ଜାତୀୟ

ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ, ପୋକ୍ସୋର ସର୍ବାଧିକ ବିଚାରଧୀନ ମାମଲା ଉତ୍ତରପ୍ରଦେଶରେ…

ନୂଆଦିଲ୍ଲୀ,୧୦।୪ : ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବାରେ ଲାଗିଛି। ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୨୦୦ ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲା ବିଚାରାଧୀନ ଅଛି। ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା ଦେବା (ପୋକ୍ସୋ) ଅଧିନିୟମ ଅନୁଯାୟୀ…

ସ୍ବାମୀଙ୍କୁ ଡରୁଆ-ବେକାର କହିବା, ମାତାପିତାଙ୍କ ଠାରୁ ଅଲଗା କରିବା ହୋଇ ପାରିବ ଛାଡ଼ପତ୍ରର ଆଧାର: ହାଇକୋର୍ଟ…

କୋଲକାତା,୧୦।୪ : ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ କଲିକତା ହାଇକୋର୍ଟ କହିଛନ୍ତି ଯେ ମାନସିକ ନିର୍ଯାତନା ଆଧାରରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇପାରିବେ। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ମାତାପିତାଙ୍କଠାରୁ ଅଲଗା ହେବାକୁ ବାଧ୍ୟ କରନ୍ତି କିମ୍ବା…

ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୧୦ା୪: ଆଦାନୀ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବିରୋଧରେ ମାନହାନି ମାମଲା ଦାଏର କରିବେ ବୋଲି କହିଛନ୍ତି। ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ…

ପିଠିରେ ଛୁରା ଭୁଷିଥିବା ଲୋକେ ବାଲାସାହେବଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ: ଶିନ୍ଦେଙ୍କୁ ସିବଲଙ୍କ ଜବାବ…

ନୂଆଦିଲ୍ଲୀ,୧୦।୪ : ଅଯୋଧ୍ୟା ଗସ୍ତରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପିଠିରେ ଛୁରା ଭୁଷିଥିବା ଲୋକମାନେ ବାଲାସାହେବ ଠାକରେଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ। ଶିବସେନା ନେତା…

କରୋନା ସ୍ଥିତି ଅସମ୍ଭାଳ: ସକ୍ରିୟ ମାମଲା ୪୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଆଜିଠାରୁ ଭାରତ-ଆମେରିକା ମିଳିତ ସମରାଭ୍ୟାସ…

କୋଲକାତା,୧୦।୪ : ଚାଇନା ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଏବଂ ଭାରତର ସ୍ବତନ୍ତ୍ର ବାହିନୀ ସୋମବାର ଠାରୁ ଫରଓ୍ବାର୍ଡପାଷ୍ଟଅଞ୍ଚଳରେ ଯୁଦ୍ଧ ବିମାନ ଚଳାଚଳ ପାଇଁ ତାଲିମ କେନ୍ଦ୍ରରେ ମିଳିତ ସମରାଭ୍ୟାସଆରମ୍ଭ କରିବେ। ତଥାପି, କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା…

କରୋନା ମୁକାବିଲା: ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୧୦।୪ : ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ୧୦ ଏବଂ ୧୧ ଏପ୍ରିଲରେ ଜାତୀୟ ସ୍ତରରେ ଏକ ମକ ଡ୍ରିଲ ଆୟୋଜନ କରାଯାଇ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ନଜର ରଖାଯିବ। ମକ ଡ୍ରିଲରେ ଆଇସିୟୁ ଶଯ୍ୟା, ଚିକିତ୍ସା…

ରାହୁଲ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟନ୍ତି: ଗୁଲାମ ନବୀ…

ନୂଆଦିଲ୍ଲୀ,୧୦।୪ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟିଛନ୍ତି। ଯଦିଓ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। କିନ୍ତୁ ଗୁଲାମ ନବୀଙ୍କ ଦାବି ଉପରେ…

କେନ୍ଦ୍ର ବିରୋଧରେ ୧ କୋଟି ପତ୍ର ଅଭିଯାନ ଆରମ୍ଭ କରିବ ଟିଏମ୍‌ସି

ନୂଆଦିଲ୍ଲୀ, ୧୦ା୪ : ପଶ୍ଚିମବଙ୍ଗକୁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ପାଣ୍ଠି ଯୋଗାଉ ନ ଥିବାରୁ ଏହାର ପ୍ରତିବାଦରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନୂଆ ଅଭିଯାନ ଘୋଷଣା କରିଛି। କେନ୍ଦ୍ରୀୟ ପାଣ୍ଠିରୁ ପଶ୍ଚିମବଙ୍ଗ ଭାଗ ଦାବି କରି ରାଜ୍ୟର ଜନସାଧାରଣ…

ବି.ଏନ୍‌. ଚନ୍ଦ୍ରାପ୍ପା କର୍ନାଟକ କଂଗ୍ରେସ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ, ୧୦ା୪ : ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ପୂର୍ବତନ ଏମ୍‌ପି ବି.ଏନ୍‌. ଚନ୍ଦ୍ରାପ୍ପାଙ୍କୁ ରବିବାର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ପୂର୍ବତନ ଏମ୍‌ପି ଧ୍ରୁବନାରାୟଣଙ୍କ ପରଲୋକ ପରେ ସେଠାରେ କାର୍ଯ୍ୟକାରୀ ସଭାପତି ପଦ ଖାଲି…

ଆଦାନୀ ଗ୍ରୁପ୍‌କୁ ବନ୍ଦର ଚଳାଇବା ଅନୁମତି ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ, ୧୦ା୪(ପି.ଟି.): ଚାଇନା ସହ ସମ୍ପୃକ୍ତି ଥିବା ଆଦାନୀ ଗ୍ରୁପ୍‌କୁ ଭାରତରେ ବନ୍ଦର ପରିଚାଳନା ଅନୁମତି ଦିଆଯାଇଥିବାରୁ ଏହା ଉପରେ କଂଗ୍ରେସ ରବିବାର ପ୍ରଶ୍ନ ଉଠାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଗଣମାଧ୍ୟମ ରିପୋର୍ଟ ଦେଖାଇ କେନ୍ଦ୍ର ସରକାରଙ୍କୁ…

ଡିଗ୍ରୀ ବିବାଦକୁ ପାଓ୍ବାରଙ୍କ ସମାଲୋଚନା

ମୁମ୍ବାଇ, ୧୦ା୪ : ନେତାମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗ ଉଠାଉଥିବା ଲୋକଙ୍କୁ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସମାଲୋଚନା କରିଛନ୍ତି। ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏହା ପରିବର୍ତ୍ତେ ଡିଗ୍ରୀ ପ୍ରସଙ୍ଗ ଉଠାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?