ଜାତୀୟ

ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦର ହେଲେ ଜାତୀୟ ମହିଳା ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୨୭।୨: ଭାଜପା ନେତା ତଥା ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଖୁସ୍‌ବୁ ନିଯୁକ୍ତିର ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ…

ପାଟନାରେ ଏଏପି କର୍ମକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ

ପାଟନା,୨୭।୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇତିମଧ୍ୟରେ ପାଟନାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର…

ଏଏପି କାର୍ଯ୍ୟାଳୟରେ ପହଞ୍ଚିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ପୋଲିସ ସୋମବାର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛି। ଏହାକୁ ନେଇ କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଛନ୍ତି। ଏହି ସମୟରେ ଏଏପିର କର୍ମକର୍ତ୍ତା ଆଦିଲ ଖାନ୍‌ ଦିଲ୍ଲୀ ପୋଲିସକୁ ବିରୋଧ କରି ପ୍ରଶ୍ନ କରିଥିଲେ। ସେ କହିଛନ୍ତି,…

ଅପରାହ୍ନ ୩ଟା ସୁଦ୍ଧା ନାଗାଲାଣ୍ଡରେ ୭୩ ପ୍ରତିଶତ, ମେଘାଳୟରେ ୬୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୨୭ା୨: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୭ରୁ ଆରମ୍ଭ ହୋଇଛି। ଉଭୟ ରାଜ୍ୟରେ ୬୦-୬୦ ଆସନ ରହିଛି। ଏଥିମଧ୍ୟରୁ କେବଳ ୫୯-୫୯ଟି ସିଟ୍‌ରେ ଭୋଟ୍‌ ଦିଆଯାଉଛି। ଅପରାହ୍ନ ୧ଟା ସୁଦ୍ଧା ମେଘାଳୟରେ ୬୩.୯୧% ଏବଂ ନାଗାଲାଣ୍ଡରେ…

ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ରୋଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଏହି ମାମଲାରେ ଗିରଫ କରିଥିବା ସିବିଆଇ କୋର୍ଟରେ ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।…

ଉମେଶ ପାଲଙ୍କ ହତ୍ୟାକାଣ୍ଡର କାର୍ଯ୍ୟାନୁଷ୍ଠାନ ନେଲା ୟୁପି ପୋଲିସ: ଅତିକଙ୍କ ସହଯୋଗୀଙ୍କୁ ଏନ୍‌କାଉଣ୍ଟର

ପ୍ରୟାଗରାଜ,୨୭।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କ ଗନ୍‌ ମ୍ୟାନଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ୟୁପି ପୋଲିସ। ସୂଚନା ମୁତାବକ,…

ଦ୍ୱାଦଶ ପରୀକ୍ଷା ଦେଲେ ୫୧ବର୍ଷୀୟ ଭାଜପା ନେତା

ବରେଲି,୨୭।୨: ଚଳିତ ବର୍ଷର ଉତ୍ତରପ୍ରଦେଶ ବୋର୍ଡ ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୬ତାରିଖରୁ ଆରମ୍ଭ ହୋଇଛି। ଏଭଳିସ୍ଥିତିରେ ବରେଲିର ଏକ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ୫୧ବର୍ଷୀୟ ବିଥ୍ରି-ଚେନପୁର ବିଧାନସଭାର ପୂର୍ବତନ ବିଧାୟକ ରାଜେଶ ମିଶ୍ରା ଏକ ପ୍ୟାଡ,…

ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୭।୨: ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି କଂଗ୍ରେସ ନେତା ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଫେବୃଆରୀ ୨୩ରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ହେଲେ ଗିରଫର କିଛି ସମୟ ପରେ…

ଦିନ ୧ଟା ସୁଦ୍ଧା ମେଘାଳୟରେ ୪୪.୭ ପ୍ରତିଶତ, ନାଗାଲାଣ୍ଡରେ ୬୦ ପ୍ରତିଶତ ଭୋଟିଂ, ମୁଖ୍ୟମନ୍ତ୍ରୀ କହିଲେ ପୂର୍ବରୁ ଏମିତି ମତଦାନ ଦେଖି ନ ଥିଲି

ନୂଆଦିଲ୍ଲୀ,୨୭ ।୨: ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିବ । ତେବେ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି…

ଘଟଣା ସମୟରେ ଭାରତରେ ନ ଥିବା ବ୍ୟକ୍ତି କିପରି କରିବେ ବଳାତ୍କାର: ହାଇକୋର୍ଟଙ୍କ ପ୍ରଶ୍ନ…

ଚଣ୍ଡିଗଡ଼,୨୭।୨ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପୀଡିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଅପରାଧ ଘଟିବା ସମୟରେ ଅଭିଯୁକ୍ତ ଦେଶ ବାହାରେ ଥିଲେ। ଅନୁସନ୍ଧାନକାରୀ ଅଧିକାରୀଙ୍କ ଅନୁଯାୟୀ, ବଳାତ୍କାରର ଅପରାଧ…

ବାହାଘରରେ ନାଚୁ ନାଚୁ ହଠାତ୍‌ ଟଳିପଡିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୨୭।୨: ଭାରତରେ କରୋନା ପରେ ହୃଦଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଏହା ବେଶୀ ଦେଖିବାକୁ ମିଳିଛି। ବର୍ତ୍ତମାନ ତେଲେଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ଜଣେ ୧୯…

ଖଲିସ୍ତାନୀ ସମର୍ଥକଙ୍କୁ ମିଳୁଛି ବିଦେଶୀ ଫଣ୍ଡିଂ: ଭଗୱନ୍ତ ମାନ୍‌

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୨: ପଞ୍ଜାବ ଅଜନାଲା ଥାନାରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣା ଉପରେ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ । ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାନ୍‌ ୧ ହଜାର ଲୋକଙ୍କୁ ନେଇ ପଞ୍ଜାବ କହିପାରିବେ ନାହିଁ ବୋଲି କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri