ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ସ୍ଥାନରେ ସଭା ମନା
ମୁମ୍ବାଇ,୧୯।୪: ମହାରାଷ୍ଟ୍ରରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋଲା ସ୍ଥାନରେ କୌଣସି ଇଭେଣ୍ଟ କରାଯାଇପାରିବ ନାହିଁ। ରବିବାର ନାଭି ମୁମ୍ବାଇର ଖାର୍ଘରରେ ମହାରାଷ୍ଟ୍ର ଭୂଷଣ କାର୍ଯ୍ୟକ୍ରମରେ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ପରେ ସରକାର ଏହି ନିଷ୍ପତ୍ତି ନେଇଥିବା କ୍ୟାବିନେଟ…
ଶାଇସ୍ତାଙ୍କ ପରେ ମୁଖତାର ଅଂସାରିଙ୍କ ପତ୍ନୀ ପୋଲିସ ରାଡାରରେ
ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମଦ, ତାଙ୍କ ଭାଇ ଅଶରଫ ଓ ପୁଅ ଅସଦଙ୍କ ଅନ୍ତ ହେବା ପରେ ଏବେ ଯୋଗୀ ସରକାର ରାଜ୍ୟକୁ ଅପରାଧ ମୁକ୍ତ କରିବାରେ ଲାଗି ପଡିଛନ୍ତି। ଏହାପରେ ଏବେ ପୋଲିସ ପ୍ରଶାସନ କମାଣ…
କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ପାଇଲଟଙ୍କ ନାଁ
ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜ୍ୟ ମୁଖ୍ୟ ଡି.କେ ଶିବକୁମାର,…
ଏହା ମୋର ଶେଷ ନିର୍ବାଚନ, ରାଜନୀତିରୁ ନେବି ସନ୍ୟାସ: ସିଦ୍ଧରମୈୟା
ନୂଆଦିଲ୍ଲୀ,୧୯।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କର ଏହା ହେଉଛି ଶେଷ ନିର୍ବାଚନ। ଏହି ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ। ବୁଧବାର ସିଦ୍ଧରମୈୟା ତାଙ୍କ ଗୃହ ରାଜ୍ୟରେ ଏକ ନିର୍ବାଚନି ରାଲିକୁ ସମ୍ବୋଧିତ…
କ୍ୟାବିନେଟ ଅନୁମୋଦନ କରିଥିବା ନ୍ୟାଶନାଲ କ୍ୱାଣ୍ଟମ ମିଶନ କ’ଣ ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି ମିଶନ ପାଇଁ ନରେନ୍ଦ୍ର ମୋଦି କ୍ୟାବିନେଟ ୨୦୨୩-୨୪ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬୦୦୩.୬୫ କୋଟି…
ଶିବସେନାର ଚେତାବନୀ, ଯଦି ଅଜିତ ପାୱାର ଭାଜପାରେ ସାମିଲ ହୁଅନ୍ତି ତେବେ…
ନୂଆଦିଲ୍ଲୀ,୧୯।୪: ବରିଷ୍ଠ ଏନସିପି ନେତା ଅଜିତ ପାୱାର ଭାଜପାରେ ସାମିଲ ହେବାର କଳ୍ପନାଜଳ୍ପନା ମଧ୍ୟରେ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଶିବସେନା (ଏକନାଥ ଶିନ୍ଦେ ଦଳ)ର ଏକ ବଡ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଶିବସେନା…
କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି: ସିନେମାଟୋଗ୍ରାଫି ବିଲ ୨୦୨୩କୁ ଅନୁମତି
ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଚଳଚ୍ଚିତ୍ରରେ ହେଉଥିବା କପି ବନ୍ଦ କରିବାକୁ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ ୨୦୨୩ ଅଣାଯିବ ବୋଲି…
କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ୮ଥର ଗସ୍ତ
ବେଙ୍ଗାଲୁରୁ, ୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ ଏବଂ ଅମିତ୍ ଶାହାଙ୍କ ସମେତ ୪୦ଜଣ ନେତାଙ୍କ ନାମ…
‘ମୁଁ ଇସ୍ତଫା ଦେବି ଯଦି…’, ଟିଏମସିର ରାଷ୍ଟ୍ରୀୟ ଦଳର ମାନ୍ୟତା ଯିବା ପରେ ଅମିତ ଶାହାଙ୍କୁ ଫୋନ କରିଥିଲେ ମମତା ବାନାର୍ଜୀ?
କୋଲକାତା,୧୯।୪: ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ଦଳ ମାନ୍ୟତା ଯିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରିଥିବା ନେଇ ଆଲୋଚନା ହେଉଛି। ଏବେ ଏହାକୁ ନେଇ ମମତା ବାନାର୍ଜୀ ବୟାନ ଦେଇଛନ୍ତି। ମମତା…
ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ
ରାୟପୁର, ୧୯।୪: କର୍ନାଟକ, ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚକୁ ନେଇ ରାଜନୀତି ତୀବ୍ର ହୋଇଛି। କର୍ନାଟକରେ ଆସନ୍ତା ମେ’୧୦ରେ ନିର୍ବାଚନ ହୋକୁ ଥିବା ବେଳେ ଅନ୍ୟ ରାଜ୍ୟରେ ଏଯାଏ ତାରିଖ ଘୋଷଣା ହୋଇନାହିଁ।…
କର୍ନାଟକ ବିଧାନସଭା ନିର୍ବାଚନ: ଭାଜପାକୁ ପୁଣି ଝଟ୍କା, ଦଳ ଛାଡ଼ିବା ନେଇ ଆଉ ଜଣେ ନେତା କଲେ ଘୋଷଣା
ବେଙ୍ଗାଲୁରୁ, ୧୯।୪: ଆସନ୍ତା ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖାଯାଇଛି । ଟିକେଟ ବଣ୍ଟା ନେଇ ଭାଜପାରେ ଉତ୍ତେଜନା ଦେଖାଦେଇଛି। ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନେ ଅନ୍ୟ ଦଳରୁ ଟିକେଟ୍…
‘ମୁଁ ସବୁବେଳେ ଭାଜପା ସହ ରହିଛି, ଯଦି…’: ଟିଏମସି ବିଧାୟକ ମୁକୁଲ ରାୟ
କୋଲକାତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ କହିଛନ୍ତି, ମୁଁ ସବୁବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି, ମୁଁ କୌଣସି ଧୋକା ଦେଇନାହିଁ। ରାୟ ଆହୁରି ମଧ୍ୟ କହିଛନ୍ତି,…

