ଜାତୀୟ

ଏଏପିର ଡିଗ୍ରୀ ଦେଖାଅ ଅଭିଯାନ: ଆତିଶୀ ଦେଖାଇଲେ ନିଜ ଡିଗ୍ରୀ…

ନୂଆଦିଲ୍ଲୀ,୯।୪ : ଡିଗ୍ରୀ ଦେଖାଅ ଅଭିଯାନ ରବିବାର ଆମ ଆଦମୀ ପାର୍ଟି(ଏଏପି) ଦ୍ୱାରା ଆରମ୍ଭ ହୋଇଛି। ଏକ ଖବରଦାତା ସମ୍ମିଳନୀ କରି ଏଏପି ନେତ୍ରୀ ଆତିଶୀ ଏହି ଅଭିଯାନ ଆରମ୍ଭ କରିଥିଲେ। ସେ କହିଛନ୍ତି ଆଜିଠାରୁ ଆମେ ଏକ ଅଭିଯାନ ଆରମ୍ଭ…

ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ, ୨ ଗିରଫ…

ଶ୍ରୀନଗର,୯।୪ : ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଶନିବାର ଏବଂ ରବିବାର ବିଳମ୍ବିତ ରାତିରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ପାରରୁ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଯବାନଙ୍କ ପକ୍ଷରୁ ଏନେଇ…

କ୍ଷମତା ଲୋଭରେ ବାଲା ସାହେବଙ୍କ ସିନ୍ଧାନ୍ତ ବିରୋଧରେ ଯାଇଥିଲେ ଉଦ୍ଧବ: ଶିନ୍ଦେ…

ଅଯୋଧ୍ୟା,୯।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରବିବାର ରାମଲାଲା ମନ୍ଦିରରେ ପୂଜା କରିଥିଲେ। ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ସମସ୍ତଙ୍କ ଆଶା। ସମସ୍ତେ ଏହି ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କେଜରିଓ୍ବାଲଙ୍କ କାର୍ଯ୍ୟର ଶ୍ରେୟ ନେଉଛନ୍ତି ଉପରାଜ୍ୟପାଳ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୯।୪ : ଆମ ଆଦମୀ ପାର୍ଟି ଦିଲ୍ଲୀର ଉପରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି , ଆପଣ ଗତ କିଛି ଦିନ ଧରି ଦେଖୁଥିବେ ଉପରାଜ୍ୟପାଳ ବିନୟ କୁମାର ସାକସେନା…

ରାଜସ୍ଥାନର ଗେହଲୋଟ ସରକାରଙ୍କ ବିରୋଧରେ ପାଇଲଟଙ୍କ ହଙ୍ଗର ଷ୍ଟ୍ରାଇକ…

ଜୟପୁର,୯।୪ : ରାଜସ୍ଥାନ କଂଗ୍ରେସରେ ପୁଣି ଏକ ନୂଆ ଝଡ଼ ସୃଷ୍ଟି ହେବାକୁ ଯାଉଛି। କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ଉପପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏପ୍ରିଲ ୧୧ ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ହଙ୍ଗର ଷ୍ଟ୍ରାଇକରେ…

ଥରିଲା ଆଣ୍ଡାମାନ ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ପୋର୍ଟ ବ୍ଲେୟାର,୯।୪: ନିକୋବର ଦ୍ୱିପରେ ରବିବାର ଦିନ ପ୍ରାୟ ୨ଟା ୫୯ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।…

୨୦୨୪ ନିର୍ବାଚନୀ ମେଣ୍ଟରେ କଂଗ୍ରେସ ଆଗରେ ରହିବା ଜରୁରୀ: ସିବଲ…

ନୂଆଦିଲ୍ଲୀ,୯।୪ : ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିବଲ କହିଛନ୍ତି , ଭାଜପା ବିରୋଧରେ ୨୦୨୪ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଅନ୍ୟ ରାଜନୈତିକ ଦଳ ସହ ମିଳିତ ମେଣ୍ଟର ଅଂଶ…

କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପୁଣି ଥରେ କଠୋର…

ରାଜଧାନୀ ଏକ୍ସପ୍ରେସରୁ ହଠାତ୍‌ ବାହାରିଲା ଧୂଆଁ

ନୂଆଦିଲ୍ଲୀ,୯।୪: ଚେନ୍ନାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଧୂଆଁ କାରଣରୁ ଆନ୍ଧ୍ର ପ୍ରଦେଶର ନେଲ୍ଲୁର ଜିଲାରେ ରବିବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଟ୍ରେନର ବି-୫ ଡବାରେ ଚକ ନିକଟରେ ଧୂଆଁ ବାହାରିଥିଲା। ଏହାକୁ ଦେଖିବା ପରେ…

ପୁଣି ଟଳିଲା ରାହୁଲଙ୍କ କୋଲାର ରାଲି

ନୂଆଦିଲ୍ଲୀ,୯।୪: କର୍ନାଟକରେ ୧୦ ମେ’ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଲି ପୁଣି ଥରେ ସ୍ଥଗିତ ହୋଇଯାଇଛି। ଏଥର ରାହୁଲଙ୍କ ରାଲି ୧୬ ଏପ୍ରିଲ…

କରୋନା ମୁକାବିଲା: ଏପ୍ରିଲ୍‌ ୧୦-୧୧ରେ ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୯।୪ : ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶର ୩୨ରୁ ଅଧିକ ଜିଲାରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଥିବାବେଳେ ୬୩ରୁ ଅଧିକ ଜିଲାରେ ଏହା ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ,…

ବାଘଙ୍କ ସଂଖ୍ୟା ୩ ହଜାର ଟପିଲା, ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଖ୍ୟା ଜାରି କଲେ ମୋଦି

ନୂଆଦିଲ୍ଲୀ,୯।୪: ଏପ୍ରିଲ ୯ରେ ଦେଶରେ ବାଘଙ୍କ ସଂଖ୍ୟାକୁ ନୂଆ ଫିଗର ମିଳିଯାଇଛି। ପ୍ରୋଜେକ୍ଟ ଟାଇଗର ଆରମ୍ଭ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୌସୁରରେ ହୋଇଥିବା ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ସଂଖ୍ୟାର ନୂଆ ନମ୍ବର ଜାରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?