ଜାତୀୟ

ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କୁ ଭେଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୪: ରାଜଧାନୀର ଜନ୍ତର ମନ୍ତରରେ ଡବ୍ଲୁଏଫଆଇର ଅଧ୍ୟକ୍ଷ ଓ କୋଚଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲରଙ୍କୁ ସମର୍ଥନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜନ୍ତର ମନ୍ତର ଯିବେ। ଶନିବାର ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଦିଲ୍ଲୀ ସରକାରଙ୍କ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା

ନୂଆଦିଲ୍ଲୀ,୨୮।୪: ଦକ୍ଷିଣ-ପୂର୍ବ ଦିଲ୍ଲୀ ବଦରପୁର ଅଞ୍ଚଳର ଏକ ଡ୍ରେନ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଦିଲ୍ଲୀର ମୋଲାରବନ୍ଦ ଗାଁର ବିଲାସପୁରର ସୌରଭ। ମିଳିଥିବା ସୂଚନା ମୁତାବକ, ସୌରଭ ତାଜପୁର ପହରୀସ୍ଥିତ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)…

କଂଗ୍ରେସକୁ ଟାର୍ଗେଟ କଲେ ଜ୍ୟୋତିରାଦିତ୍ୟ: କ୍ଷମା ମାଗନ୍ତୁ, ନଚେତ୍‌…

ନୂଆଦିଲ୍ଲୀ,୨୮।୪: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଖାର୍ଗେଙ୍କ ବିବାଦୀୟ ଟିପ୍ପଣୀକୁ ସେ ଟୁଇଟ୍‌ କରି କହିଛନ୍ତି ଯେ, କଂଗ୍ରେସର ଅଧ୍ୟକ୍ଷ ମୋଦିଙ୍କୁ…

ସିସୋଡିଆଙ୍କୁ ଲାଗିଲା ବଡ ଝଟକା

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅବକାରୀ ନୀତି ମାମଲାରେ ବଡ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉଜ ଏଭେନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମକେ ନାଗପାଲ ମନିଷ…

କର୍ନାଟକରେ ୧୫୦ସିଟ୍‌ ହାତେଇବ କଂଗ୍ରେସ: ରାହୁଲ

ବେଙ୍ଗାଲୁରୁ,୨୮।୪:କର୍ନାଟକରେ ଆସନ୍ତା ୧୦ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ,…

‘କଂଗ୍ରେସ ତୁମ ମନ ମରି ଯାଇଛି, ମୋଦିଙ୍କୁ ଯେତେ ଗାଳି ଦେବ, ପଦ୍ମ ସେତେ ଫୁଟିବ’, ଖାର୍ଗେଙ୍କୁ ଶାହାଙ୍କ ଜବାବ

ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାକାର ରାଜନୀତିର ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କର୍ନାଟକ ଗସ୍ତ କରିଛନ୍ତି। ଶାହା ଧାରଓ୍ବାଡର ନବଲଗୁଂଦ ବିଧାନସଭା ଆସନରେ ଜନସଭାକୁ ସମ୍ବୋଧିତ…

ବଢିବ ବ୍ରିଜଭୂଷଣଙ୍କ ଅଡୁଆ, ଆଜି ଦିଲ୍ଲୀ ପୋଲିସ ଦାଖଲ କରିବ ଏଫଆଇଆର

ନୂଆଦିଲ୍ଲୀ,୨୮।୪: ମହିଳା ରେସଲରଙ୍କ ଧାରଣା ପ୍ରଦର୍ଶନ ମାମଲାରେ ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ପୋଲିସ କହିଛି କି ସେ ଆଜି ଅର୍ଥାତ ଶୁକ୍ରବାର ଏହି ମାମଲାର ଏଫଆଇଆର ଦାଖଲ କରିବ। ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ ଏହି ସୂଚନା…

ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା କହିଲେ ୟତନାଲ

ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା କହିଲେ ୟତନାଲ ବେଙ୍ଗାଲୁରୁ,୨୮।୪: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହେଉଛି ଜାତୀୟ ରାଜନୀତି। ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ବି ହେଉଛି ଜୋରଦାର। ଏହି କ୍ରମରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦିଙ୍କ ଉପରେ…

‘ଆମ ଖେଳାଳି ଆମ ଦେଶର ଗୌରବ’, ରେସଲରଙ୍କ ସପକ୍ଷରେ ବାହାରିଲେ ମମତା

କୋଲକାତା,୨୮।୪: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ରେସଲରଙ୍କୁ ସପୋର୍ଟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତି, ଆମ ସମସ୍ତଙ୍କୁ ଧାରଣା ଦେଇଥିବା ରେସଲରଙ୍କ ସହ…

ଜିଆ ଖାନ୍‌ ଆତ୍ମହତ୍ୟା ମାମଲା: ଦୋଷମୁକ୍ତ ହେଲେ ପ୍ରେମିକ ସୂରଜ

ମୁମ୍ବାଇ,୨୮ା୪: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ସିବିଆଇର ସ୍ବତନ୍ତ୍ର ଅଦାଲତ ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ୨୦୧୩ ଜୁନ୍‌ ୩ରେ ଘଟିଥିବା ଏହି ଘଟଣାର…

ସତ୍ୟପାଲ ମଲିକଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୨୮।୪: ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପହଞ୍ଚିଥିବା ସୂଚନା ମିଳିଛି। ସିବିଆଇ ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ଏପ୍ରିଲ ୨୮ରେ ସାକ୍ଷୀ ଭାବେ…

ରାମ ମନ୍ଦିର ଗର୍ଭ ଗୃହରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ତାରିଖ ଆସିଲା ସାମ୍ନାକୁ

ଅଯୋଧ୍ୟା,୨୮।୪: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦିନ ରାତି ଲାଗି ରହିଛି। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ମନ୍ଦିରର ପ୍ରଥମ ଭାଗ ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଉଛି। ଏବେ ମନ୍ଦିରର ଗର୍ଭ ଗୃହରେ ଭଗବାନ ରାମଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?