ଜାତୀୟ

ବିବାହ ପାଇଁ ଦୁଇଟି ଭିନ୍ନ ଲିଙ୍ଗ ହେବା ଜରୁରୀ କି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦।୪: ସମଲିଙ୍ଗୀ ବିବାହର ସ୍ବୀକୃତି ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଶୁଣାଣି ବେଳେ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଛନ୍ତି ଯେ, ବିବାହ ପାଇଁ ଦୁଇଟି ଭିନ୍ନ ଲିଙ୍ଗ ହେବା ଜରୁରୀ କି? ନ୍ତେ ଆହୁରି କହିଛନ୍ତି,…

ଅତିକ-ଅଶରଫ ହତ୍ୟା ମାମଲାରେ ପୋଲିସକୁ ପଚରା ଉଚରା ସହ କ୍ରାଇମ ସିନ କରାଯିବ ରିକ୍ରିଏଟ

ନୂଆଦିଲ୍ଲୀ,୨୦।୪: ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ମୋଡ ଆସୁଛି। ଗୁରୁବାର ଯାଞ୍ଚ କମିଟି ଅତିକ ହତ୍ୟା ମାମଲାର ସିନ୍‌…

କଂଗ୍ରେସ ଟିକେଟ ନ ଦେବାରୁ ଏଚ୍‌ ଡି ଦେବେଗୌଡ଼ାଙ୍କୁ ଭେଟିଲେ ମୋହିଉଦ୍ଦିନ ବାଭା

କର୍ନାଟକ, ୨୦।୪: କର୍ନାଟକରେ ବିଧାନସଭା ନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି। ଟିକେଟ ନ ମିଳିବା ଯୋଗୁ ବିଭିନ୍ନ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଯେଉଁମାନେ ଟିକେଟ ପାଇନାହାନ୍ତିି ସେମାନେ ଦଳ ଛାଡୁଛନ୍ତି।…

ରାହୁଲ ଗାନ୍ଧୀଙ୍କୁ ଅହଙ୍କାରର ଚାପୁଡା ମାରିଛନ୍ତି କୋର୍ଟ: ସମ୍ବିତ ପାତ୍ର

ନୂଆଦିଲ୍ଲୀ, ୨୦।୪: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ଦାଖଲ ଯାଚିକାକୁ ସୁରଟର ସେସନ କୋର୍ଟ ଖାରଜ କରିଦେଇଛନ୍ତି। ଏ ନେଇ ଭାଜପା ସୁରଟ ସେସନ କୋର୍ଟର ରାୟକୁ ପ୍ରଶଂସା କରି କହିଛନ୍ତି, ଏହା ନ୍ୟାୟପାଳିକା ଏବଂ ଲୋକଙ୍କ ପାଇଁ ବିଜୟ।…

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ: ରାଜନୈତିକ ମହଲରେ ହଲଚଲ…

ମୁମ୍ବାଇ,୨୦।୪ : ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନୀ ଗୁରୁବାର ଏନସିପି ନେତାଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଦ କୋଠରୀରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ବର୍ତ୍ତମାନ ଦୁଇ ଜଣଙ୍କ ମଧ୍ୟରେ…

ଆଇନଜୀବୀମାନେ ଧର୍ମଘଟରେ ଯାଇପାରିବେ ନାହିଁ ଅବା ନ୍ୟାୟିକ କାର୍ଯ୍ୟରୁ ରକ୍ଷା ପାଇପାରିବେ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୦।୪ : ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି, ଓକିଲମାନେ ଧର୍ମଘଟ କରିପାରିବେ ନାହିଁ ଅବା ନିଜ କାର୍ଯ୍ୟରୁ ମଧ୍ୟ ଦୂରେଇ ରହିପାରିବେ ନାହିଁ। ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ…

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ

ମୁମ୍ବାଇ,୨୦ା୪: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ୧୧ ବର୍ଷୀୟା ଆରାଧ୍ୟାଙ୍କ ପକ୍ଷରୁ କୋର୍ଟରେ ଏପରି ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ…

ମେ’ ୪ରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଆସନ୍ତା ମେ’ ୪ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୨୦୧୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ବର୍ତ୍ତମାନ ପାକିସ୍ତାନୀ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ତେବେ…

୨୫ରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪-୨୫ ତାରିଖରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନଗର ହାଭେଳି ଏବଂ ଡାମନ ଏବଂ ଡିୟୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅମସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱାଠାରେ ସୋମବାର ଅର୍ଥାତ୍‌ ୨୪ ତାରିଖରେ…

ବୁଦ୍ଧଙ୍କ ମାର୍ଗ ଅନୁସରଣ କରିଥିଲେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା କରିବାକୁ ପଡ଼ି ନ ଥାନ୍ତା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଶ୍ୱ ବୌଦ୍ଧ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ପଥ। ଯଦି ବିଶ୍ୱବାସୀ ବୁଦ୍ଧଙ୍କ ଶିକ୍ଷା ଅନୁସରଣ କରିଥାନ୍ତେ, ତେବେ ଜଳବାୟୁ…

ଅମୃତସର ବିମାନ ବନ୍ଦରରେ ଧରାପଡ଼ିଲେ ପଳାତକ ଅମୃତପାଲଙ୍କ ସ୍ତ୍ରୀ…

ଅମୃତସର,୨୦।୪ : ପଞ୍ଜାବରେ ପଳାତକ ଘୋଷିତ ତଥା ଦେଶର ମୋଷ୍ଟ ଓ୍ବାଣ୍ଟେଡ ଖାଲିସ୍ତାନୀ ସମର୍ଥକ ଅମୃତପାଲଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ଗୁରୁବାର ଲଣ୍ଡନ ଯିବାବେଳେ ଅମୃତସର ବିମାନ ବନ୍ଦରରେ ପୋଲିସ ଗିରଫ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିରଣଦୀପ କୌର…

ରାଜନାଥ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ସୂଚନାନୁସାରେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବର୍ତ୍ତମାନ କ୍ୱାରାଣ୍ଟାଇନରେ ରଖାଯାଇଛି। ଡାକ୍ତରଙ୍କ ଏକ ଟିମ ତାଙ୍କୁ ପରୀକ୍ଷା କରି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?