କର୍ନାଟକ ନିର୍ବାଚନ: ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା
ବେଙ୍ଗାଲୁରୁ,୧୭।୪: ମେ’ ୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ଭାଜପା ସୋମବାର ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତେବେ ତୃତୀୟ ତାଲିକାରେ ମୋଟ୍ ୧୦…
ଟିଏମସି ନେତା ସାକେତ ଗୋଖଲେଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୧୭।୪: ମନି ଲଣ୍ଡରିଂ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ସାକେତ ଗୋଖଲେଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦, ୨୦୨୨ରେ ଗୁଜରାଟ ପୋଲିସ ଗିରଫ କରିଥିଲା। ତେବେ…
ଆସାମରେ ୩.୭ ତୀବ୍ରତାର ଭୂକମ୍ପ ଝଟକା…
ଗୁଆହାଟୀ, ଆସାମର ଗୁଆହାଟୀରେ ସୋମବାର ଅପରାହ୍ନ ୪.୫୨ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୧୦ କିଲୋମିଟର ଥିବା ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା…
ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି
କୋଲକାତା, ୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗେସର ଏମ୍ପି ଏବଂ ଦଳର ସଭାପତି ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ସମନ ଜାରି କରିଛି। ସମନରେ ତାଙ୍କୁ ମଙ୍ଗଳବାର କୋଲକାତାର ନିଜାମ ପ୍ୟାଲେସରେ ହାଜିର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ୍…
ଅତିକ୍-ଅଶ୍ରଫ୍ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ନୈନୀ ଜେଲରୁ ପ୍ରତାପଗଡ ଜେଲକୁ କରାଗଲା ସ୍ଥାନାନ୍ତର
ଲକ୍ଷ୍ନୌ,୧୭।୪: ମାଫିଆ ଅତିକ୍ ଅହମ୍ମଦ ଏବଂ ଅଶ୍ରଫ୍ ମହମ୍ମଦଙ୍କ ୩ ହତ୍ୟାକାରୀଙ୍କୁ ସୋମବାର ନୌନୀ ଜେଲରୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅତିକ୍ଙ୍କ ହତ୍ୟା କରିଥିବା ଏହି ତିନିଜଣଙ୍କୁ ପ୍ରୟାଗରାଜ ଜେଲରେ ଆକ୍ରମଣ କରାଯାଇପାରେ।…
କର୍ନାଟକରେ ପୁଣି ସରକାର ଗଢିବ ଭାଜପା: ଶାହା
ନୂଆଦିଲ୍ଲୀ,୧୭।୪: କର୍ନାଟକରେ ପୁଣିଥରେ ଭାଜପା ସରକାର ଗଢିବ। ଦକ୍ଷିଣ ଗୋଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି, ଓଡିଶା ଏବଂ ତେଲଙ୍ଗାନାର ଲୋକେ ଭାଜପା ସପକ୍ଷରେ ଅଛନ୍ତି। ଏହା…
ଏମ୍ସିଡି ନିର୍ବାଚନ: ନାମାଙ୍କନ ଭରିଲେ ଏଏପି ମେୟର ପ୍ରାର୍ଥୀ ଶେଲି ଓବେରୟ
ନୂଆଦିଲ୍ଲୀ,୧୭।୪: ଏମ୍ସିଡି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ମେୟର ପ୍ରାର୍ଥୀ ଶେଲି ଓବେରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ ସୋମବାର ବରିଷ୍ଠ ଏଏପି ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ଏଏପିର…
ମଦମୃତ୍ୟୁ ମାମଲା: ସହାୟତା ଘୋଷଣା କଲେ ନୀତୀଶ
ପାଟନା, ୧୭।୪: ବିହାରରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଷୋଷଣା କରାଯାଇଛି ା ଏପରିକି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସିଏମ୍…
ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି: ଶାହାଙ୍କୁ ମମତାଙ୍କ ପାଲଟା ଉତ୍ତର
କୋଲକାତା,୧୭।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ଶାହା କହିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ଯଦି ଭାଜପା ୩୫ ରୁ ଅଧିକ ସିଟ୍ ପାଇବ, ତେବେ ରାଜ୍ୟରେ ଟିଏମସି ସରକାର…
ସୁପ୍ରିମକୋର୍ଟରେ ପହଞ୍ଚିଲା ଅତିିକ,ଅଶ୍ରଫ୍ ହତ୍ୟା ମାମଲା
ନୂଆ ଦିଲ୍ଲୀ,୧୭।୪: ପୋଲିସ ହେପାଜତରେ ହତ୍ୟା କରାଯାଇଥିବା ମାଫିଆ ଅତିିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ଙ୍କ ହତ୍ୟା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ହତ୍ୟା ଘଟଣାର ତଦନ୍ତ ନେଇ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ ହୋଇଛି। ଦାଖଲ ହୋଇଥିବା…
ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥଙ୍କ କନଭେ୍ ଦୁର୍ଘଟଣାଗ୍ରସ୍ତ
ପାଟନା,୧୭।୪: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ କନଭେ୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣା ହାଜିପୁରର ଭଗବାନପୁରର ରତନପୁରା ଗ୍ରାମ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଅଗ୍ନିଶମ ଗାଡି ଓଲଟି ପଡିଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି।…
ଅତିକ୍, ଅଶ୍ରଫ୍ ହତ୍ୟା ପଛରେ ସ୍କ୍ରିପ୍ଟ ଲେଖା ହୋଇଛି: ତେଜସ୍ବୀ
ନୂଆଦିଲ୍ଲୀ/ପାଟନା,୧୭।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍ ଅହମଦ ଏବଂ ଭାଇ ଅଶ୍ରଫ୍ଙ୍କୁ ପୋଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ହୋଇଥିବା ହତ୍ୟା ଘଟଣାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ନିନ୍ଦା କରିଛନ୍ତି। ଏପରିକି…

