ଜାତୀୟ

ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି। ଏହି…

କ୍ରିମିୟା ପ୍ରସଙ୍ଗ ଭାରତ ପାଇଁ ଏକ ଶିକ୍ଷା: ଚାଇନା-ପାକିସ୍ତାନକୁ ନେଇ ଚେତାବନୀ ଦେଲେ ୟୁକ୍ରେନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୧।୪ : ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତ ଗସ୍ତରେ ଅଛନ୍ତି। ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ୟୁକ୍ରେନର ଜଣେ ମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ପାକିସ୍ତାନ ଏବଂ ଚାଇନା ବିଷୟରେ ଏମିନ ଭାରତକୁ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ…

୫୦ ଥର ମୋ ଘର ନେଇଗଲେ ବି ମୁଁ ଓ୍ବାୟନାଡ-ଭାରତର ଲୋକଙ୍କ ସମସ୍ୟା ପ୍ରସଙ୍ଗରେ କହିବି: ରାହୁଲ…

ଓ୍ବାୟନାଡ,୧୧।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ୱାୟନାଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି,. ମୋ ଘରକୁ ୫୦ ନେଇଗଲେ ବି ମୁଁ ୱାୟନାଡ ଏବଂ ଭାରତର ଲୋକଙ୍କ ସମସ୍ୟା ପ୍ରସଙ୍ଗ…

ଗୋମୂତ୍ର ମଣିଷ ପିଇବା ପାଇଁ ନୁହେଁ ଉପଯୁକ୍ତ, ରହିଛି କ୍ଷତିକାରକ ବ୍ୟାକ୍ଟେରିଆ: ରିସର୍ଚ୍ଚ ରିପୋର୍ଟ…

ନୂଆଦିଲ୍ଲୀ,୧୧।୪ : ଯଦିଓ ଆୟୁର୍ବେଦକୁ ଦର୍ଶାଇ କେତେକ ରୋଗରେ ଗୋମୂତ୍ର ପିଇବା ଉପକାରୀ ବୋଲି କୁହାଯାଏ, କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି , ଏହାକୁ ପିଇବା ମଣିଷ ପାଇଁ ଉପଯୁକ୍ତ ନୁହେଁ। ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ…

ଖାର୍ଗେଙ୍କ ଫୋନ ପରେ ଆକ୍ଟିଭ ହେଲେ ନୀତୀଶ!

ପାଟନା,୧୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିନରୁ ଶୁଣିବାକୁ ମିଳୁଥିଲା କି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିପାରନ୍ତି। ପୁଣିଥରେ ସେ ସେଠାରେ ବିରୋଧୀ ଏକତାକୁ ଏକାଠି କରିବାକୁ ଚେଷ୍ଟା କରିବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ…

ସଫେଇ ଦେଲେ ଶିନ୍ଦେଙ୍କ ଶିକ୍ଷାମନ୍ତ୍ରୀ: ଭାଜପା ଅବା ଶିବସେନା କର୍ମୀ ନୁହେଁ, ବାବ୍ରି ଭାଙ୍ଗିଛନ୍ତି ହିନ୍ଦୁ…

ମୁମ୍ବାଇ,୧୧।୪ : ମଙ୍ଗଳବାର ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ତଥା ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ବିବୃତ୍ତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି ସେ କହିଛନ୍ତି, ଯେଉଁମାନେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିଛନ୍ତି ସେମାନେ…

କୋଓ୍ବିନ ପୋର୍ଟାଲରେ ବୁକ କରିପାରିବେ କୋଭୋଭ୍ୟାକ୍ସ ବୁଷ୍ଟର ଡୋଜ, ପୁନାଓ୍ବାଲା କହିଲେ ସବୁ ଭାରିଏଣ୍ଟ ପାଇଁ କରିବ କାମ

ନୂଆଦିଲ୍ଲୀ,୧୧।୪: ଦେଶର ଅଧିକାଂଶ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକାକୁ ବୟସ୍କଙ୍କ ପାଇଁ ହେଟେରୋଲାଗସ ବୁଷ୍ଟର ଡୋଜ ଭାବେ କୋଓ୍ବିନ ପୋର୍ଟାଲରେ ସାମିଲ କରିବାକୁ ମଞ୍ଜୁରୀ ଦେଇଥିଲେ। ମଙ୍ଗଳବାର ସିରମ…

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୧।୪ : ମଙ୍ଗଳବାର ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ ଚେଷ୍ଟା କରୁଥିବା ଜଣେ ଓକିଲଙ୍କୁ ସେ ଭର୍ତ୍ସନା କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି ସେ…

ସୋନିଆ-ରିଜିଜୁ ମୁହାଁମୁହିଁ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏକ ଇଂଲିଶ ଖବରକାଗଜ ପାଇଁ ଲେଖାଯାଇଥିବା ସମ୍ପାଦକୀୟରେ ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ବାଧ୍ୟତାମୂଳକ ଚୁପ୍‌ କରାଇବା…

ପାଇଲଟଙ୍କ ଅନଶନ ଶେଷ

ଜୟପୁର,୧୧।୪: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଅନଶନ ଶେଷ ହୋଇଛି। ସମର୍ଥକମାନେ ମିଠାଇ ଖୁଆଇ ପାଇଲଟଙ୍କ ଅନଶନ ଭାଙ୍ଗିଛନ୍ତି। ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ସଚ୍ଚିନ ପାଇଲଟ ମଙ୍ଗଳବାର ଜୟପୁରର ଶହୀଦ ସ୍ମାରକରେ ଅନଶନରେ ବସିଥିଲେ। ସଚ୍ଚିନଙ୍କ ଅନଶନକୁ ନେଇ…

ଯେଉଁ ପାର୍ଟି ଜୀବନ ସାରା ସମ୍ମାନ ଦେଲା, ଶେଷରେ ତାପ୍ରତି ବିଶ୍ୱାସଘାତକତା କଲ: ଗୁଲାମ ନବୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସର ବରିଷ୍ଠ ନେତା ସୈଫୁଦ୍ଦିନ ସୋଜ ମଙ୍ଗଳବାର ଗୁଲାବ ନବୀ ଆଜାଦଙ୍କୁ ପାଲଟା ଜବାବ ଦେଇଛନ୍ତି। ସୋଜ କହିଛନ୍ତି, ଆଜାଦ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରି ପାରିବେ ନାହିଁ ଯେ ଦଳ ପ୍ରତି ତାଙ୍କର ଅବିଶ୍ୱାସ ଯଥାର୍ଥ…

ଇସ୍ତଫା ଦିଅନ୍ତୁ ଶିନ୍ଦେ: ଉଦ୍ଧବ…

ମୁମ୍ବାଇ,୧୧।୪ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିନ୍ଦେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସେ ତାଙ୍କ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?