ଜାତୀୟ

ଅଯୋଧ୍ୟାରୁ ନୂଆ ଶକ୍ତି ନେଇ ମହାରାଷ୍ଟ୍ର ଫେରିବୁ: ଶିନ୍ଦେ

ଅଯୋଧ୍ୟା,୧୦ା୪: ଶିବସେନା ଏବଂ ଭାଜପାର ଚିନ୍ତାଧାରା ସମାନ। ଆସନ୍ତା ବର୍ଷ ସମଗ୍ର ମହାରାଷ୍ଟ୍ରରେ ଦୁଇ ଦଳର ଗୈରିକ ପତାକା ଉଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଅଯୋଧ୍ୟାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ…

ଅକ୍ଷରା ଥିଏଟର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କ ପରଲୋକ

ନୂଆଦିଲ୍ଲୀ, ୧୦ା୪: କିମ୍ବଦନ୍ତୀ ଥିଏଟର ଅଭିନେତ୍ରୀ ତଥା ଦିଲ୍ଲୀର ଖ୍ୟାତନାମା ଅକ୍ଷରା ଥିଏଟରର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନରେ ଜନ୍ମିତ ଜଲାବାଳା…

ଘୃଣା ମନ୍ତବ୍ୟ: କାଜଲ ହିନ୍ଦୁସ୍ତାନୀ ଗିରଫ

ନୂଆଦିଲ୍ଲୀ, ୧୦ା୪: ଗୁଜରାଟର ଉନା ସହରରେ ରାମନବମୀ ଅବସରରେ ଘୃଣିତ ଭାଷଣ ଦେଇଥିବା ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା କାଜଲ ହିନ୍ଦୁସ୍ତାନୀଙ୍କୁ ରବିବାର ଗିରଫ କରାଯାଇଛି। ତାଙ୍କର ଘୃଣିତ ମନ୍ତବ୍ୟକୁ ନେଇ ଏପ୍ରିଲ ୧ରେ ଉନା ସହରରେ ସାମ୍ପ୍ରଦାୟିକ ସଂଘର୍ଷ ଘଟିଥିଲା। ରବିବାର ସକାଳେ…

ସରକାର ବିରୋଧୀ ଗୀତ ପାଇଁ ରାପର ଗିରଫ

ମୁମ୍ବାଇ, ୧୦ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାପର ଉମେଶ ଖାଡ଼େଙ୍କ ଅଶ୍ଳୀଳ ଓ ଅପମାନଜନକ ଗୀତ ରାଜନେତା, କୃଷକ ଓ ସାଧାରଣ…

ପ୍ରକଳ୍ପ ବିଳମ୍ବିତ, ଖର୍ଚ୍ଚ ବଢ଼ୁଛି

ନୂଆଦିଲ୍ଲୀ,୧୦ା୪: ଦେଶର ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସର୍ବାଧିକ ବିଳମ୍ବିତ ହୋଇଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁସାରେ ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ୭୧୭ ପ୍ରକଳ୍ପ ମଧ୍ୟରୁ ୪୦୭ ବିଳମ୍ବିତ ହେଇଥିବାବେଳେ…

ନାବାଳକଙ୍କୁ ଜିଭ ଚାଟିବାକୁ କହିଲେ ଦଲାଇ ଲାମା

ନୂଆଦିଲ୍ଲୀ,୧୦ା୪: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣେ ଭାରତୀୟ ନାବାଳକ ପ୍ରଣାମ କରିବା ପାଇଁ ତଳକୁ ନଇଁ ପଡ଼ିଥିବାବେଳେ ୮୭ ବର୍ଷୀୟ ଦଲାଇ ଲାମା ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏପରି କି…

ଭାରତରେ ବାଘ ସଂଖ୍ୟା ବଢୁଛି

ମହୀଶୂର,୧୦ା୪: ୨୦୨୨ ଗଣନା ଅନୁସାରେ ଭାରତରେ ୩,୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ମହୀଶୂରରେ ଜାରି କରିଥିବା ଟାଇଗର ସେନ୍‌ସସ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟାନୁସାରେ ଦେଶରେ ବାଘସଂଖ୍ୟା ୨୦୦୬ରେ ୧,୪୧୧ ଥିଲା। ୨୦୧୦ରେ ଏହା…

ଶ୍ରୀନଗରରେ ଜି୨୦ ବୈଠକ ଲାଗି ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ,୯ା୪: ଚାଇନା ଏବଂ ପାକିସ୍ତାନର ବିରୋଧ ସତ୍ତ୍ୱେ ଭାରତ ଶ୍ରୀନଗରରେ ଜି୨୦ ବୈଠକ କରିବା ଲାଗି ତାରିଖ ଘୋଷଣା କରିଛି। ଶ୍ରୀନଗରରେ ଜି୨୦ର ବୈଠକ ବନ୍ଦ କରିବା ଲାଗି ପାକିସ୍ତାନ ସରକାର ସାଉଦି ଆରବ, ତୁର୍କୀ ଓ ଚାଇନା ସହ ଲବି…

କେରଳ ଟ୍ରେନ୍‌ ଯାତ୍ରୀ ପୋଡ଼ି ମାମଲାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୯ା୪: କେରଳ ଟ୍ରେନ୍‌ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେବା ମାମଲାରେ ଗିରଫ ଅଭିଯୁକ୍ତ ଶାରୁଖ ସୈଫିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହା ଆତଙ୍କବାଦ ମାମଲା ବୋଲି ସ୍ପଷ୍ଟ ହୋଇଛି। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମାମଲାର…

ସରକାର ବିରୋଧୀ ଗୀତ ଗାଇବା ରାପରଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୯ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପର ଉମେଶ ଖାଡ଼େଙ୍କ ନାମରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ରାପର ଉମେଶ ଅଶ୍ଳୀଳ ଓ ଅପମାନଜନକ ଗୀତ ଗାଇଥିଲେ। ଏହାଦ୍ୱରା ରାଜନେତା, କୃଷକ ଏବଂ…

ନିକୋବରରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ..

ପୋର୍ଟବ୍ଲେୟର,୯।୪ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ ରବିବାର ନିକୋବର ଦ୍ୱୀପପୁଞ୍ଜରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୪.୧ ମାପ କରାଯାଇଥିଲା, ଏହା ଅପରାହ୍ନରେ ୨ଟା…

ଏଏପିର ଡିଗ୍ରୀ ଦେଖାଅ ଅଭିଯାନ: ଆତିଶୀ ଦେଖାଇଲେ ନିଜ ଡିଗ୍ରୀ…

ନୂଆଦିଲ୍ଲୀ,୯।୪ : ଡିଗ୍ରୀ ଦେଖାଅ ଅଭିଯାନ ରବିବାର ଆମ ଆଦମୀ ପାର୍ଟି(ଏଏପି) ଦ୍ୱାରା ଆରମ୍ଭ ହୋଇଛି। ଏକ ଖବରଦାତା ସମ୍ମିଳନୀ କରି ଏଏପି ନେତ୍ରୀ ଆତିଶୀ ଏହି ଅଭିଯାନ ଆରମ୍ଭ କରିଥିଲେ। ସେ କହିଛନ୍ତି ଆଜିଠାରୁ ଆମେ ଏକ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?