କର୍ନାଟକ ନିର୍ବାଚନ ପୂର୍ବରୁ ଓସ୍କାର ଓ୍ବିନିଂ ସଙ୍ଗ ‘ନାଟୁ ନାଟୁ’ ହେଲା ‘ମୋଦି ମୋଦି’, ଭାଇରଲା ହେଉଛି ଭିଡିଓ
ବେଙ୍ଗାଲୁରୁ,୧୨।୪: ଗତ ମାସରେ ଲସ ଆଞ୍ଜେଲସରେ ହୋଇଥିବା ୯୫ ତମ ଓସ୍କାର ସେରିମନିରେ ତେଲଗୁ ମୁଭି ‘ଆରଆରଆର’ର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରିଜନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ଏହା ପୂର୍ବରୁ ‘ନାଟୁ ନାଟୁ’କୁ ଗୋଲଡନ ଗ୍ଲୋବ୍ସ ଆଓ୍ବାର୍ଡରେ ବେଷ୍ଟ ଅରିଜନାଲ…
ଅମ୍ରିତପାଲଙ୍କ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର,ପଞ୍ଜାବ ପୋଲିସର ଘୋଷଣା
ଚଣ୍ଡିଗଡ,୧୨।୪: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ପାଖାପାଖି ୨୬ ଦିନ ହେବ ଫେରାର ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ପଞ୍ଜାବ ପୋଲିସ କ୍ରମାଗତ ଭାବରେ ସର୍ଚ୍ଚ ଅପରେଶନ ଜାରି ରଖିଛି, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ…
ବଠିଣ୍ଡା ମିଲିଟ୍ରି ଷ୍ଟେଶନ ଫାୟରିଂ ଘଟଣାର ଅଭିଯୁକ୍ତ ଯବାନ ଗିରଫ, ପଚରା ଉଚରା ଜାରି
ଚଣ୍ଡିଗଡ଼,୧୨।୪: ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ବୁଧବାର ସକାଳ ପ୍ରାୟ ସାଢେ ୪ଟା ସମୟରେ ଫାୟରିଂ ହୋଇଥିବା ଖବର ଆସିଥିଲା। ଏଥିରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ଏବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫାୟରିଂ କରିଥିବା…
ଏପ୍ରିଲ ୧୪ରେ ଆସାମ ଯିବେ ପ୍ରଧାନମନ୍ତ୍ରୀ, ୧୪କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପର କରିବେ ଉଦ୍ଘାଟନ
ନୂଆଦିଲ୍ଲୀ,୧୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୪ରେ ଆସାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୪,୩୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଗୁଆହାଟୀ ଏମ୍ସ ଏବଂ ଆସାମର ଅନ୍ୟ ତିନୋଟି…
ବିରୋଧୀଙ୍କୁ ଏକଜୁଟ ଯୋଜନା: ନୀତୀଶ-ତେଜସ୍ବୀଙ୍କ ବୈଠକରେ ରାହୁଲ…
ନୂଆଦିଲ୍ଲୀ,୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବୁଧବାର ଦିଲ୍ଲୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସମୟରେ ଖାର୍ଗେଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ବିରୋଧୀ…
‘ଆପଣଙ୍କ ଦୁଇ ହାତରେ ଲଡୁ’, ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଦେଲେ ବାର୍ତ୍ତା- ଜଣେ ବନ୍ଧୁ ଭାବେ…
ନୂଆଦିଲ୍ଲୀ,୧୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ-ଆଜମେର ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ କଥା ଉଠାଇଛନ୍ତି। ସେ ଗେହଲୋଟଙ୍କୁ ତାଙ୍କର ପ୍ରିୟ ମିତ୍ର ବୋଲି କହିବା ସହ କହିଥିଲେ ଆପଣଙ୍କ ଦୁଇ ହାତରେ…
ମାତୃତ୍ୱ ଅବକାଶ ଆଇନକୁ ଏସସିରେ ଚ୍ୟାଲେଞ୍ଜ: ପୋଷ୍ୟ ସନ୍ତାନଙ୍କ ପାଇଁ ଭେଦଭାବପୂର୍ଣ୍ଣ ଅଭିଯୋଗ…
ନୂଆଦିଲ୍ଲୀ,୧୨।୪ : ସୁପ୍ରିମକୋର୍ଟରେ ମାତୃତ୍ୱ ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ପୋଷ୍ୟ ସନ୍ତାନମାନଙ୍କ ପାଇଁ ମାତୃତ୍ୱ ଅବକାଶ ନିୟମ ଭେଦଭାବପୂର୍ଣ୍ଣ ବୋଲି ଅଭିଯୋଗ କରାଯାଇଛି। ୨୮ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏଥିରେ…
ଡିଫେନ୍ସ କଲୋନୀ ସ୍କୁଲରେ ବୋମା ଆତଙ୍କ: ଇ-ମେଲରେ ଧମକ ମିଳିବା ପରେ ପହଞ୍ଚିଲା ବମ୍ ସ୍କ୍ବାଡ୍…
ନୂଆଦିଲ୍ଲୀ,୧୨।୪ : ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଦ ଇଣ୍ଡିଆନ ସ୍କୁଲରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଭିଭାବକ ଏବଂ ପିଲାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ଭିତରେ ଏକ ବୋମା ଲଗାଯାଇଥିବା ଧମକ ମିଳିବାରେପରେ…
ପିତାଙ୍କ ଉପନାମ ଥିବା ଲୋକଙ୍କୁ ମିଳିବନି ଆଦିବାସୀ ପ୍ରମାଣପତ୍ର…
ଶିଲଂ,୧୨।୪ : ମେଘାଳୟର ଏକ ଜିଲା ପରିଷଦ ମାତୃକେନ୍ଦ୍ରିକ ବ୍ୟବସ୍ଥାକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପାରମ୍ପାରିକ ଖାସି ଗ୍ରାମ ମୁଖିଆମାନଙ୍କୁ କେବଳ ସେମାନଙ୍କ ମାତାଙ୍କର ଉପନାମ ବ୍ୟବହାର କରୁଥିବା ଲୋକଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ…
ଭୂତ ପିଲା ଖାଉଛନ୍ତି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି: ପଶ୍ଚିମବଙ୍ଗ ସରକାର ହରଡ଼ଘଣାରେ…
କୋଲକାତା,୧୨।୪ : ମଧ୍ୟାହ୍ନ ଭୋଜନ ମାମଲାରେ ପଶ୍ଚିମବଙ୍ଗର ସମସ୍ୟା ବଢ଼ିିପାରେ ବୋଲି କୁହାଯାଉଛି। ରାଜ୍ୟରେ ହିସାବଠାରୁ ଅଧିକ ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି କିଏ ଖାଉଛି…
ରାମ ମନ୍ଦିର ନିର୍ମାଣ କେନ୍ଦ୍ର ସରକାରଙ୍କ ଯୋଗୁ ନୁହେଁ ସୁପ୍ରିମ୍କୋର୍ଟଙ୍କ ଯୋଗୁ ସମ୍ଭବ ହୋଇଛି: ଆଦିତ୍ୟ ଠାକରେ…
ହାଇଦ୍ରାବାଦର ,୧୨।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଶାସକ ଶିବସେନାର ସହଯୋଗୀ ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ନେତା କହିଛନ୍ତି ଯେ…
କର୍ନାଟକ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବା ପରେ ଭାଜପାକୁ ଦ୍ୱିତୀୟ ଝଟକା, ଦଳ ଛାଡିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ ସମୟ ରହିଛି। କର୍ନାଟକର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦିଙ୍କୁ ଅଥାନି ନିର୍ବାଚନ ମଣ୍ଡଳୀରୁ ଟିକେଟ ନ ମିଳିବାରୁ ସେ ନାରାଜ ଥିବା ବେଳେ, ଏବେ ସେ ବିଧାନ ପରିଷଦ…

