ଜାତୀୟ

ଗେହଲଟ-ପାଇଲଟଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବା ପାଇଁ ପ୍ରସ୍ତୁତି କରୁଛି କଂଗ୍ରେସ

ଜୟପୁର,୧୨।୪: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ନେତା ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ପୁଣି ଥରେ ସାମ୍ନାକୁ ଆସିବା ପରେ ରାଜସ୍ଥାନରେ ଏକ ବଡ଼ ପରିବର୍ତ୍ତନ ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ସୂଚନାନୁସାରେ, ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ…

ପ୍ରୟାଗରାଜରେ ପହଞ୍ଚିଲେ ଅତିକ ଅହମଦ, ଆଜି କୋର୍ଟରେ ହେବେନି ହାଜର

ଲକ୍ଷ୍ନୌ,୧୧।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅତିକ ଅହମଦଙ୍କୁ ୨୮ ଘଣ୍ଟା ମଧ୍ୟରେ ସାବରମତି ଜେଲରୁ ପ୍ରୟାଗରାଜ ଅଣାଯାଇଛି। ହେଲେ ଅତିକଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ ନାହିଁ। ଉତ୍ତରପ୍ରଦେଶ ପୋଲିସର ଏକ ଟିମ ଅତିକଙ୍କୁ ନେଇ ବୁଧବାର…

ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷ ତାଲିକାରେ ରହିଛି ଜଗମୋହନ ରେଡ୍ଡୀଙ୍କ ନାଁ, ସମ୍ପତ୍ତିର ମୂଲ୍ୟ…

ହାଇଦ୍ରାବାଦ,୧୨ା୪: : ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ…

କିଏ କଣ କରୁଛି, କିଛି ଫରକ ପଡିବନି: ସଚିନ ପାଇଲଟଙ୍କ ଅନଶନ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ

ଜୟପୁର,୧୨।୪: କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ଜୟପୁରର ଶହୀଦ ସ୍ମାରକରେ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଥିଲେ। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ ତଦନ୍ତ ଦାବି କରିଥିଲେ।…

ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ମମତା

କୋଲକାତା,୧୨ା୪: ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ…

ଲାଲୁଙ୍କ ଆଉ ଜଣେ ଝିଅଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୨ା୪: ଚାକିରି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପିଛା ଛାଡୁନି ସମସ୍ୟା। ସୂଚନାନୁଯାୟୀ, ଲାଲୁଙ୍କ ଆଉ ଜଣେ ଝିଅ ମଧ୍ୟ ଇଡି ନଜରକୁ ଆସିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବା…

ଆଗାମୀ ୧୦-୧୨ ଦିନ ମଧ୍ୟରେ ବଢିପାରେ କରୋନା ସଂକ୍ରମଣ, ହେଲେ…

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ସଂକ୍ରମଣ ଏଣ୍ଡେମିକ ଷ୍ଟେଜ ଆଡକୁ ଗତି କରୁଛି। ଆସନ୍ତା ୧୦-୧୨ ଦିନ ମଧ୍ୟରେ ଏହି ମାମଲା ବଢିପାରେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଣ୍ଡେମିକର ଅର୍ଥ ହେଉଛି ସଂକ୍ରମଣ ଏବେ ଆମରି ଭିତରେ…

ପାଟନା ଏୟାର ପୋର୍ଟରେ ବୋମା ଆତଙ୍କ

ପାଟନା,୧୨।୪: ବିହାରର ପାଟନା ଏୟାରପୋର୍ଟରେ ବୋମା ଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଦେଖାଦେଇଥିଲା। ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ହେଲେ ସେଠାରୁ ସେମିତି କିଛି ମିଳି ନାହିଁ। ଏବେ ପାଟନା ଏସଏସପି…

କଂଗ୍ରେସର ‘ହାତ’ ଛାଡି ପଦ୍ମ ଧରିଲେ ରାଜନନ୍ଦିନି

ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ବୁଧବାର ଅର୍ଥାତ୍‌ ୧୨ ଏପ୍ରିଲରେ କଂଗ୍ରେସକୁ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସ୍ପିକର କାଗୋଡୁ ଥିମ୍ମପ୍ପାଙ୍କ ଝିଅ ଡା.…

ଅଜମୈର-ଦିଲ୍ଲୀରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଜମୈର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଜୟପୁରର ରେଳ ଷ୍ଟେଶନରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖିଛନ୍ତି।…

ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର,୧୨।୪: ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା। ବୁଧବାର ପୂର୍ବାହ୍ନ ୧୦ଟା୧୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଳରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଯୋଗୁ…

କର୍ନାଟକ ନିର୍ବାଚନ ପୂର୍ବରୁ ଓସ୍କାର ଓ୍ବିନିଂ ସଙ୍ଗ ‘ନାଟୁ ନାଟୁ’ ହେଲା ‘ମୋଦି ମୋଦି’, ଭାଇରଲା ହେଉଛି ଭିଡିଓ

ବେଙ୍ଗାଲୁରୁ,୧୨।୪: ଗତ ମାସରେ ଲସ ଆଞ୍ଜେଲସରେ ହୋଇଥିବା ୯୫ ତମ ଓସ୍କାର ସେରିମନିରେ ତେଲଗୁ ମୁଭି ‘ଆରଆରଆର’ର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରିଜନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ଏହା ପୂର୍ବରୁ ‘ନାଟୁ ନାଟୁ’କୁ ଗୋଲଡନ ଗ୍ଲୋବ୍ସ ଆଓ୍ବାର୍ଡରେ ବେଷ୍ଟ ଅରିଜନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?