ଜାତୀୟ

କେଶବ ମହିନ୍ଦ୍ରାଙ୍କ ପରଲୋକ…

ନୂଆଦିଲ୍ଲୀ,୧୨।୪ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ତଥା ଦେଶର ସର୍ବ ପୁରାତନ ବିଲିୟନେୟାର କେଶବ ମହିନ୍ଦ୍ରାଙ୍କର ବୁଧବାର ୯୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୬୨ ରୁ ୨୦୧୨ ପର୍ଯ୍ୟନ୍ତ ୪୮ ବର୍ଷ ଧରି ମହିନ୍ଦ୍ରା…

କାର୍ଯ୍ୟରେ ଯୋଗ ଦେଉ ନ ଥିବା ପାଇଲଟଙ୍କୁ ଆଲାଇନ୍ସ ଏୟାରର କାରଣ ଦର୍ଶାଅ ନୋଟିସ ଜାରି…

ନୂଆଦିଲ୍ଲୀ,୧୨।୪ : ଲଗାତାର ଦୁଇ ଦିନ ଧରି କାର୍ଯ୍ୟରେ ଯୋଗ ନ ଦେଇଥିବାରୁ ଆଲାଇନ୍ସ ଏୟାର ଏହାର ପାଇଲଟମାନଙ୍କୁ ସୋ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, ପାଇଲଟମାନେ ସୋମବାର ଷ୍ଟ୍ରାଇକ କରିଥିଲେ ଯାହା ମଙ୍ଗଳବାର…

ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି। କିସି କା ଭାଇ କିସି କା…

କରୋନା ସ୍ଥିତି ସଙ୍କଟ ଜନକ : ୮ ହଜାର ମୁହାଁ ଦୈନିକ ସଂକ୍ରମଣ, ୪୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଅଖିଳେଶ, ମାୟାବତୀଙ୍କୁ ବଡ ଝଟକା ଦେଲେ ଓମ ପ୍ରକାଶ ରାଜଭର

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଝଡ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଭାସପା ମୁଖ୍ୟ ଓମପ୍ରକାଶ ରାଜଭର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କୁ ବଡ ଝଟକା ଦେଇଛନ୍ତି। ଉଭୟ…

‘ଭାଜପାର ମୁସଲମାନ ପ୍ରେମ ପୁତନା ମାଉସୀ ପରି’, ସାମନାରେ ରାଜନୈତିକ ଯୁଦ୍ଧ

ମୁମ୍ବାଇ,୧୨।୪: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ‘ନବକବ୍ବାଲ’ କୁହାଯାଇ ଟାର୍ଗେଟ କରାଯାଇଛି। ଏହି ନାମର ଟାଇଟଲ ସାହାଯ୍ୟରେ ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ଭାଜପାକୁ ଶୁଫିଆନା ଷ୍ଟାଇଲେ ଅପମାନିତ କରାଯାଇଛି। ସମ୍ପାଦକୀୟରେ ଭାଜପାକୁ କପଟି,…

ଭାଜପା କହିଲା ଲଢ଼ନି, ଚ୍ୟାଲେଞ୍ଜ କଲେ ଶେଟ୍ଟାର

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୨ା୪: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ମାସେରୁ କମ୍‌ ସମୟ ବାକି ଥିବାବେଳେ ମଙ୍ଗଳବାର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ୧୮୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗ୍‌ଗାଓଁ…

ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଫାୟରିଂ, ୪ ଯବାନ ମୃତ, ସେନା କହିଲା ନୁହେଁ ଆତଙ୍କବାଦୀ ଘଟଣା

ଚଣ୍ଡିଗଡ଼,୧୨।୪: ପଞ୍ଜାବର ବଠିଣ୍ଡା ସ୍ଥିତ ଆର୍ମି ଏରିଆରେ ଫାୟରିଂ ହୋଇଛି। କ୍ୟାଣ୍ଟେନମେଣ୍ଟ ଏରିଆକୁ ସିଲ କରି ଦିଆଯାଇଛି। ଛାଓ୍ବନିରେ ଏହି ଘଟଣା ପରେ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଣ୍ଟରେ ଫାୟରିଂ…

ତେଜସ୍ବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ, ୧୨।୪: ଚାକିରି ପାଇଁ ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ୯ ଘଣ୍ଟା ଜେରା କରିଛି। ଜେରା ପରେ ଗଣମାଧ୍ୟମକୁ ତେଜସ୍ବୀ କହିଛନ୍ତି, ବିହାରରେ…

ସିସିଟିଭି ସଂଯୋଗ ନେଇ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨ା୪ : କୋର୍ଟ ପରିସରରେ ସିସିଟିଭି ଲଗାଇବା କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଆମିକସ୍‌ କ୍ୟୁରି ସିଦ୍ଧାର୍ଥ ଲୁଥ୍ରାଙ୍କ ନିକଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସମେତ ସମସ୍ତ ଉଚ୍ଚ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର…

ମୌସୁମୀ ଅଧିବେଶନରେ ଆସିବ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌

ନୂଆଦିଲ୍ଲୀ, ୧୨ା୪ : ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ ପ୍ରସ୍ତୁତ ହୋଇଛି ଏବଂ ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ହ୍ବାଟ୍ସଆପ୍‌…

୧୯୮୪ ଶିଖ୍‌ବିରୋଧୀ ଦଙ୍ଗା ମାମଲା : ଟାଇଟଲରଙ୍କ ସ୍ବର ନମୁନା ସଂଗ୍ରହ କଲା ସିବିଆଇ

ନୂଆଦିଲ୍ଲୀ , ୧୧ା୪: ୧୯୮୪ରେ ଦିଲ୍ଲୀ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ମଙ୍ଗଳବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ବର ନମୁନା ସଂଗ୍ରହ କରିଛି। ସିବିଆଇ ଉକ୍ତ ମାମଲାରେ ୩ଟି କ୍ଲୋଜର ରିପୋର୍ଟ ଦାଖଲ କରିଥିଲା। ତେବେ ସାନି ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?