ପ୍ରଫେସର ନିଯୁକ୍ତିରେ ଦୁର୍ନୀତି: ଯାଞ୍ଚ ଆଦେଶ ଦେଲେ ଉପରାଜ୍ୟପାଳ…
ନୂଆଦିଲ୍ଲୀ,୩।୫ : ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ଭି.କେ ସାକ୍ସେନା ଦିଲ୍ଲୀ ଫାର୍ମାସ୍ୟୁଟିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି (ଡିପିଏସଆରୟୁ) ପ୍ରଫେସର ନିଯୁକ୍ତିରେ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ, ଅନୁଷ୍ଠାନର ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର ପଦବୀରେ…
ଶରଦ ପାଓ୍ବାରଙ୍କ ପରେ ଦଳରୁ ଇସ୍ତଫା ଦେଲେ ୨ ନେତା
ମୁମ୍ବାଇ: ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଇସ୍ତଫାର ଗୋଟିଏ ଦିନ ପରେ ବର୍ତ୍ତମାନ ଏନ୍ସିପି ବିଧାୟକ ଅନିଲ ପାଟିଲ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶରଦ ପାୱାରଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେହିପରି ଏନସିପି ନେତା ଜିତେନ୍ଦ୍ର…
ବ୍ରିଟିଶ ସମୟ ପୋଲ ହେଲା ଦୁଇ ଭାଗ: ସମ୍ଭାଳି ପାରିଲାନି ୬୦ ଟନ ଲରିର ଓଜନ…
ବିଶାଖାପଟ୍ଟନମ,୩।୫ : ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲାର ଇଚ୍ଛାପୁରମ ନିକଟ ବାହୁଡା ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡି ପଡିଛି। ପୋଲ ଉପରୁ ୭୦ ଟନ ଓଜନର ଏକ ପଥର ଲରି ବାହାରକୁ…
କଂଗ୍ରେସ ଜାରି ରଖିଛି ବିଭାଜନ ରାଜନୀତି: ପ୍ରଧାନମନ୍ତ୍ରୀ…
ବେଙ୍ଗାଲୁରୁ,୩।୫ : କର୍ନାଟକର ମୁଦବିଦରିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ମାତା କି ଜୟ ଏବଂ ବଜରଙ୍ଗ ବାଲି କି ଜୟଙ୍କ ସହ ତାଙ୍କର…
ସମଲିଙ୍ଗୀଙ୍କ ସମସ୍ୟା ସମାଧାନ ପାଇଁ ପ୍ୟାନେଲ ଗଠନ କରିବେ ସରକାର…
ନୂଆଦିଲ୍ଲୀ,୩।୫ : ସମଲିଙ୍ଗୀ ବିବାହ ସମ୍ପର୍କିତ ଏକ ପିଟିଶନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ସମଲିଙ୍ଗୀ ଦମ୍ପତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏକ ପ୍ୟାନେଲ ଗଠନ କରାଯିବ ବୋଲି ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି। କ୍ୟାବିନେଟ…
‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ସେନସର ବୋର୍ଡ ଜାରି କଲା ‘ଏ’ ସାର୍ଟିଫିକେଟ
ମୁମ୍ବାଇ,୩।୫: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି। ଫିଲ୍ମକୁ ନେଇ କେରଳରେ କିଛି ରାଜନୈତିକ ଦଳ ଏହାର ରିଲିଜକୁ ବିରୋଧ କରିଛନ୍ତି। ଫିଲ୍ମକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ଭିତରେ ସେଣ୍ଟ୍ରାଲ ବୋର୍ଡ…
ଶରଦ ପାଓ୍ବାରଙ୍କ ଇସ୍ତଫା: ପରିବାର ସଦସ୍ୟ ହେବେ ନାହିଁ ଅଧ୍ୟକ୍ଷ, ଏନସିପି ସୂତ୍ରର ଦାବି
ମୁମ୍ବାଇ,୩।୫: ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସେତେବେଳେ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା, ଯେତେବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦଖଲ ରଖିଥିବା ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ବାର ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଦେଶର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ପାଓ୍ବାର କହିଥିଲେ…
ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଲେ ସିସୋଡିଆ
ନୂଆଦିଲ୍ଲୀ,୩।୫: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଓ ତାଙ୍କର ଚିକିତ୍ସା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ପାଇଁ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛନ୍ତି। ବୁଧବାର ଏହି ମାମଲାରେ କୋର୍ଟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ)କୁ ନୋଟିସ…
ମହାରାଷ୍ଟ୍ର ରାଜନୀତିରେ ଖୁବଶୀଘ୍ର ହେବ ବଡ ପରିବର୍ତ୍ତନ, ଶରଦ ପାଓ୍ବାରଙ୍କ ଇସ୍ତଫାକୁ ନେଇ କହିଲା ଭାଜପା
ମୁମ୍ବାଇ,୩।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଥିଲେ। ଏହାପରଠାରୁ ମହାରାଷ୍ଟ୍ର ରାଜନୀତିରେ ହଇଚଇ ଦେଖାଦେଇଛି। ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ନେଇ ଏକ ବୟାନ ଜାରି…
ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀର-ଲଦାଖରେ ହେବନି ଯବାନଙ୍କ ଗିରଫଦାରୀ…
ନୂଆଦିଲ୍ଲୀ,୩।୫ : ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ଗିରଫଦାରୀ ହେବ ନାହିଁ। କେନ୍ଦ୍ର ସରକାର ଏନେଇ ସୁରକ୍ଷା ଯୋଗାଇ ଦେଇଛନ୍ତି। ରାଜ୍ୟରେ ଧାରା ୩୭୦ ହଟାଇବା ପରେ ଏହି ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଅର୍ଥାତ ବର୍ତ୍ତମାନ କେନ୍ଦ୍ର…
ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
କର୍ନାଟକରେ ‘ହନୁମାନ’ ନାଟକ
ବେଙ୍ଗାଲୁରୁ,୩ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ ପପୁଲାର…

