ଟୁଇଟର ବାୟୋ ପରିବର୍ତ୍ତନ କଲେ ରାହୁଲ, ଲେଖିଲେ ‘ଅଯୋଗ୍ୟ ଏମ୍ପି’…
ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦ ସଦସ୍ୟତା ଛାଡିବା ପରେ ତାଙ୍କ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ରାହୁଲ ‘ଅଯୋଗ୍ୟ ଏମ୍ପି’ ଲେଖି ନିଜ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ବାସ୍ତବରେ ଏହା ରାହୁଲଙ୍କ…
ମୃତ୍ୟୁ ପରେ ଶରୀର ଦାନ ଦ୍ୱାରା ଉପକୃତ ହୁଅନ୍ତି ଲୋକେ: ୯୯ ତମ ମନ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ କି ବାତ କାର୍ଯ୍ୟକ୍ରମର ୯୯ ତମ ସଂସ୍କରଣରେ ଦେଶବାସୀଙ୍କୁ କହିଛନ୍ତି ଆମର ଏବଂ ତୁମର ମନ କି ବାତର ଏହି ମିଳନ ଏହାର ୯୯ ତମ ସ୍ଥାନରେ ପହଞ୍ଚିଛି। ସାଧାରଣତଃ…
ରାହୁଲଙ୍କ ପରେ ଏବେ ତେଜସ୍ବୀଙ୍କ ବିରୋଧରେ ମାନହାନୀ ମାମଲା: ଛତିଶଗଡ଼ରେ ମାମଲା ରୁଜୁ…
ପାଟନା,୨୬।୩ : ବିବାଦୀୟ ମନ୍ତବ୍ୟ ଯୋଗୁଁ ରାହୁଲ ଗାନ୍ଧୀ ସଦସ୍ୟତା ହରାଇଛନ୍ତି। ତାଙ୍କୁ ଗୁଜୁରାଟ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏବେ ବିହାରର ଉପବମୁଖ୍ୟମନ୍ତ୍ରୀ ତେଜନ୍ତସ୍ବୀ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଗୁଜରାଟୀ ସମ୍ପ୍ରଦାୟ ବିଷୟରେ…
ପୋଲିସ ଅନୁମତି ବିନା କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ…
ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଏବଂ ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ରବିବାର ଦିଲ୍ଲୀର ରାଜଘାଟରେ ଏକ ସତ୍ୟାଗ୍ରହ ଆୟୋଜନ କରିଛି। ଦିଲ୍ଲୀର ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ ପାଇଁ…
୨ ହଜାର ମୁହାଁ ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୮୮୭ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ, ୨୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…
କ୍ଷୀର,ମିଠା ଅର୍ପଣ ଯୋଗୁ ବାବୁଲନାଥ ମନ୍ଦିର ଶିବଲିଙ୍ଗରେ ଫାଟ: ବମ୍ବେ ଆଇଆଇଟି ରିପୋର୍ଟ…
ମୁମ୍ବାଇ,୨୬।୩ : ଦକ୍ଷିଣ ମୁମ୍ବାଇରେ ଥିବା ଦ୍ୱାଦଶ ଶତାବ୍ଦୀର ଶ୍ରୀ ବାବୁଲନାଥ ମନ୍ଦିରରେ ଶିବଲିଙ୍ଗ ଉପରେ ଫାଟ ସୃଷ୍ଟି ହେବାର କାରଣ ସାମ୍ନାକୁ ଆସିଛି। ଆଇଆଇଟି ବମ୍ବେ ଏହାର ରିପୋର୍ଟ ଦେଇଛି। ଯେଉଁଥିରେ କିଛି ସୁପାରିଶ ମଧ୍ୟ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି…
କୋର୍ଟରେ ପରିବେଶ ସହ ଜଡିତ ୧.୩୬ ଲକ୍ଷ ବିଚାରାଧୀନ ମାମଲା,ଅପରାଧ ବୃଦ୍ଧି ହାର ୪ ପ୍ରତିଶତ…
ନୂଆଦିଲ୍ଲୀ,୨୬।୩ : ଦେଶର ସମସ୍ତ ଅଦାଲତରେ ଶୁଣାଣି ପାଇଁ ୧.୩୬ ଲକ୍ଷ ପରିବେଶ ଅପରାଧ ମାମଲା ରହିଛି। କୋର୍ଟ ଦୈନିକ ୧୩୦ ଟି ମାମଲା ଶୁଣାଣି କରୁଛନ୍ତି। କିନ୍ତୁ, ପଡ଼ିରହିଥିବା ମାମଲା ଶେଷ କରିବାକୁ ପ୍ରତିଦିନ ୨୪୫ଟି ମାମଲାର ସମାଧାନ କରିବାକୁ…
୩୬ ଉପଗ୍ରହ ସହିତ ଭାରତର ସର୍ବବୃହତ ଏଲଭି-ଏମ୍-୩ ରକେଟ ଉତକ୍ଷେପଣ କଲା ଇସ୍ରୋ…
ଶ୍ରୀହରିକୋଟା,୨୬।୩ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୩୬ଟି ଉପଗ୍ରହ ନେଇ ଭାରତର ସର୍ବବୃହତ ଏଲଭି-ଏମ୍-୩ ରକେଟ ଉତକ୍ଷେପଣ କରିଛି। ପୂର୍ବାହ୍ନ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ…
ଏମ୍ପି, ବିଧାୟକଙ୍କ ସଦସ୍ୟତା ରଦ୍ଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ, ୨୬।୩(ପି.ଟି.): ବିଧାୟକ କିମ୍ବା ଏମ୍ପି କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଜେଲଦଣ୍ଡ ପାଇଥିଲେ ଲୋକ ପ୍ରତିନିଧି ଆଇନର ଧାରା ୮(୩) ଅନୁଯାୟୀ ସେମାନଙ୍କ ସଭ୍ୟ ପଦ ସ୍ବତଃ ରଦ୍ଦ ହୋଇଯାଉଛି। ଏଭଳି ସଦସ୍ୟତା…
ଭାରତରୁ ଲୋପ ପାଇଲେଣି ୯୯% ଶାଗୁଣା
ମୁମ୍ବାଇ, ୨୬।୩: ଦେଶରେ ଶାଗୁଣା ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲେଣି। ୧୯୮୦ ଦଶକ ପରଠୁ କ୍ରମାଗତ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ଭାରତରେ କେବଳ ୪ କୋଟି ଶାଗୁଣା ଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୪ ଲକ୍ଷରେ ପହଞ୍ଚତ୍ଛି। ବିଶେଷଜ୍ଞଙ୍କ…
ସାବରକର ନୁହେଁ ଯେ କ୍ଷମା ମାଗିବି: ରାହୁଲ
ନୂଆଦିଲ୍ଲୀ,୨୬।୩(ପି.ଟି.): ଲୋକ ସଭା ସଦସ୍ୟ ପଦ ରଦ୍ଦ କରି ସରକାର ତାଙ୍କ ମୁହଁ ବନ୍ଦ କରିଦେଇପାରିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। ଏମ୍ପି ପଦ ହରାଇବା ପରେ ରାହୁଲ ପ୍ରଥମ ଥର ଗଣମାଧ୍ୟମକୁ ସମ୍ବୋଧନ କରି…
‘ଦିଲ୍ଲୀରେ ତ୍ରିରଙ୍ଗା ହଟାଇ ଲଗାଇଲେ ଖଲିସ୍ତାନୀ ପତାକା’, ଅଡିଓ ମେସେଜରେ ଧମକ ଦେଲେ ଖଲିସ୍ତାନ ସମର୍ଥକ
ନୂଆଦିଲ୍ଲୀ,୨୬ ।୩: ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନ୍ତୀ ସମର୍ଥକ ଅମୃତପାଲ ସିଂଙ୍କୁ ଧରିବାକୁ ପଞ୍ଜାବ ପୋଲିସ ତଲାସି ଅଭିଯାନ ଜାରି ରଖିଛି । ଏହାରି ଭିତରେ ଖଲିସ୍ତାନ ସମର୍ଥକ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ତ୍ରିରଙ୍ଗାକୁ ହଟାଇ…
Archives


