ଦଗ୍ରାମ ଥାନା ଅଞ୍ଚଳରୁ ଗୁରୁବାର ରାତିରେ ଗିରଫ କରିଛି। ଗାଜିଆବାଦ ପୋଲିସ…

ଦେଶରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୫୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ। ଶୁକ୍ରବାର ଆସିଥିବା ସଂଖ୍ୟା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ମିଳିଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ…

ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷିତ ହେବା ଆବଶ୍ୟକ: ଜେଲରେ ଥାଇ ଚିଠି ଲେଖିଲେ ସିସୋଡିଆ

ନୂଆଦିଲ୍ଲୀ,୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢା ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତିହାର ଜେଲରେ ଥାଇ ସିସୋଡିଆ ଦେଶ ପାଇଁ ଏକ ଚିଠି…

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୭।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଅମିତ ଶାହା କୌଶମ୍ବି ଉତ୍ସବ-୨୦୨୩ର ଉଦ୍‌ଘାଟନ କରିବେ ଏବଂ ଆଜମଗଡ଼ରେ ୪,୫୬୭ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ…

ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି

ରାଞ୍ଚି,୭।୪: ଠକେଇ ଓ ଚେକ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଝାଡଖଣ୍ଡର ଫିଲ୍ମ ପ୍ରଡ୍ୟୁସର ଅଜୟ କୁମାର ସିଂ ଅମୀଷା ପଟେଲ…

୧୨ ମିନିଟ୍‌ରେ ୫୦ ଲକ୍ଷ କୋଟିର ବଜେଟ ଗୃହୀତ କରାଇନେଲେ: ଖାର୍ଗେ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗଣତାନ୍ତ୍ରିକ ନିୟମାନୁଯାୟୀ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ସୁଯୋଗ ଦେଉ ନ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ବିରୋଧୀ ଗୃହକୁ ଅଚଳ କରି ରଖିଥିବା ଭାଜପା ଅଭିଯୋଗ…

ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ହନୁମାନ ଜୟନ୍ତୀ

କୋଲକାତା,୭।୪: ପଶ୍ଚିମବଙ୍ଗରେ ହନୁମାନ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହୋଇଛି। ତେବେ ରାମ ନବମୀ ମହୋତ୍ସବରେ ଦେଖାଯାଇଥିବା ହିଂସାର ପୁନରାବୃତ୍ତି ନହେବା ପାଇଁ ସୁରକ୍ଷା ବାହିନୀ ପୂରା ରାଜ୍ୟରେ ନଜର ରଖିଥିଲେ। କୋଲକାତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ କେନ୍ଦ୍ରୀୟ ସଶସ୍ତ୍ର…

ଉତ୍ପାଦନ ଶେୟାରିଂ ରାଜିନାମାକୁ ଅନୁମୋଦନ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଓଏନଜିସି-ଓଆଇଏଲର ନାମାଙ୍କନ କ୍ଷେତ୍ର, ନୂଆ ଅନ୍ବେଷଣ ଲାଇସେନ୍ସିଂ ନୀତି (ଏନଇଏଲପି) ବ୍ଲକ୍‌ ଏବଂ ପୂର୍ବ-ଏନଇଏଲପି ବ୍ଲକରୁ ଉତ୍ପାଦିତ ଗ୍ୟାସ ପାଇଁ ସଂଶୋଧିତ ଘରୋଇ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?